ନର୍ଜେଷ୍ଟ୍ରେଲ୍
Clinical data | |
---|---|
Trade names | Ovral, Opill, others |
Synonyms | dl-Norgestrel; DL-Norgestrel; (±)-Norgestrel; WY-3707; SH-70850; SH-850; FH 122-A; rac-13-Ethyl-17α-ethynyl-19-nortestosterone; rac-13-Ethyl-17α-ethynylestr-4-en-17β-ol-3-one |
AHFS/Drugs.com | Micromedex Detailed Consumer Information |
MedlinePlus | a602008 |
data |
|
Routes of administration | By mouth |
Legal status | |
Legal status | |
Identifiers | |
| |
ECHA InfoCard | 100.026.758 |
Chemical and physical data | |
Formula | C21H28O2 |
Molar mass | ୩୧୨.୪୫ g·mol−1 |
3D model (JSmol) | |
| |
| |
(verify) |
ନର୍ଜେଷ୍ଟ୍ରେଲ, (ଇଂରାଜୀ ଭାଷାରେ Norgestrel), ଅନ୍ୟମାନଙ୍କ ମଧ୍ୟରେ ଏହାର ଏକ ବେପାର ନାମ ଓପିଲ, ହେଉଛି ଜନ୍ମ ନିୟନ୍ତ୍ରଣ ବଟିକା ଭାବରେ ବ୍ୟବହୃତ ଏକ ଔଷଧ ।[୨] ଉପଯୁକ୍ତ ବ୍ୟବହାର ସହିତ ପ୍ରାୟ ୨% ମହିଳା ପ୍ରତିବର୍ଷ ଗର୍ଭବତୀ ହୁଅନ୍ତି; ଯଦିଓ ସାଧାରଣ ବ୍ୟବହାର ସହିତ ଏହା ୮% ପାଖାପାଖି ଗର୍ଭବତୀ ହୋଇପାରନ୍ତି ।| [୨] [୩] ଏହା ହରମୋନ ପ୍ରତିସ୍ଥାପନ ଚିକିତ୍ସାର ଏକ ଅଂଶ ଭାବରେ ମଧ୍ୟ ବ୍ୟବହୃତ ହୋଇପାରେ ।[୪] ଏହାକୁ ପ୍ରତିଦିନ ସମାନ ସମୟରେ ପାଟିରେ ଦିଆଯାଏ ।[୨]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଅନିୟମିତ ଋତୁସ୍ରାବ, ମୁଣ୍ଡବିନ୍ଧା, ବାନ୍ତି, ଏବଂ ସ୍ତନ ଦରଜ ହୋଇପାରେ ।[୩] [୫] ଏହା ଏଚଆଇଭି ସହିତ ଯୌନ କ୍ରିୟା ସଞ୍ଚାରିତ ରୋଗ ସମୂହକୁ ସୁରକ୍ଷା ଦିଏ ନାହିଁ ।[୨] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁକୁ କ୍ଷତି ପହଞ୍ଚାଇବା ପରି ଦେଖାଯାଏ ନାହିଁ ଏବଂ ସ୍ତନ୍ୟପାନ ସମୟରେ ମଧ୍ୟ ବ୍ୟବହାର ନିରାପଦ ଅଟେ ।[୩] ବାତ ନିରୋଧକ ଔଷଧ ସମେତ କେତେକ ଔଷଧ ଏହାର ଫଳପ୍ରଦତା ହ୍ରାସ କରିପାରେ ।[୩] ଇଷ୍ଟ୍ରୋଜେନ ବିନା ନର୍ଗେଷ୍ଟ୍ରେଲ୍ କେବଳ ଏକ ପ୍ରୋଜେଷ୍ଟିନ୍।[୩] ଏଥିରେ ସମାନ ପରିମାଣର ଲେଭୋନରଜେସ୍ଟ୍ରେଲ (LNG) ଦ୍ୱାରା ତିଆରି ହୁଏ ଯାହା କାର୍ଯ୍ୟକ୍ଷମ ହୁଏ ଏବଂ ନିଷ୍କ୍ରିୟ ଡି-ନର୍ଜେଷ୍ଟ୍ରେଲ (D-norgestrel) ଥାଏ ।[୬]
୧୯୬୧ ମସିହାରେ ନର୍ଜେଷ୍ଟ୍ରେଲ ପେଟେଣ୍ଟ ହୋଇଥିଲା ଏବଂ ୧୯୬୬ ମସିହାରେ ଚିକିତ୍ସା ବ୍ୟବହାରରେ ଆସିଥିଲା ।[୭] ଏହାକୁ ବ୍ୟାପକ ଭାବେ ବିକ୍ରି କରାଯାଉଛି ।[୮] ୨୦୨୪ ମସିହାରେ ଯୁକ୍ତରାଷ୍ଟ୍ରରେ ଏହା ମାସିକ ୨୦ ଡଲାର ମୂଲ୍ୟରେ ଉପଲବ୍ଧ ହୁଏ ।[୯] ଏହା ପୂର୍ବରୁ ଆମେରିକାରେ ଏକ ପ୍ରକାର ଇଷ୍ଟ୍ରୋଜେନ୍ ସହିତ ମିଶି ଉପଲବ୍ଧ ଥିଲା ଯାହାର ନାମ ଏଥିନିଲ ଏଷ୍ଟ୍ରାଡିଓଲ/<b id="mwEg">ନର୍ଜେଷ୍ଟ୍ରେଲ</b> ଥିଲା ।[୧୦]
ଆଧାର
[ସମ୍ପାଦନା]- ↑ "FDA Approves First Nonprescription Daily Oral Contraceptive". U.S. Food and Drug Administration (FDA) (Press release). 2023-07-13. Archived from the original on 2023-07-13. Retrieved 2023-07-13. This article incorporates text from this source, which is in the public domain.
- ↑ ୨.୦ ୨.୧ ୨.୨ ୨.୩ "DailyMed - OPILL- norgestrel tablet". dailymed.nlm.nih.gov. Archived from the original on 11 March 2024. Retrieved 10 March 2024.
- ↑ ୩.୦ ୩.୧ ୩.୨ ୩.୩ ୩.୪ Torro, J; Bhayani, A (January 2024). "Norgestrel 0.075 mg (Opill) for Contraception". American family physician. 109 (1): 90–91. PMID 38227882.
- ↑ "Hormone replacement therapy (HRT)". NICE. September 2020. Archived from the original on 11 March 2024. Retrieved 10 March 2024.
- ↑ Research, Center for Drug Evaluation and (2023-07-14). "Opill (0.075mg Oral Norgestrel Tablet) Information". FDA (in ଇଂରାଜୀ). Archived from the original on 2023-10-09. Retrieved 2023-11-11.
- ↑ Bińkowska, M; Woroń, J (June 2015). "Progestogens in menopausal hormone therapy". Przeglad menopauzalny = Menopause review. 14 (2): 134–43. doi:10.5114/pm.2015.52154. PMID 26327902.
- ↑ Fischer J, Ganellin CR (2006). Analogue-based Drug Discovery (in ଇଂରାଜୀ). John Wiley & Sons. p. 479. ISBN 9783527607495.
- ↑ "Norgestrel - brand name list from". Drugs.com. Archived from the original on 2021-01-09. Retrieved 2022-09-17.
- ↑ Belluck, Pam (4 March 2024). "First U.S. Over-the-Counter Birth Control Pill Will Be Available Soon". The New York Times. Archived from the original on 7 March 2024. Retrieved 9 March 2024.
- ↑ "Generic Lo/Ovral-28 Availability". Archived from the original on 2019-03-02. Retrieved 2018-03-10.