ପେରିଓଡୋଣ୍ଟାଲ ରୋଗ
Periodontal disease | |
---|---|
Gum disease, pyorrhea, periodontitis | |
ଉଚ୍ଚାରଣ |
|
ବିଭାଗ | Dentistry |
ଲକ୍ଷଣ | Red, swollen, painful, bleeding gums, loose teeth, bad breath[୧] |
କାରଣ | Bacteria related plaque build up[୧] |
ବିପଦ କାରକ | Smoking, diabetes, HIV/AIDS, certain medications[୧] |
ରୋଗ ନିର୍ଣ୍ଣୟ ପଦ୍ଧତି | Dental examination, X-rays[୧] |
ଚିକିତ୍ସା | Good oral hygiene, regular professional cleaning[୨] |
ପୁନଃପୌନିକ | 538 million (2015)[୩] |
ପେରିଓଡୋଣ୍ଟାଲ ରୋଗ, ଅନ୍ୟ ନାମ ପାୟୋରିଆ, ଏକ ରୋଗ ଯେଉଁଥିରେ ଦାନ୍ତ ଚାରିପାଖରେ ଥିବା ମାଢ଼ିରେ ପ୍ରଦାହ ହୁଏ ।[୪] ପ୍ରାରମ୍ଭିକ ଅବସ୍ଥାରେ ମାଢ଼ି ଫୁଲିଯାଇ ଲାଲ ଦେଖାଯାଏ ଏବଂ ରକ୍ତସ୍ରାବ ହୋଇପାରେ ଓ ଏହି ଅବସ୍ଥାକୁ ଜିଞ୍ଜିଭାଇଟିସ ମଧ୍ୟ କୁହାଯାଏ । [୨] ଏହାର ଗମ୍ଭୀର ଅବସ୍ଥାକୁ ପେରିଓଡୋଣ୍ଟାଇଟିସ କୁହାଯାଏ ଯେଉଁଥିରେ ଦାନ୍ତରୁ ମାଢ଼ି ଦୂରକୁ ଘୁଞ୍ଚିଯାଏ, ହାଡ ନଷ୍ଟ ହୋଇପାରେ ଏବଂ ଦାନ୍ତ ହୋଇ ବାହାରି ଯାଇପାରେ । [୨] ଖରାପ ନିଶ୍ୱାସ ମଧ୍ୟ ହୋଇପାରେ । [୫]
ସାଧାରଣତଃ ଦାନ୍ତ ଚାରିପାଖରେ ଥିବା ତନ୍ତୁମାନଙ୍କୁ ପାଟିରେ ଥିବା ଜୀବାଣୁ ସଂକ୍ରମିତ କରନ୍ତି । [୪] ରୋଗର ଆଶଙ୍କା ଥିବା କାରକଗୁଡ଼ିକ ମଧ୍ୟରେ ଧୂମପାନ, ମଧୁମେହ, ଏଚ୍.ଆଇ.ଭି./ଏଡସ୍, ପାରିବାରିକ ଇତିହାସ ଏବଂ କେତେକ ଔଷଧ ଅନ୍ତର୍ଭୁକ୍ତ | [୫] ଦାନ୍ତର ଚାରିପାଖରେ ଥିବା ତନ୍ତୁମାନଙ୍କୁ ଯାଞ୍ଚ କରିବା ପାଇଁ ନିରୀକ୍ଷଣ ଓ ପ୍ରୋବର ସାହାଯ୍ୟ ନିଆଯାଏ ଏବଂ ଏକ୍ସ-ରେଦ୍ୱାରା ଦାନ୍ତର ଚାରିପାଖରେ ହାଡର କ୍ଷୟ ଥିଲେ ରୋଗ ନିର୍ଣ୍ଣୟ କରାଯାଏ | [୬] [୧]
ଚିକିତ୍ସାରେ ପାଟିର ସ୍ୱଚ୍ଛତା ଏବଂ ନିୟମିତ ବୃତ୍ତିଗତ ଦାନ୍ତ ସଫା କରିବା ଅନ୍ତର୍ଭୁକ୍ତ । ନିୟମିତ ବ୍ରଶ କରିବା ଏବଂ ଫ୍ଲସ୍ ଅନ୍ତର୍ଭୁକ୍ତ କରେ | କେତେକ କ୍ଷେତ୍ରରେ ଆଣ୍ଟିବାୟୋଟିକ୍ କିମ୍ବା ଦାନ୍ତର ଅସ୍ତ୍ରୋପଚାର ପାଇଁ ପରାମର୍ଶ ଦିଆଯାଇପାରେ | ୨୦୧୫ ମସିହାରେ ବିଶ୍ୱରେ ୫୩୮ ନିୟୁତ ଲୋକ ପ୍ରଭାବିତ ହେବେ ବୋଲି ଅନୁମାନ କରାଯାଉଥିଲା। ନାରୀମାନଙ୍କ ଅପେକ୍ଷା ପୁରୁଷମାନେ ଅଧିକ ପ୍ରଭାବିତ ହୁଅନ୍ତି ।
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ ୧.୪ "Gum Disease". National Institute of Dental and Craniofacial Research. February 2018. Archived from the original on 13 March 2018. Retrieved 13 March 2018.
- ↑ ୨.୦ ୨.୧ ୨.୨ "Periodontal Disease". CDC. 10 March 2015. Archived from the original on 16 November 2018. Retrieved 13 March 2018.
- ↑ GBD 2015 Disease and Injury Incidence and Prevalence Collaborators (October 2016). "Global, regional, and national incidence, prevalence, and years lived with disability for 310 diseases and injuries, 1990-2015: a systematic analysis for the Global Burden of Disease Study 2015". Lancet. 388 (10053): 1545–1602. doi:10.1016/S0140-6736(16)31678-6. PMC 5055577. PMID 27733282.
{{cite journal}}
:|author=
has generic name (help)CS1 maint: numeric names: authors list (link) - ↑ ୪.୦ ୪.୧ "Periodontal Disease". CDC. 10 March 2015. Archived from the original on 16 November 2018. Retrieved 13 March 2018.
- ↑ ୫.୦ ୫.୧ "Gum Disease". National Institute of Dental and Craniofacial Research. February 2018. Archived from the original on 13 March 2018. Retrieved 13 March 2018.
- ↑ Savage A, Eaton KA, Moles DR, Needleman I (June 2009). "A systematic review of definitions of periodontitis and methods that have been used to identify this disease". Journal of Clinical Periodontology. 36 (6): 458–67. doi:10.1111/j.1600-051X.2009.01408.x. PMID 19508246.