ହୋଶିଆରପୁର
Appearance
(Hoshiarpurରୁ ଲେଉଟି ଆସିଛି)
Hoshiarpur
ਹੁਸ਼ਿਆਰਪੁਰ होशियारपुर | |
---|---|
City | |
Nickname(s): Land Of Saints HSP | |
Country | India |
State | Punjab |
Region | North India |
ଜିଲ୍ଲା | Hoshiarpur |
Settled by British | 1846 A.D. |
Founded In | 1325-1351 A.D. |
Founded by | Hargovind Ram & Ram Chand (Dewans of Muhammad bin Tughluq)[୧] |
Named for | Hoshiar Khan Of Bajwara |
Government | |
• Type | Municipality |
• Body | Municipal Corporation Hoshiarpur |
• Mayor | Shiv Sood (BJP)[୨] |
Area | |
• Land | 480 km2 (190 sq mi) |
Elevation | 296 m (971 ft) |
Population (2011) | |
• Total | ୧,୬୮,୬୫୩ |
• Density | 396/km2 (1,030/sq mi) |
Demonym(s) | Hoshiarpuria, Hoshiarpuri |
ଭାଷା | |
• ସରକାରୀ | Punjabi, Hindi, English |
Time zone | UTC+5:30 (IST) |
PIN | 146001 |
Area code | +91-1882 |
ଯାନବାହାନ ପଞ୍ଚୀକରଣ | PB07 |
Website | http://www.mchoshiarpur.org/ |
ହୋଶିଆରପୁର ଏକ ଭାରତୀୟ ଜନଗଣନା ସହର ଅଟେ । ଏହା ପଞ୍ଜାବର ହୋଶିଅର୍ପୁର୍ ଜିଲ୍ଲାରେ ଅବସ୍ଥିତ ।
ଭୌଗଳିକ ଅବସ୍ଥିତି
[ସମ୍ପାଦନା]ହୋଶିଆରପୁର ୩୧.୫୩୨୪ ଉତ୍ତର ଅକ୍ଷାଂଶ ଓ ୭୫.୯୦୮୦ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୯୬୪ ଫୁଟ ଉଚ୍ଚତାରେ ରହିଛି ।[୩]
ଜନସଂଖ୍ୟା ଓ ସାକ୍ଷରତା
[ସମ୍ପାଦନା]୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ହୋଶିଆରପୁର ସହରର ମୋଟ ଜନସଂଖ୍ୟା ୭୪୩୩ ଅଟେ ।[୪] ସେଥି ମଧ୍ୟରୁ ୫୯.୨୬% ଜଣ ପରୁଷ ହୋଇଥିବା ବେଳେ ୪୦.୭୪% ଜଣ ନାରୀ ଅଟନ୍ତି । ହୋଶିଆରପୁରର ସାକ୍ଷରତା ହାର ୭୧.୩୦% ଅଟେ । ଏହା ଜାତୀୟ ହାରଠାରୁ ୬.୪୬% ପ୍ରତିଶତ କମ ଅଟେ । ସେଥିରୁ ୪୬.୨୧% ପ୍ରତିଶତ ପୁରୁଷ ଓ ୨୫.୦୯% ନାରୀ ଅଟନ୍ତି । ୧୫.୮୬% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୪]
ଭାଷା
[ସମ୍ପାଦନା]ପଞ୍ଜାବୀ ହୋଶିଆରପୁରର ସରକାରୀ ଭାଷା ଅଟେ ।
ଆହୁରି ପଢନ୍ତୁ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ "Muncipal Council Hoshiarpur. ::: w w w . m c h o s h i a r p u r . o r g :::". Muncipal Council Hoshiarpur. Retrieved 4 September 2015.
{{cite web}}
: horizontal tab character in|title=
at position 73 (help) - ↑ "Shiv Sood of BJP elected as first mayor of Hoshiarpur municipal corporation". www.hindustantimes.com/. 11 March 2015. Archived from the original on 23 April 2015. Retrieved 4 September 2015.
- ↑ "Directory of Cities, Towns, and Regions in India". Retrieved 27 September 2015.
- ↑ ୪.୦ ୪.୧ "way back machine - ସେନ୍ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.