ବୈସାଖୀ

ଉଇକିପିଡ଼ିଆ‌ରୁ
(Vaisakhiରୁ ଲେଉଟି ଆସିଛି)
ବୈସାଖୀ
Birthplace of Khalsa. Anandpur Sahib. Punjab. India.
ଅନ୍ୟ ନାମବୈସାଖୀ, ଖାଲସା ସର୍ଜନ ଦିବସ.
ପାଳନକାରୀଖାଲସା ସର୍ଜନ ଦିବସ- ସିଖ. ଫସଲ ପର୍ବ/ପଞ୍ଜାବୀ ନୂଆ ବର୍ଷ- multi-faith.
ପ୍ରକାରପଞ୍ଜାବୀ ପର୍ବ
ବିଶେଷତାଫସଲ ସମୟରେ ହେଉଥିବା ପର୍ବ, ପଞ୍ଜାବୀ ନୂଆ ବର୍ଷ, Solar new year and birth of the Khalsa
ପାଳନParades and Nagar Kirtan. Fairs. Baptism ceremonies occurring worldwide at this time of year (Amrit Sanchaar Ceremony)
ପର୍ବ ପାଳନPrayers, processions, raising of the Nishan Sahib flag, Fairs.

ବୈସାଖୀ ବୈଶାଖ ମାସ ଏବଂ ଇଂରାଜୀ ମାସ ଅପ୍ରେଲ ୧୩ ତାରିଖରେ ପାଳନ କରାଯାଏ । ଏହାକୁ ପଞ୍ଜାବ ଏବଂ ହରିଆଣାର ଲୋକମାନେ ନୂଆ ଖରିଫ ଫସଲର ପର୍ବ ରୂପରେ ପାଳନ କରିଥାନ୍ତି ।[୧] ଏହା ଏହି ପ୍ରଦେଶରେ ପର୍ବପର୍ବାଣିମାନଙ୍କ ମଧ୍ୟରୁ ଗୋଟିଏ । ଏହି ଦିନ, ୧୩ ଏପ୍ରେଲ ୧୬୯୯ରେ ଶିଖ୍ ଧର୍ମର ଦଶମ ଗୁରୁ ଗୋବିନ୍ଦ ସିଂହ ଖାଲସା ପନ୍ଥର ସ୍ଥାପନା କରିଥିଲେ । ତେଣୁ ଶିଖ‌ମାନେ ଏହି ପର୍ବକୁ ସାମୁହିକ ଜନ୍ମଦିନ ହିସାବରେ ପାଳନ କରିଥାନ୍ତି ।[୨][୩]

ପାଳନ[ସମ୍ପାଦନା]

ଏହି ଦିନ ଲୋକମାନେ ପଞ୍ଜାବର ପରମ୍ପରାଗତ ନୃତ୍ୟ ଭାଙ୍ଗଡ଼ା ଓ ଗିଦ୍ଦା କରିଥାନ୍ତି । ସନ୍ଧ୍ୟାରେ ଲୋକମାନେ ଏକାଠୀ ହୋଇ ନିଆଁ ଚାରିପଟେ ନାଚ ଗୀତ କରିଥାନ୍ତି । ଗୁରୁଦ୍ୱାରରେ ଲୋକମାନେ ପୂଜା କରିଥାନ୍ତି ଏବଂ ଶ୍ରଦ୍ଧାଳୁମାନେ ଏହିଦିନ ଗୁରୁଦ୍ୱାରାରେ କରସେବା ମଧ୍ୟ କରନ୍ତି ।

ଆଧାର[ସମ୍ପାଦନା]

  1. "Baisakhi 2018: Importance and Significance of Baisakhi". The Times of India. Retrieved 28 July 2018.
  2. "Baisakhi Festival : Festival of Baisakhi, Sikh Holiday Vaisakhi". www.baisakhifestival.com. Retrieved 28 July 2018.
  3. https://www.baisakhifestival.org Archived 2020-03-27 at the Wayback Machine. Baisakhi, The Harvest Festival of Punjab