ଗିଢା

ଉଇକିପିଡ଼ିଆ‌ରୁ
ଗିଢା ପଦର୍ଶନ ପାଇଁ ବାଳିକାମାନେ ପ୍ରସ୍ତୁତ ଅଛନ୍ତି
ପଞ୍ଜାବୀ ଗିଢା ନୃତ୍ୟକାର

ଗିଢା (ପଞ୍ଜାବୀ: ਗਿੱਧਾ, giddhā) ଏକ ଲୋକପ୍ରିୟ ଭାରତପାକିସ୍ତାନର ପଞ୍ଜାବ ଅଞ୍ଚଳରେ ମହିଳାମାନଙ୍କର ଏକ ଲୋକ ନୃତ୍ୟ । ଏହି ନୃତ୍ୟଟି ଏକ ପ୍ରାଚୀନ ନୃତ୍ୟ ରିଙ୍ଗ ନୃତ୍ୟରୁ ଆସିଅଛି ବୋଲି ଧରାଯାଏ ।ଏହା ଭାଙ୍ଗରା ନୃତ୍ୟ ଭଳି ବହୁତ ଶକ୍ତି ଦରକାର କରେ । ଏହା ନାରୀର ସୌନ୍ଦର୍ଯ୍ୟ, କମନୀୟତା ଓ ନମନୀୟତା ବର୍ଣ୍ଣନା କରେ । ଏହା ଏକ ରଙ୍ଗବେରଙ୍ଗର ନୃତ୍ୟ, ଯାହାକୁ ବର୍ତ୍ତମାନ ଦେଶର ପ୍ରାୟ ସମସ୍ତ ଅଞ୍ଚଳରେ ଙ୍କଲ କରାଯୌଛି । ମହିଳାମାନେ ସାଧାରଣତଃ ଏହି ନୃତ୍ୟକୁ ଉତ୍ସବ ଓ ସାମାଜିକ କାର୍ଯ୍ୟ କରାଯାଉଥିବା ସମୟରେ ପଦର୍ଶନ କରିଥାନ୍ତି ।[୧]

References[ସମ୍ପାଦନା]

  1. Bhargava, Gopal. Land and people of Indian states and union territories. p. 215.

ଛାଞ୍ଚ:Dance in India