୪ ଇଡିଅଟସ୍
୪ ଇଡିଅଟସ୍ | |
---|---|
ନିର୍ଦ୍ଦେଶକ | ବସନ୍ତ ସାହୁ |
ପ୍ରଯୋଜକ | ଅକ୍ଷୟ ପରିଜା ପ୍ରଶାନ୍ତ ବେହେରା ସୁନୀଲ ଯାଦବ |
ସଂଳାପ | ରଜନୀ ରଞ୍ଜନ |
କାହାଣୀ | ବସନ୍ତ ସାହୁ |
କଳାକାର | ସବ୍ୟସାଚୀ ମିଶ୍ର ଏଲିନା ସାମନ୍ତରାୟ ଆକାଶ ଦାସନାୟକ କୁନା ତ୍ରିପାଠୀ ଲିପ୍ସା ମିଶ୍ର ପୁନମ ମିଶ୍ର ନିହାରୀକା ଦାଶ |
ସଙ୍ଗୀତ | ପ୍ରେମ ଆନନ୍ଦ |
ଚିତ୍ରଗ୍ରହଣ | ବିରଜା କର |
ମୁକ୍ତିଲାଭ ତାରିଖ | ୧୩ ଜୁନ ୨୦୧୮ |
ଦେଶ | ଭାରତ |
ଭାଷା | ଓଡ଼ିଆ |
୪ ଇଡିଅଟସ୍, ୨୦୧୮ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୧][୨][୩][୪] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଅକ୍ଷୟ ପରିଜା[୫], ପ୍ରଶାନ୍ତ ବେହେରା ଓ ସୁନୀଲ ଯାଦବ ।[୬] ଜୀ ସାର୍ଥକ ଏହି କଥାଚିତ୍ର ଜରିଆରେ ତାଙ୍କର ପ୍ରଥମ ପ୍ରଯୋଜନା ଆରମ୍ଭ କରିଥିଲେ ।[୭] ବସନ୍ତ ସାହୁ ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୮] ରଜନୀ ରଞ୍ଜନ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ ।[୯][୧୦] ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।[୧୧]
ସବ୍ୟସାଚୀ ମିଶ୍ର, ଏଲିନା ସାମନ୍ତରାୟ,[୧୨] ଆକାଶ ଦାସ ନାୟକ, କୁନା ତ୍ରିପାଠୀ, ଚିତ୍ତରଞ୍ଜନ ତ୍ରିପାଠୀ, ଲିପ୍ସା ମିଶ୍ର, ପୁନମ ମିଶ୍ର, କ୍ରିଷ୍ଣା କର, ଚାନ୍ଦିନୀ, ନିହାରିକା, ସମେରଶ ରାଉତରାୟ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୯]
ଅଭିନୟ
[ସମ୍ପାଦନା]- ସବ୍ୟସାଚୀ ମିଶ୍ର[୧୩][୧୪]
- ଏଲିନା ସାମନ୍ତରାୟ[୧୫][୧୬]
- ଆକାଶ ଦାସନାୟକ[୧୭]
- କୁନା ତ୍ରିପାଠୀ
- ଚିତ୍ତରଞ୍ଜନ ତ୍ରିପାଠୀ
- ଲିପ୍ସା ମିଶ୍ର
- ପୁନମ ମିଶ୍ର[୧୮]
- କ୍ରିଷ୍ଣା କର
- ଚାନ୍ଦିନୀ ଜେନା
- ନିହାରୀକା ଦାଶ
- ସମରେଶ ରାଉତରାୟ[୧୯]
- ସୋନାଲୀ
- ମିଲି ପଣ୍ଡା
- ଗୁଡ୍ଡୁ
- ଜୋଜୋ
- ଶକ୍ତି ବରାଳ
କାହାଣୀ
[ସମ୍ପାଦନା]ଗୀତ ଏବଂ ସଙ୍ଗୀତ
[ସମ୍ପାଦନା]ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ପ୍ରେମ ଆନନ୍ଦ ।[୨୦][୯] ବସନ୍ତରାଜ ସାମଲ ଓ ସୁବ୍ରତ ସ୍ୱାଇଁ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ ।[୨୧] ହ୍ୟୁମାନ ସାଗର, ବିଶ୍ୱଜିତ ମହାପାତ୍ର, ଦୀପ୍ତିରେଖା ପାଢ଼ୀ, ଆଶୁତୋଷ, ସବିଶେଷ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।[୧୯][୬]
