ନାଗରା

ଉଇକିପିଡ଼ିଆ ରୁ
Jump to navigation Jump to search
ନାଗରା
Dhumasa (Nagara).JPG
ପର୍କ୍ୟୁସନ
Other names ଢୁମୁସା
Classification

ପର୍କ୍ୟୁସନ
Developed ପୁରାତନ

ନାଗରା ଏକ ମଧ୍ୟ ପୂର୍ବ ବାଦ୍ୟଯନ୍ତ୍ର । ଏହାର ଗୋଲ ପଛ ଓ ସମାନ ମୁଣ୍ଡି ଥାଏ । ଏହା ସାଧାରଣତଃ ଯୋଡ଼ା ବଜାଯାଏ । ଏଥିପାଇଁ ଏହାକୁ ଯୋଡ଼ିନାଗରା ମଧ୍ୟ କୁହାଯାଏ । ଏହା ବାକିସ୍ଥାନରେ ଏକ ଝିଲ୍ଲିବାଜା କେଟଲି ବାଜା ପ୍ରକାରର ହୋଇଥିଲେ ହେଁ କେବଳ ଓଡ଼ିଶାରେ ଏକ ଗୋଲାକାର ।[୧][୨] ଓଡ଼ିଶାରେ ବିଭିନ୍ନ ପାରମ୍ପାରିକ ଲୋକନୃତ୍ୟ ଛଉ, ପାଇକନାଗା ନାଟରେ ଧୁମସା, ଢୋଲ, ପଖଉଜ ଆଦି ସହ ନାଗରା ମଧ୍ୟ ବାଜିଥାଏ ।[୩]

ଆରବିକ ନକ୍କରା (naqqāra, نقاره), ବା نقارات ନକ୍କରତ naqqarat, ନଗ୍ଗାରା naqqarah, ନଗ୍ଗାରେ naqqåre, ନକ୍କାରେ nakkare, ନଗ୍ଗୋରା nagora ଆଦି ଆରବିକ ଶବ୍ଦ ନକ୍କର naqrରୁ ଆନୀତ । ଏହାର ଅର୍ଥ "ବଜାଇବା" ।

ଏହି ବାଦ୍ୟ ଇଉରୋପରେ ଆହରିତ ହୋଇ କ୍ରୁସେଡ଼ ସମୟରେ ବଜାଯାଉଥିଲା । ସେ ସମୟରୁ ଏହା ନାକାଇର naccaire ବା ନାକେର naker ନାମରେ ନାମିତ ।

ତିଆରି[ସମ୍ପାଦନା]

ନାଗରା ଗୋଲ ଭାଗଟି ପୋଡ଼ାମାଟିରେ ତିଆରି । ସମାନ ପଟଟିରେ ଶୁଖିଲା ଚମଡ଼ାକୁ ରିମରେ ବାନ୍ଧି ଢମା ପରି ଥିବା ଅଂଶର ପଛପଟେ ଟାଣ କରି ବନ୍ଧାଯାଇଥାଏ ।

ଆଧାର[ସମ୍ପାଦନା]

  1. Orissa (India) (୧୯୬୭). Orissa District Gazetteers: Balangir. Superintendent, Orissa Government Press. 
  2. Dilip Ranjan Barthakur (୨୦୦୩). The Music and Musical Instruments of North Eastern India. Mittal Publications. pp. ୧୦୩–. ISBN ୯୭୮-୮୧-୭୦୯୯-୮୮୧-୫. 
  3. Kuñjabihāri Dāśa (୧୯୯୧). Folklore of Orissa. Orissa Sahitya Akademi.