ନିଝୁମ ରାତିର ସାଥୀ (୧୯୭୯ର ଓଡ଼ିଆ କଥାଚିତ୍ର)
ଦେଖଣା
| ନିଝୁମ ରାତିର ସାଥୀ (୧୯୭୯ର ଓଡ଼ିଆ କଥାଚିତ୍ର) | |
|---|---|
| ନିର୍ଦ୍ଦେଶକ | ବିଶ୍ୱଜିତ ଦାସ |
| ପ୍ରଯୋଜକ | ଦୁର୍ଗାଶଙ୍କର ପଟ୍ଟନାୟକ - କୋଣାର୍କ ଫିଲ୍ମସ୍ |
| ସଂଳାପ | ବିଶ୍ୱଜିତ ଦାସ |
| ଚିତ୍ରନାଟ୍ୟ | ବିଶ୍ୱଜିତ ଦାସ |
| କାହାଣୀ | ବିଶ୍ୱଜିତ ଦାସ |
| କଳାକାର | ଉତ୍ତମ ମହାନ୍ତି, ମହାଶ୍ୱେତା, କ୍ଷେତ୍ରପାଳ ମିଶ୍ର, ଘନଶ୍ୟାମ ପାତ୍ର, ରାଧା ପଣ୍ଡା, ଗୌର କୁମାର ଜେନା, ଧୀର ବିଶ୍ୱାଳ, ସୌଦାମିନୀ, ଲୀଳା ଦୁଲାଳୀ, ଡଃ ପ୍ରଶାନ୍ତ ଦାସ |
| ସଙ୍ଗୀତ | ଅକ୍ଷୟ ମହାନ୍ତି |
| ଚିତ୍ରଗ୍ରହଣ | ଦିଲୀପ ଦତ୍ତ |
| ବିତରକ | ଡି. ଜେ ପ୍ରଡକ୍ସନ, କଟକ-୯ |
ମୁକ୍ତିଲାଭ ତାରିଖ | ଜୁନ ୧୯୭୯ |
| ଦେଶ | ଭାରତ |
| ଭାଷା | ଓଡ଼ିଆ |
"ନିଝୁମ ରାତିର ସାଥୀ" ହେଉଛି ୧୯୭୯ ମସିହାରେ ନିର୍ମିତ ହୋଇଥିବା ଏକ କଳାଧଳା ଓଡ଼ିଆ କଥାଚିତ୍ର[୧] ।
ଆଧାର
[ସମ୍ପାଦନା]ଅଧିକ ତଥ୍ୟ
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ନିଝୁମ ରାତିର ସାଥୀ