ପଞ୍ଜାବର ଲୋକନୃତ୍ୟ

ଉଇକିପିଡ଼ିଆ‌ରୁ

ପଞ୍ଜାବର ଲୋକନୃତ୍ୟ

ପଞ୍ଜାବୀ ନୃତ୍ୟଗୁଡ଼ିକ ସ୍ଥାନୀୟ ପଞ୍ଜାବ ଅଞ୍ଚଳର, ପଞ୍ଜାବୀ ଲୋକଙ୍କ ଲୋକନୃତ୍ୟ ଓ ଧାର୍ମିକ ନୃତ୍ୟର ଏକ ଶୃଙ୍ଖଳ, ଯାହା ଭାରତପାକିସ୍ତାନ ସୀମା ମଝିରେ ଦୁଇ ଭାଗ ହୋଇ ଚାଲୁଅଛି । ପଞ୍ଜାବୀ ନୃତ୍ୟର ଶୈଳୀର ପରିସର ବହୁ ଅଧିକ ଶକ୍ତିଠାରୁ କମ୍ ଶକ୍ତି ଦରକାର କରୁଥିବା ନୃତ୍ୟ ତଥା ଓଲଟା ପର୍ଯ୍ୟାୟ ମଧ୍ୟରେ ଥାଏ ।ଏହାର ପୁରୁଷ ଓ ମହିଳାମାନଙ୍କ ପାଇଁ ସ୍ୱତନ୍ତ୍ର ଶୈଳୀ ଅଛି । କେତେକ ନୃତ୍ୟ ଧର୍ମନିରପେକ୍ଷ ଓ ଅନ୍ୟ କେତେକ ଧର୍ମ ଆଧାରିତ ।

ଏହି ନୃତ୍ୟଗୁଡ଼ିକୁ ମୁଖ୍ୟତଃ ଉତ୍ସବରେ ପରିବେଷଣ କରାଯାଇଥାଏ, ଯେପରି ଅମଳ (ବୈଶାଖୀ), ବିବାହ, ମେଳା (ଉତ୍ସବ) ଯେପରି ଲୋହରୀ, ଜସ୍ନ-ଏ-ବାହାରନ୍ (ବସନ୍ତ ଉତ୍ସବ, ପ୍ରଭୃତି ଯେଉଁଠାରେ ସମସ୍ତେ ନୃତ୍ୟ କରିବା ପାଇଁ ଉତ୍ସାହିତ ହୋଇଥାମ୍ତି । ବିବାହିତ ପଞ୍ଜାବୀ ଯୋଡି ସାଧାରଣତଃ ଏକାଠି ନୃତ୍ୟ କରିଥା'ନ୍ତି । ସ୍ୱାମୀ ସାଧାରଣତଃ ପୁରୁଷ ପଞ୍ଜାବୀ ଶୈଳୀରେ ଉପରକୁ ହାତ ଟେକି ନୃତ୍ୟ କରିଥାଏ ଓ ସ୍ତ୍ରୀ ମହିଳା ପଞ୍ଜାବୀ ଶୈଳୀରେ ନୃତ୍ୟ କରିଥାଏ ।

ପୁରୁଷମାନଙ୍କ ପାଇଁ ତଥା ସମସ୍ତଙ୍କ ପାଇଁ ମୁଖ୍ୟ ପଞ୍ଜାବୀ ଲୋକନୃତ୍ୟ ହେଉଛି ଭାଙ୍ଗରା ଓ ମହିଳାମାନଙ୍କ ପାଇଁ ପଞ୍ଜାବୀ ନୃତ୍ୟ ହେଉଛି ଗିଢା

"ମହିଳା"ମାନଙ୍କ ପାଇଁ ସାଧାରଣ ପଞ୍ଜାବୀ ଲୋକନୃତ୍ୟ ହେଉଛି
ପଞ୍ଜାବୀ ଝିଅ ନାଚୁଥିବାର ଦୃଶ୍ୟ
"ପୁରୁଷ"ମାନଙ୍କ ପାଇଁ ସାଧାରଣ ପଞ୍ଜାବୀ ଲୋକନୃତ୍ୟ ହେଉଛି
ଧମାଲ ନୃତ୍ୟ
ମହିଳା ଓ ପୁରୁଷଙ୍କ ପାଇଁ ସାଧାରଣ ପଞ୍ଜାବୀ ଲୋକନୃତ୍ୟ

ଏହା ମଧ୍ୟ ଦେଖନ୍ତୁ[ସମ୍ପାଦନା]

ବାହ୍ୟ ଲିଙ୍କ[ସମ୍ପାଦନା]