ପେରିଓଡୋଣ୍ଟାଲ ରୋଗ

ଉଇକିପିଡ଼ିଆ‌ରୁ
Periodontal disease
Gum disease, pyorrhea, periodontitis
Radiograph showing bone loss between the two roots of a tooth (black region). The spongy bone has receded due to infection under tooth, reducing the bony support for the tooth.
ଉଚ୍ଚାରଣ
ବିଭାଗDentistry
ଲକ୍ଷଣRed, swollen, painful, bleeding gums, loose teeth, bad breath[୧]
କାରଣBacteria related plaque build up[୧]
ବିପଦ କାରକSmoking, diabetes, HIV/AIDS, certain medications[୧]
ରୋଗ ନିର୍ଣ୍ଣୟ ପଦ୍ଧତିDental examination, X-rays[୧]
ଚିକିତ୍ସାGood oral hygiene, regular professional cleaning[୨]
ପୁନଃପୌନିକ538 million (2015)[୩]

ପେରିଓଡୋଣ୍ଟାଲ ରୋଗ, ଅନ୍ୟ ନାମ ପାୟୋରିଆ, ଏକ ରୋଗ ଯେଉଁଥିରେ ଦାନ୍ତ ଚାରିପାଖରେ ଥିବା ମାଢ଼ିରେ ପ୍ରଦାହ ହୁଏ ।[୪] ପ୍ରାରମ୍ଭିକ ଅବସ୍ଥାରେ ମାଢ଼ି ଫୁଲିଯାଇ ଲାଲ ଦେଖାଯାଏ ଏବଂ ରକ୍ତସ୍ରାବ ହୋଇପାରେ ଓ ଏହି ଅବସ୍ଥାକୁ ଜିଞ୍ଜିଭାଇଟିସ ମଧ୍ୟ କୁହାଯାଏ । [୨] ଏହାର ଗମ୍ଭୀର ଅବସ୍ଥାକୁ ପେରିଓଡୋଣ୍ଟାଇଟିସ କୁହାଯାଏ ଯେଉଁଥିରେ ଦାନ୍ତରୁ ମାଢ଼ି ଦୂରକୁ ଘୁଞ୍ଚିଯାଏ, ହାଡ ନଷ୍ଟ ହୋଇପାରେ ଏବଂ ଦାନ୍ତ ହୋଇ ବାହାରି ଯାଇପାରେ । [୨] ଖରାପ ନିଶ୍ୱାସ ମଧ୍ୟ ହୋଇପାରେ । [୫]

ସାଧାରଣତଃ ଦାନ୍ତ ଚାରିପାଖରେ ଥିବା ତନ୍ତୁମାନଙ୍କୁ ପାଟିରେ ଥିବା ଜୀବାଣୁ ସଂକ୍ରମିତ କରନ୍ତି । [୪] ରୋଗର ଆଶଙ୍କା ଥିବା କାରକଗୁଡ଼ିକ ମଧ୍ୟରେ ଧୂମପାନ, ମଧୁମେହ, ଏଚ୍.ଆଇ.ଭି./ଏଡସ୍, ପାରିବାରିକ ଇତିହାସ ଏବଂ କେତେକ ଔଷଧ ଅନ୍ତର୍ଭୁକ୍ତ | [୫] ଦାନ୍ତର ଚାରିପାଖରେ ଥିବା ତନ୍ତୁମାନଙ୍କୁ ଯାଞ୍ଚ କରିବା ପାଇଁ ନିରୀକ୍ଷଣ ଓ ପ୍ରୋବର ସାହାଯ୍ୟ ନିଆଯାଏ ଏବଂ ଏକ୍ସ‌-ରେଦ୍ୱାରା ଦାନ୍ତର ଚାରିପାଖରେ ହାଡର କ୍ଷୟ ଥିଲେ ରୋଗ ନିର୍ଣ୍ଣୟ କରାଯାଏ | [୬] [୧]

ଚିକିତ୍ସାରେ ପାଟିର ସ୍ୱଚ୍ଛତା ଏବଂ ନିୟମିତ ବୃତ୍ତିଗତ ଦାନ୍ତ ସଫା କରିବା ଅନ୍ତର୍ଭୁକ୍ତ । ନିୟମିତ ବ୍ରଶ କରିବା ଏବଂ ଫ୍ଲସ୍ ଅନ୍ତର୍ଭୁକ୍ତ କରେ | କେତେକ କ୍ଷେତ୍ରରେ ଆଣ୍ଟିବାୟୋଟିକ୍ କିମ୍ବା ଦାନ୍ତର ଅସ୍ତ୍ରୋପଚାର ପାଇଁ ପରାମର୍ଶ ଦିଆଯାଇପାରେ | ୨୦୧୫ ମସିହାରେ ବିଶ୍ୱରେ ୫୩୮ ନିୟୁତ ଲୋକ ପ୍ରଭାବିତ ହେବେ ବୋଲି ଅନୁମାନ କରାଯାଉଥିଲା। ନାରୀମାନଙ୍କ ଅପେକ୍ଷା ପୁରୁଷମାନେ ଅଧିକ ପ୍ରଭାବିତ ହୁଅନ୍ତି ।

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ "Gum Disease". National Institute of Dental and Craniofacial Research. February 2018. Archived from the original on 13 March 2018. Retrieved 13 March 2018.
  2. ୨.୦ ୨.୧ ୨.୨ "Periodontal Disease". CDC. 10 March 2015. Archived from the original on 16 November 2018. Retrieved 13 March 2018.
  3. GBD 2015 Disease and Injury Incidence and Prevalence Collaborators (October 2016). "Global, regional, and national incidence, prevalence, and years lived with disability for 310 diseases and injuries, 1990-2015: a systematic analysis for the Global Burden of Disease Study 2015". Lancet. 388 (10053): 1545–1602. doi:10.1016/S0140-6736(16)31678-6. PMC 5055577. PMID 27733282. {{cite journal}}: |author= has generic name (help)CS1 maint: numeric names: authors list (link)
  4. ୪.୦ ୪.୧ "Periodontal Disease". CDC. 10 March 2015. Archived from the original on 16 November 2018. Retrieved 13 March 2018.
  5. ୫.୦ ୫.୧ "Gum Disease". National Institute of Dental and Craniofacial Research. February 2018. Archived from the original on 13 March 2018. Retrieved 13 March 2018.
  6. Savage A, Eaton KA, Moles DR, Needleman I (June 2009). "A systematic review of definitions of periodontitis and methods that have been used to identify this disease". Journal of Clinical Periodontology. 36 (6): 458–67. doi:10.1111/j.1600-051X.2009.01408.x. PMID 19508246.