ଗୀତ
[ସମ୍ପାଦନା]କ୍ରମ | ଗୀତ | ଗାୟକ | ସମୟ |
---|---|---|---|
1. | "ଆଜିଠାରୁ ପାଦ ମୋର ତୋରି ରାସ୍ତାରେ" | ହ୍ୟୁମାନ ସାଗର, ଦୀପ୍ତିରେଖା ପାଢ଼ୀ | |
2. | "ଦି ଦି ଟା ସିମ୍" | ପପୁ ପମ ପମ | |
3. | "ମ୍ୟାଡ୍ ରୋମିଓ" | ଜି ଦୁର୍ଗା | |
4. | "ଓ ୟାରା" | ସବିଶେଷ ଅନନ୍ୟା | |
5. | "ୟୋଗା କୁଇନ୍" | ପାମେଲା ଜୈନ |
ଆଧାର
[ସମ୍ପାଦନା]- ↑ "ଜାଣନ୍ତୁ , ୨୦୧୮ରେ ଏଯାଏଁ କେତୋଟି ଓଡ଼ିଆ ସିନେମା ରିଲିଜ୍ ହେଲା". Sambad.in. ଓଡ଼ିଶା. 29 December 2018. Archived from the original on 22 October 2020. Retrieved 29 December 2018.
- ↑ "ବଢ଼ୁଛି ଆକର୍ଷଣ , ନଅ ମାସରେ ୨୧ଟି ନୂଆ ଓଡ଼ିଆ ସିନେମା ଦେଖିଲେଣି ଦର୍ଶକ | Sambad". Sambad (in Odia). Odisha. 1 October 2018. Archived from the original on 4 November 2019. Retrieved 2 October 2018.
{{cite news}}
: CS1 maint: unrecognized language (link) - ↑ "ବର୍ଷର ପ୍ରଥମ ଆଠ ମାସରେ ଓଲିଉଡର ହାଲଚାଲ୍ ସଂପର୍କରେ ଜାଣିବାକୁ ଚାହାଁନ୍ତି କି ? | Sambad". Sambad. 4 September 2018. Archived from the original on 7 September 2018. Retrieved 4 September 2018.
- ↑ "ଏଥର ରଜ ଏହି ଓଡ଼ିଆ କଳାକାରଙ୍କ ପାଇଁ ଏକଦମ୍ ନିଆରା , ଜାଣନ୍ତୁ କେମିତି". sambad.in. 12 June 2018. Retrieved 14 June 2018.
- ↑ "Multi-starrer Odia movie '4 idiots' to hit theatres this Raja". Odisha Sun Times. 11 April 2018. Retrieved 9 June 2018.
- ↑ ୬.୦ ୬.୧ "ରଜ ଲଢ଼େଇ" (in Odia). ଓଡ଼ିଶା. 10 June 2018. p. 8. Archived from the original (PDF) on 19 October 2018. Retrieved 19 October 2018.
{{cite news}}
: CS1 maint: unrecognized language (link) - ↑ "'୪ ଇଡିୟଟ୍ସ'ର ଶୁଭ ମହୁରତ୍". sambad.in. 23 April 2018. Retrieved 6 June 2018.
- ↑ "ଏଥର ରଜ ବଜାରରେ ଦେଖିବାକୁ ମିଳିବେନି ଏହି ନାୟକ !". sambad.in. 24 April 2018. Retrieved 6 June 2018.
