ବାତାଲା
ଦେଖଣା
(Batalaରୁ ଲେଉଟି ଆସିଛି)
Batala
ਬਟਾਲਾ | |
---|---|
city | |
Nickname: btl | |
Country | India |
State | Punjab |
District | Gurdaspur |
Area | |
• city | 33 km2 (13 sq mi) |
Elevation | 249 m (817 ft) |
Population (2013) | |
• city | ୧,୫୬,୪୦୪ |
• Density | 4,700/km2 (12,000/sq mi) |
• Metro | ୫,୫୭,୭୮୦ |
Demonym | batalavi |
Languages | |
• Official | Punjabi |
Time zone | UTC+5:30 (IST) |
PIN | 143505 |
Telephone code | 01871 |
ଯାନବାହାନ ପଞ୍ଚୀକରଣ | PB 18 |
Distance from Amritsar | 33 kilometres (21 mi) NE (land) |
Distance from Jalandhar | 80 kilometres (50 mi) NE (land) |
Distance from Chandigarh | 203 kilometres (126 mi) NE (land) |
Distance from Delhi | 470 kilometres (290 mi) NE (land) |
ବାତାଲା ଏକ ଭାରତୀୟ ପୌରପାଳିକା ଅଟେ । ଏହା ପଞ୍ଜାବର ଗୁର୍ଦସ୍ପୁର୍ ଜିଲ୍ଲାରେ ଅବସ୍ଥିତ ।
ଭୌଗଳିକ ଅବସ୍ଥିତି
[ସମ୍ପାଦନା]ବାତାଲା ୩୧.୮୧୮୬ ଉତ୍ତର ଅକ୍ଷାଂଶ ଓ ୭୫.୨୦୨୮ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୮୩୦ ଫୁଟ ଉଚ୍ଚତାରେ ରହିଛି ।[୧]
ଜନସଂଖ୍ୟା ଓ ସାକ୍ଷରତା
[ସମ୍ପାଦନା]୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ବାତାଲା ସହରର ମୋଟ ଜନସଂଖ୍ୟା ୧୨୬୬୪୬ ଅଟେ ।[୨] ସେଥି ମଧ୍ୟରୁ ୫୨.୯୨% ଜଣ ପରୁଷ ହୋଇଥିବା ବେଳେ ୪୭.୦୮% ଜଣ ନାରୀ ଅଟନ୍ତି । ବାତାଲାର ସାକ୍ଷରତା ହାର ୭୧.୮୦% ଅଟେ । ଏହା ଜାତୀୟ ହାରଠାରୁ -୬.୯୬% ପ୍ରତିଶତ କମ ଅଟେ । ସେଥିରୁ ୩୯.୪୮% ପ୍ରତିଶତ ପୁରୁଷ ଓ ୩୨.୩୩% ନାରୀ ଅଟନ୍ତି । ୧୧.୨୭% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]
ଭାଷା
[ସମ୍ପାଦନା]ପଞ୍ଜାବୀ ବାତାଲାର ସରକାରୀ ଭାଷା ଅଟେ ।
ଆହୁରି ପଢନ୍ତୁ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ "Directory of Cities, Towns, and Regions in India". Retrieved 27 September 2015.
- ↑ ୨.୦ ୨.୧ "way back machine - ସେନ୍ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.