୪ ଇଡିଅଟସ୍

ଉଇକିପିଡ଼ିଆ‌ରୁ
୪ ଇଡିଅଟସ୍
ନିର୍ଦ୍ଦେଶକବସନ୍ତ ସାହୁ
ପ୍ରଯୋଜକଅକ୍ଷୟ ପରିଜା
ପ୍ରଶାନ୍ତ ବେହେରା
ସୁନୀଲ ଯାଦବ
ସଂଳାପରଜନୀ ରଞ୍ଜନ
କାହାଣୀବସନ୍ତ ସାହୁ
କଳାକାରସବ୍ୟସାଚୀ ମିଶ୍ର
ଏଲିନା ସାମନ୍ତରାୟ
ଆକାଶ ଦାସନାୟକ
କୁନା ତ୍ରିପାଠୀ
ଲିପ୍ସା ମିଶ୍ର
ପୁନମ ମିଶ୍ର
ନିହାରୀକା ଦାଶ
ସଙ୍ଗୀତପ୍ରେମ ଆନନ୍ଦ
ଚିତ୍ରଗ୍ରହଣବିରଜା କର
ମୁକ୍ତିଲାଭ ତାରିଖ
୧୩ ଜୁନ ୨୦୧୮
ଦେଶ ଭାରତ
ଭାଷାଓଡ଼ିଆ

୪ ଇଡିଅଟସ୍, ୨୦୧୮ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୧][୨][୩][୪] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଅକ୍ଷୟ ପରିଜା[୫], ପ୍ରଶାନ୍ତ ବେହେରା ଓ ସୁନୀଲ ଯାଦବ ।[୬] ଜୀ ସାର୍ଥକ ଏହି କଥାଚିତ୍ର ଜରିଆରେ ତାଙ୍କର ପ୍ରଥମ ପ୍ରଯୋଜନା ଆରମ୍ଭ କରିଥିଲେ ।[୭] ବସନ୍ତ ସାହୁ ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୮] ରଜନୀ ରଞ୍ଜନ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ ।[୯][୧୦] ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।[୧୧]

ସବ୍ୟସାଚୀ ମିଶ୍ର, ଏଲିନା ସାମନ୍ତରାୟ,[୧୨] ଆକାଶ ଦାସ ନାୟକ, କୁନା ତ୍ରିପାଠୀ, ଚିତ୍ତରଞ୍ଜନ ତ୍ରିପାଠୀ, ଲିପ୍ସା ମିଶ୍ର, ପୁନମ ମିଶ୍ର, କ୍ରିଷ୍ଣା କର, ଚାନ୍ଦିନୀ, ନିହାରିକା, ସମେରଶ ରାଉତରାୟ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୯]

ଅଭିନୟ[ସମ୍ପାଦନା]

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ପ୍ରେମ ଆନନ୍ଦ[୨୦][୯] ବସନ୍ତରାଜ ସାମଲସୁବ୍ରତ ସ୍ୱାଇଁ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ ।[୨୧] ହ୍ୟୁମାନ ସାଗର, ବିଶ୍ୱଜିତ ମହାପାତ୍ର, ଦୀପ୍ତିରେଖା ପାଢ଼ୀ, ଆଶୁତୋଷ, ସବିଶେଷ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।[୧୯][୬]

ଗୀତ[ସମ୍ପାଦନା]

କ୍ରମଗୀତଗାୟକସମୟ
1."ଆଜିଠାରୁ ପାଦ ମୋର ତୋରି ରାସ୍ତାରେ"ହ୍ୟୁମାନ ସାଗର, ଦୀପ୍ତିରେଖା ପାଢ଼ୀ 
2."ଦି ଦି ଟା ସିମ୍"ପପୁ ପମ ପମ 
3."ମ୍ୟାଡ୍ ରୋମିଓ"ଜି ଦୁର୍ଗା 
4."ଓ ୟାରା"ସବିଶେଷ ଅନନ୍ୟା 
5."ୟୋଗା କୁଇନ୍"ପାମେଲା ଜୈନ 

ଆଧାର[ସମ୍ପାଦନା]

  1. "ଜାଣନ୍ତୁ , ୨୦୧୮ରେ ଏଯାଏଁ କେତୋଟି ଓଡ଼ିଆ ସିନେମା ରିଲିଜ୍‌ ହେଲା". Sambad.in. ଓଡ଼ିଶା. 29 December 2018. Archived from the original on 22 October 2020. Retrieved 29 December 2018.
  2. "ବଢ଼ୁଛି ଆକର୍ଷଣ , ନଅ ମାସରେ ୨୧ଟି ନୂଆ ଓଡ଼ିଆ ସିନେମା ଦେଖିଲେଣି ଦର୍ଶକ | Sambad". Sambad (in Odia). Odisha. 1 October 2018. Archived from the original on 4 November 2019. Retrieved 2 October 2018.{{cite news}}: CS1 maint: unrecognized language (link)
  3. "ବର୍ଷର ପ୍ରଥମ ଆଠ ମାସରେ ଓଲିଉଡର ହାଲଚାଲ୍‌ ସଂପର୍କରେ ଜାଣିବାକୁ ଚାହାଁନ୍ତି କି ? | Sambad". Sambad. 4 September 2018. Archived from the original on 7 September 2018. Retrieved 4 September 2018.
  4. "ଏଥର ରଜ ଏହି ଓଡ଼ିଆ କଳାକାରଙ୍କ ପାଇଁ ଏକଦମ୍‌ ନିଆରା , ଜାଣନ୍ତୁ କେମିତି". sambad.in. 12 June 2018. Retrieved 14 June 2018.
  5. "Multi-starrer Odia movie '4 idiots' to hit theatres this Raja". Odisha Sun Times. 11 April 2018. Retrieved 9 June 2018.
  6. ୬.୦ ୬.୧ "ରଜ ଲଢ଼େଇ" (in Odia). ଓଡ଼ିଶା. 10 June 2018. p. 8. Archived from the original (PDF) on 19 October 2018. Retrieved 19 October 2018.{{cite news}}: CS1 maint: unrecognized language (link)
  7. "'୪ ଇଡିୟଟ୍‌ସ'ର ଶୁଭ ମହୁରତ୍‌". sambad.in. 23 April 2018. Retrieved 6 June 2018.
  8. "ଏଥର ରଜ ବଜାରରେ ଦେଖିବାକୁ ମିଳିବେନି ଏହି ନାୟକ !". sambad.in. 24 April 2018. Retrieved 6 June 2018.
  9. ୯.୦ ୯.୧ ୯.୨ "୪ ଇଡିଅଟସ୍‌ରେ 'ରୋମିଓ'". ସମାଜ ରବିବାର. 3 June 2018. Retrieved 9 June 2018.[permanent dead link]
  10. "ରଜନୀଙ୍କ ଶତକୀୟ ପାଳି". ସମ୍ବାଦ. No. ରବିବାର. 24 September 2023. p. 8. Archived from the original on 28 September 2023. Retrieved 28 September 2023.
  11. "ଏ ବର୍ଷ ରଜରେ ପ୍ରେମ୍‌ ଆନନ୍ଦଙ୍କ ମନଛୁଆଁ ଗୀତ ନେଇ ଆସିବ '୪ ଇଡିଏଟ୍‌ସ୍‌'". sambad.in. 30 May 2018. Retrieved 6 June 2018.
  12. "ଏଲିନାଙ୍କ ଉତ୍ସାହ". ପ୍ରମେୟ. No. ରବିବାର. 22 January 2023. Archived from the original on 23 March 2023. Retrieved 23 March 2023.
  13. "ବିନା ରାଜନୀତିରେ ଭଲ କାମ କରିବାକୁ ଚାହେଁ". ଧରିତ୍ରୀ (in Odia). ଓଡ଼ିଶା. 18 October 2018. p. 8. Archived from the original on 23 January 2019. Retrieved 23 October 2018.{{cite news}}: CS1 maint: unrecognized language (link)
  14. "'ଫୋର୍‌ ଇଡିୟଟ୍‌ସ'ରେ ସବ୍ୟ-ଏଲିନାଙ୍କ କମାଲ". sambad.in. 3 June 2018. Retrieved 6 June 2018.
  15. "ପୁଣି ଏହି ନାୟକଙ୍କ ଇଶ୍କରେ ଏଲିନା ! | Sambad". Sambad (in Odia). ଓଡ଼ିଶା. 13 September 2018. Archived from the original on 17 September 2018. Retrieved 14 September 2018.{{cite news}}: CS1 maint: unrecognized language (link)
  16. "ଏବେ କେଉଁ ଓଲିଉଡ ନାୟିକାଙ୍କ ହାତରେ ସବୁଠାରୁ ଅଧିକ ସିନେମା  | Sambad". Sambad. 20 August 2018. Archived from the original on 26 August 2018. Retrieved 31 August 2018. {{cite news}}: no-break space character in |title= at position 51 (help)
  17. Bal, Sandip (31 August 2020). "Akash Dasnayak makes a comeback to films after two years - Times of India". The Times of India (in English). Retrieved 9 January 2022.{{cite news}}: CS1 maint: unrecognized language (link)
  18. "'ରକଷ୍ଟାର୍‌' ପାର୍ଟନରଙ୍କ ସହ ରୋମାନସ୍‌ କରୁଛନ୍ତି ଏହି ଓଲିଉଡ ନାୟିକା". sambad.in. 6 May 2018. Retrieved 6 June 2018.
  19. ୧୯.୦ ୧୯.୧ "ସଲମନ୍‌କୁ ଟକ୍କର ଦେବ ୪ ଇଡିଅଟସ୍". ସମାଜ (ରବିବାର). 10 June 2018. Retrieved 10 June 2018.[permanent dead link]
  20. "ଏଥର ବି ଅଭିଜିତ ମଜୁମଦାର ଓ ପ୍ରେମ୍‌ ଆନନ୍ଦଙ୍କ ଭିତରେ ଟକ୍‌କର !". sambad.in. 2 June 2018. Retrieved 6 June 2018.
  21. "Odia Movies List 2018". OdiaLive. Archived from the original on 25 January 2019. Retrieved 30 December 2018.

ବାହାର ଆଧାର[ସମ୍ପାଦନା]