ଡେମେକ୍ଲୋସାଇକ୍ଲିନ

ଉଇକିପିଡ଼ିଆ‌ରୁ
ଡେମେକ୍ଲୋସାଇକ୍ଲିନ
Clinical data
Trade namesDeclomycin
SynonymsDemeclocycline hydrochloride, RP-10192
AHFS/Drugs.commonograph
MedlinePlusa682103
Pregnancy
category
  • US: D (Evidence of risk)
Routes of
administration
By mouth
Legal status
Legal status
  • ℞ (Prescription only)
Pharmacokinetic data
Bioavailability60–80%
Protein binding41–50%
MetabolismLiver
Elimination half-life10–17 hours
ExcretionKidney
Identifiers
  • (2E,4S,4aS,5aS,6S,12aS)-2-[amino(hydroxy)methylidene]-7-chloro-4-(dimethylamino)-6,10,11,12a-tetrahydroxy-1,2,3,4,4a,5,5a,6,12,12a-decahydrotetracene-1,3,12-trione
ECHA InfoCard100.004.396 Edit this at Wikidata
Chemical and physical data
FormulaC21H21ClN2O8
Molar mass୪୬୪.୮୬ g·mol−1
3D model (JSmol)
  • NC(=O)C1C(=O)[C@@]2(O)C(O)=C3C(=O)c4c(O)ccc(Cl)c4[C@@H](O)[C@H]3C[C@H]2C(C=1O)N(C)C
  • InChI=1S/C21H21ClN2O8/c1-24(2)14-7-5-6-10(16(27)12-9(25)4-3-8(22)11(12)15(6)26)18(29)21(7,32)19(30)13(17(14)28)20(23)31/h3-4,6-7,14-15,25-26,28-29,32H,5H2,1-2H3,(H2,23,31)/t6-,7-,14-,15-,21-/m0/s1 checkY
  • Key:FMTDIUIBLCQGJB-SEYHBJAFSA-N checkY
  (verify)

ଡେମେକ୍ଲୋସାଇକ୍ଲିନ, ଅନ୍ୟମାନଙ୍କ ମଧ୍ୟରେ ଏକ ବେପାର ନାମ ଡେକ୍ଲୋମାଇସିନ, ହେଉଛି ଏକ ଟେଟ୍ରାସାଇକ୍ଲିନ୍ ଆଣ୍ଟିବାୟୋଟିକ୍ ଯାହା ଅନେକ ପ୍ରକାରର ଜୀବାଣୁ ସଂକ୍ରମଣର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ଓ ଅନୁପ‌ଯୁକ୍ତ ଆଣ୍ଟିଡାଇୟୁରେଟିଚ ହରମୋନ ନିର୍ଗମନ ସିଣ୍ଡ୍ରୋମ (ADH (SIADH)) କାରଣରୁ ସୋଡ଼ିଅମ ସ୍ତର କମ ଥିଲେ ଦିଆଯାଏ ।[୧] ଏହି ସଂକ୍ରମଣ ମଧ୍ୟରେ ନିମୋନିଆ, ବ୍ରଣ, କ୍ଲାମିଡିଆ, ଗନରିଆ ଏବଂ ସିଫିଲିସ୍ ଅନ୍ତର୍ଭୁକ୍ତ। ।[୨] ଏହା ପାଟିରେ ଦିଆଯାଏ ।[୧]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ବାନ୍ତି, ରାସ, ବୃକ୍‌କ ସମସ୍ୟା ଏବଂ ଆଲର୍ଜି ପ୍ରତିକ୍ରିୟା ହୋଇପାରେ ।[୨] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ମଧୁମେହ ଇନସିପିଡସ୍ ଏବଂ ଚାରିପାଖ ଘୂର୍ଣ୍ଣନ ଅନୁଭବ ହୋଇପାରେ ।[୨] ଗର୍ଭାବସ୍ଥାରେ ବ୍ୟବହାର ଶିଶୁକୁ କ୍ଷତି ପହଞ୍ଚାଇପାରେ ଏବଂ ୮ ବର୍ଷରୁ କମ୍ ବୟସର ପିଲାମାନଙ୍କରେ ବ୍ୟବହାର ସାଧାରଣତଃ ସୁପାରିଶ କରାଯାଏ ନାହିଁ ।[୨] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆତପଦାହ ଅନ୍ତର୍ଭୁକ୍ତ ହୋଇପାରେ । [୧]

୧୯୬୦ ମସିହା ପରଠାରୁ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଡେମେକ୍ଲୋସାଇକ୍ଲିନ ଅନୁମୋଦିତ ହୋଇଛି ।[୨] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ ।[୧] ଯୁକ୍ତରାଜ୍ୟରେ ୧୫୦ ମିଗ୍ରା ବିଶିଷ୍ଟ ୨୮ଟି ଡେମେକ୍ଲୋସାଇକ୍ଲିନ ବଟିକାର ମୂଲ୍ୟ ୨୦୨୧ ସୁଦ୍ଧା ପ୍ରାୟ ୨୨୦ ପାଉଣ୍ଡ ଥିଲା ।[୧] ଯୁକ୍ତରାଷ୍ଟ୍ରରେ ଏହି ପରିମାଣ ଔଷଧର ମୂଲ୍ୟ ପ୍ରାୟ ୭୦ ଡଲାର ଅଟେ । [୩] ଏହା ସ୍ଟ୍ରେପ୍ଟୋମାଇସେସ ଅରିଓଫାସିଏନ୍ସରୁ (Streptomyces aureofaciens) ପ୍ରସ୍ତୁତ । [୨]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ BNF 81: March-September 2021. BMJ Group and the Pharmaceutical Press. 2021. p. 601. ISBN 978-0857114105.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ "Demeclocycline Monograph for Professionals". Drugs.com (in ଇଂରାଜୀ). Archived from the original on 23 January 2021. Retrieved 23 December 2021.
  3. "Demeclocycline Prices, Coupons & Savings Tips - GoodRx". GoodRx. Retrieved 23 December 2021.