- ↑ ୯.୦ ୯.୧ ୯.୨ "୪ ଇଡିଅଟସ୍ରେ 'ରୋମିଓ'". ସମାଜ ରବିବାର. 3 June 2018. Retrieved 9 June 2018.[permanent dead link]
- ↑ "ରଜନୀଙ୍କ ଶତକୀୟ ପାଳି". ସମ୍ବାଦ. No. ରବିବାର. 24 September 2023. p. 8. Archived from the original on 28 September 2023. Retrieved 28 September 2023.
- ↑ "ଏ ବର୍ଷ ରଜରେ ପ୍ରେମ୍ ଆନନ୍ଦଙ୍କ ମନଛୁଆଁ ଗୀତ ନେଇ ଆସିବ '୪ ଇଡିଏଟ୍ସ୍'". sambad.in. 30 May 2018. Retrieved 6 June 2018.
- ↑ "ଏଲିନାଙ୍କ ଉତ୍ସାହ". ପ୍ରମେୟ. No. ରବିବାର. 22 January 2023. Archived from the original on 23 March 2023. Retrieved 23 March 2023.
- ↑ "ବିନା ରାଜନୀତିରେ ଭଲ କାମ କରିବାକୁ ଚାହେଁ". ଧରିତ୍ରୀ (in Odia). ଓଡ଼ିଶା. 18 October 2018. p. 8. Archived from the original on 23 January 2019. Retrieved 23 October 2018.
{{cite news}}
: CS1 maint: unrecognized language (link) - ↑ "'ଫୋର୍ ଇଡିୟଟ୍ସ'ରେ ସବ୍ୟ-ଏଲିନାଙ୍କ କମାଲ". sambad.in. 3 June 2018. Retrieved 6 June 2018.
- ↑ "ପୁଣି ଏହି ନାୟକଙ୍କ ଇଶ୍କରେ ଏଲିନା ! | Sambad". Sambad (in Odia). ଓଡ଼ିଶା. 13 September 2018. Archived from the original on 17 September 2018. Retrieved 14 September 2018.
{{cite news}}
: CS1 maint: unrecognized language (link) - ↑ "ଏବେ କେଉଁ ଓଲିଉଡ ନାୟିକାଙ୍କ ହାତରେ ସବୁଠାରୁ ଅଧିକ ସିନେମା | Sambad". Sambad. 20 August 2018. Archived from the original on 26 August 2018. Retrieved 31 August 2018.
{{cite news}}
: no-break space character in|title=
at position 51 (help) - ↑ Bal, Sandip (31 August 2020). "Akash Dasnayak makes a comeback to films after two years - Times of India". The Times of India (in English). Retrieved 9 January 2022.
{{cite news}}
: CS1 maint: unrecognized language (link) - ↑ "'ରକଷ୍ଟାର୍' ପାର୍ଟନରଙ୍କ ସହ ରୋମାନସ୍ କରୁଛନ୍ତି ଏହି ଓଲିଉଡ ନାୟିକା". sambad.in. 6 May 2018. Retrieved 6 June 2018.
- ↑ ୧୯.୦ ୧୯.୧ "ସଲମନ୍କୁ ଟକ୍କର ଦେବ ୪ ଇଡିଅଟସ୍". ସମାଜ (ରବିବାର). 10 June 2018. Retrieved 10 June 2018.[permanent dead link]
- ↑ "ଏଥର ବି ଅଭିଜିତ ମଜୁମଦାର ଓ ପ୍ରେମ୍ ଆନନ୍ଦଙ୍କ ଭିତରେ ଟକ୍କର !". sambad.in. 2 June 2018. Retrieved 6 June 2018.
- ↑ "Odia Movies List 2018". OdiaLive. Archived from the original on 25 January 2019. Retrieved 30 December 2018.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ୪ ଇଡିଅଟସ୍