ଡୁମୁରିପୁଟ
ଦେଖଣା
ଡୁମୁରିପୁଟ | |
---|---|
ଗ୍ରାମ | |
ଦେଶ | ଭାରତ |
State | ଓଡ଼ିଶା |
District | କୋରାପୁଟ |
Population (୨୦୧୧) | |
• Total | ୩୭୯ |
Languages | |
• Official | ଓଡ଼ିଆ |
Time zone | UTC+5:30 (IST) |
PIN | ୭୬୪୦୨୧ |
ଡୁମୁରିପୁଟ ଓଡ଼ିଶାର କୋରାପୁଟ ଜିଲ୍ଲା ଅନ୍ତର୍ଗତ ସୁନାବେଡ଼ା ତହସିଲରେ ଅବସ୍ଥିତ ଏକ ଗ୍ରାମ ଅଟେ । ଏହା ସୁନାବେଡା ସହରଠାରୁ ମାତ୍ର ୨୬ କିଲୋମିଟର ଦୂରରେ ଅବସ୍ଥିତ । [୧]
ଭୂଗୋଳ
[ସମ୍ପାଦନା]ଡୁମୁରିପୁଟର ମୋଟ ଭୌଗୋଳିକ କ୍ଷେତ୍ରଫଳ ୨୨୦. ୫୪ ହେକ୍ଟର୍ ଅଟେ । ନବରଙ୍ଗପୁର ହେଉଛି ଡୁମୁରିପୁଟର ସବୁଠାରୁ ନିକଟତମ ସହର । [୧]
ଜନସଂଖ୍ୟା
[ସମ୍ପାଦନା]୨୦୧୧ ଜନଗଣନା ଅନୁସାରେ ଡୁମୁରିପୁଟର ମୋଟ ଜନସଂଖ୍ୟା ୩୭୯ ଅଟେ । ସେଥି ମଧ୍ୟରୁ ୧୮୯ ଜଣ ପୁରୁଷ ଓ ୧୯୦ ଜଣ ମହିଳା ଅଟନ୍ତି । ଡୁମୁରିପୁଟରେ ୦ରୁ ୬ ବର୍ଷ ମଧ୍ୟରେ ମାତ୍ର ୫୮ ଜଣ ଶିଶୁ ଅଛନ୍ତି ଯାହାକି ମୋଟ ଜନସଂଖ୍ୟାର ୧୫. ୩୦% ଅଟେ ।[୨]
ଅର୍ଥନୀତି ଓ ପର୍ଯ୍ୟଟନ
[ସମ୍ପାଦନା]ଡୁମୁରିପୁଟରେ ଆଣ୍ଠୁଆ ହନୁମାନଙ୍କ ଏକ ବିଶାଳ ମୂର୍ତ୍ତି ରହିଛି ।[୩]ଏହା ଓଡ଼ିଶାର ୨ୟ ବୃହତ୍ତମ ହନୁମାନ ମୂର୍ତ୍ତି ଅଟେ ।[୪]
ଆଧାର
[ସମ୍ପାଦନା]ଏହି ଲେଖାଟି ଓଡ଼ିଶାର ଏକ ସ୍ଥାନ ବାବଦରେ ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |