ବୈସାଖୀ
ଦେଖଣା
(Vaisakhiରୁ ଲେଉଟି ଆସିଛି)
ବୈସାଖୀ | |
---|---|
ଅନ୍ୟ ନାମ | ବୈସାଖୀ, ଖାଲସା ସର୍ଜନ ଦିବସ. |
ପାଳନକାରୀ | ଖାଲସା ସର୍ଜନ ଦିବସ- ସିଖ. ଫସଲ ପର୍ବ/ପଞ୍ଜାବୀ ନୂଆ ବର୍ଷ- multi-faith. |
ପ୍ରକାର | ପଞ୍ଜାବୀ ପର୍ବ |
ବିଶେଷତା | ଫସଲ ସମୟରେ ହେଉଥିବା ପର୍ବ, ପଞ୍ଜାବୀ ନୂଆ ବର୍ଷ, Solar new year and birth of the Khalsa |
ପାଳନ | Parades and Nagar Kirtan. Fairs. Baptism ceremonies occurring worldwide at this time of year (Amrit Sanchaar Ceremony) |
ପର୍ବ ପାଳନ | Prayers, processions, raising of the Nishan Sahib flag, Fairs. |
ବୈସାଖୀ ବୈଶାଖ ମାସ ଏବଂ ଇଂରାଜୀ ମାସ ଅପ୍ରେଲ ୧୩ ତାରିଖରେ ପାଳନ କରାଯାଏ । ଏହାକୁ ପଞ୍ଜାବ ଏବଂ ହରିଆଣାର ଲୋକମାନେ ନୂଆ ଖରିଫ ଫସଲର ପର୍ବ ରୂପରେ ପାଳନ କରିଥାନ୍ତି ।[୧] ଏହା ଏହି ପ୍ରଦେଶରେ ପର୍ବପର୍ବାଣିମାନଙ୍କ ମଧ୍ୟରୁ ଗୋଟିଏ । ଏହି ଦିନ, ୧୩ ଏପ୍ରେଲ ୧୬୯୯ରେ ଶିଖ୍ ଧର୍ମର ଦଶମ ଗୁରୁ ଗୋବିନ୍ଦ ସିଂହ ଖାଲସା ପନ୍ଥର ସ୍ଥାପନା କରିଥିଲେ । ତେଣୁ ଶିଖମାନେ ଏହି ପର୍ବକୁ ସାମୁହିକ ଜନ୍ମଦିନ ହିସାବରେ ପାଳନ କରିଥାନ୍ତି ।[୨][୩]
ପାଳନ
[ସମ୍ପାଦନା]ଏହି ଦିନ ଲୋକମାନେ ପଞ୍ଜାବର ପରମ୍ପରାଗତ ନୃତ୍ୟ ଭାଙ୍ଗଡ଼ା ଓ ଗିଦ୍ଦା କରିଥାନ୍ତି । ସନ୍ଧ୍ୟାରେ ଲୋକମାନେ ଏକାଠୀ ହୋଇ ନିଆଁ ଚାରିପଟେ ନାଚ ଗୀତ କରିଥାନ୍ତି । ଗୁରୁଦ୍ୱାରରେ ଲୋକମାନେ ପୂଜା କରିଥାନ୍ତି ଏବଂ ଶ୍ରଦ୍ଧାଳୁମାନେ ଏହିଦିନ ଗୁରୁଦ୍ୱାରାରେ କରସେବା ମଧ୍ୟ କରନ୍ତି ।
ଆଧାର
[ସମ୍ପାଦନା]- ↑ "Baisakhi 2018: Importance and Significance of Baisakhi". The Times of India. Retrieved 28 July 2018.
- ↑ "Baisakhi Festival : Festival of Baisakhi, Sikh Holiday Vaisakhi". www.baisakhifestival.com. Retrieved 28 July 2018.
- ↑ https://www.baisakhifestival.org Archived 2020-03-27 at the Wayback Machine. Baisakhi, The Harvest Festival of Punjab