ପଞ୍ଜାବର ଲୋକନୃତ୍ୟ
ପଞ୍ଜାବର ଲୋକନୃତ୍ୟ
ପଞ୍ଜାବୀ ନୃତ୍ୟଗୁଡ଼ିକ ସ୍ଥାନୀୟ ପଞ୍ଜାବ ଅଞ୍ଚଳର, ପଞ୍ଜାବୀ ଲୋକଙ୍କ ଲୋକନୃତ୍ୟ ଓ ଧାର୍ମିକ ନୃତ୍ୟର ଏକ ଶୃଙ୍ଖଳ, ଯାହା ଭାରତ ଓ ପାକିସ୍ତାନ ସୀମା ମଝିରେ ଦୁଇ ଭାଗ ହୋଇ ଚାଲୁଅଛି । ପଞ୍ଜାବୀ ନୃତ୍ୟର ଶୈଳୀର ପରିସର ବହୁ ଅଧିକ ଶକ୍ତିଠାରୁ କମ୍ ଶକ୍ତି ଦରକାର କରୁଥିବା ନୃତ୍ୟ ତଥା ଓଲଟା ପର୍ଯ୍ୟାୟ ମଧ୍ୟରେ ଥାଏ ।ଏହାର ପୁରୁଷ ଓ ମହିଳାମାନଙ୍କ ପାଇଁ ସ୍ୱତନ୍ତ୍ର ଶୈଳୀ ଅଛି । କେତେକ ନୃତ୍ୟ ଧର୍ମନିରପେକ୍ଷ ଓ ଅନ୍ୟ କେତେକ ଧର୍ମ ଆଧାରିତ ।
ଏହି ନୃତ୍ୟଗୁଡ଼ିକୁ ମୁଖ୍ୟତଃ ଉତ୍ସବରେ ପରିବେଷଣ କରାଯାଇଥାଏ, ଯେପରି ଅମଳ (ବୈଶାଖୀ), ବିବାହ, ମେଳା (ଉତ୍ସବ) ଯେପରି ଲୋହରୀ, ଜସ୍ନ-ଏ-ବାହାରନ୍ (ବସନ୍ତ ଉତ୍ସବ, ପ୍ରଭୃତି ଯେଉଁଠାରେ ସମସ୍ତେ ନୃତ୍ୟ କରିବା ପାଇଁ ଉତ୍ସାହିତ ହୋଇଥାମ୍ତି । ବିବାହିତ ପଞ୍ଜାବୀ ଯୋଡି ସାଧାରଣତଃ ଏକାଠି ନୃତ୍ୟ କରିଥା'ନ୍ତି । ସ୍ୱାମୀ ସାଧାରଣତଃ ପୁରୁଷ ପଞ୍ଜାବୀ ଶୈଳୀରେ ଉପରକୁ ହାତ ଟେକି ନୃତ୍ୟ କରିଥାଏ ଓ ସ୍ତ୍ରୀ ମହିଳା ପଞ୍ଜାବୀ ଶୈଳୀରେ ନୃତ୍ୟ କରିଥାଏ ।
ପୁରୁଷମାନଙ୍କ ପାଇଁ ତଥା ସମସ୍ତଙ୍କ ପାଇଁ ମୁଖ୍ୟ ପଞ୍ଜାବୀ ଲୋକନୃତ୍ୟ ହେଉଛି ଭାଙ୍ଗରା ଓ ମହିଳାମାନଙ୍କ ପାଇଁ ପଞ୍ଜାବୀ ନୃତ୍ୟ ହେଉଛି ଗିଢା ।
- "ମହିଳା"ମାନଙ୍କ ପାଇଁ ସାଧାରଣ ପଞ୍ଜାବୀ ଲୋକନୃତ୍ୟ ହେଉଛି
- "ପୁରୁଷ"ମାନଙ୍କ ପାଇଁ ସାଧାରଣ ପଞ୍ଜାବୀ ଲୋକନୃତ୍ୟ ହେଉଛି
- ମହିଳା ଓ ପୁରୁଷଙ୍କ ପାଇଁ ସାଧାରଣ ପଞ୍ଜାବୀ ଲୋକନୃତ୍ୟ
- ଭାଙ୍ଗରା
- କାର୍ଥି
- ଜିଣ୍ଡୁଆ
- ଡାନ୍ଦାସ୍
ଏହା ମଧ୍ୟ ଦେଖନ୍ତୁ
[ସମ୍ପାଦନା]ବାହ୍ୟ ଲିଙ୍କ
[ସମ୍ପାଦନା]- Glossary of different Punjabi Folk Dances Archived 2016-07-30 at the Wayback Machine.
- Folk dances of Punjab Archived 2012-04-19 at the Wayback Machine.
- Activities in Lahore and Folk Dances
- Folk Dances in Punjab Archived 2013-01-23 at the Wayback Machine.
- Gatka