Jump to content

ଡିଫ୍ଲୋରାସୋନ ଡାଇସେଟେଟ

ଉଇକିପିଡ଼ିଆ‌ରୁ
ଡିଫ୍ଲୋରାସୋନ ଡାଇସେଟେଟ
Clinical data
Trade namesPsorcon, Florone, others
AHFS/Drugs.commonograph
MedlinePlusa602019
data
Pregnancy
category
  • US: C (Risk not ruled out)
Routes of
administration
Topical
Legal status
Legal status
Identifiers
  • [17-(2-Acetyloxyacetyl)- 6,9-difluoro-11-hydroxy-10,13,16-trimethyl-3-oxo-6,7,8,11,12,14,15,16- octahydrocyclopenta[a]phenanthren-17-yl] acetate
Chemical and physical data
FormulaC26H32F2O7
Molar mass୪୯୪.୫୩ g·mol−1
  • InChI=1S/C26H32F2O7/c1-13-8-17-18-10-20(27)19-9-16(31)6-7-23(19,4)25(18,28)21(32)11-24(17,5)26(13,35-15(3)30)22(33)12-34-14(2)29/h6-7,9,13,17-18,20-21,32H,8,10-12H2,1-5H3/t13-,17-,18-,20-,21-,23-,24-,25-,26-/m0/s1 checkY
  • Key:BOBLHFUVNSFZPJ-JOYXJVLSSA-N checkY
  (verify)

ଡିଫ୍ଲୋରାସୋନ ଡାଇସେଟେଟ (ଇଂରାଜୀ ଭାଷାରେ Diflorasone diacetate), ଅନ୍ୟମାନଙ୍କ ମଧ୍ୟରେ ସୋରକୋନ (Psorcon) ବ୍ରାଣ୍ଡ ଏହାର ଏକ ବିକ୍ରୟ ନାମ, ହେଉଛି ଏକ ସ୍ଥାନୀୟ ଷ୍ଟିରଏଡ ।[] ଏହା ଆଟୋପିକ୍ ଡର୍ମାଟାଇଟିସ୍, ସୋରିଆସିସ ଏବଂ ଆଲର୍ଜି ଜନିତ ସଂସ୍ପର୍ଶ ଡର୍ମାଟାଇଟିସ ରୋଗ ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଉତ୍ତେଜନା, ଲୋମକୂପ ପ୍ରଦାହ, ବ୍ରଣ, ହ୍ରାସ ହୋଇଥିବା ବର୍ଣ୍ଣ, ପେରିଓରାଲ୍ ଚର୍ମ‌ପ୍ରଦାହ, ସଂକ୍ରମଣ, କେଶ ବୃଦ୍ଧି, ଏବଂ ଚର୍ମରେ ଗାର ପଡ଼ିବା ଦେଖାଯାଏ । [] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ କୁସିଙ୍ଗ ସିଣ୍ଡ୍ରୋମ ଏବଂ ଆଲର୍ଜି ପ୍ରତିକ୍ରିୟା ହୋଇପାରେ ।[] ଯୁକ୍ତରାଷ୍ଟ୍ରରେ ଏହାର ଶକ୍ତିକୁ ତୃତୀୟ ଶ୍ରେଣୀଭୁକ୍ତ କରାଯାଇଛି (ଗ୍ରୁପ |||) ।[]

୧୯୭୭ ମସିହାରେ ଯୁକ୍ତରାଷ୍ଟ୍ରରେ ଡାକ୍ତରୀ ବ୍ୟବହାର ପାଇଁ ଡିଫ୍ଲୋରାସୋନ ଡାଏସେଟେଟକୁ ଅନୁମୋଦନ କରାଯାଇଥିଲା ।[] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ ।[] ଯୁକ୍ତରାଷ୍ଟ୍ରରେ ୨୦୨୧ ସୁଦ୍ଧା ୩୦ ଗ୍ରାମ ଟ୍ୟୁବ୍ ମୂଲ୍ୟ ପ୍ରାୟ ୬୫ ଡଲାର ଅଟେ ।[]

  1. ୧.୦ ୧.୧ ୧.୨ ୧.୩ ୧.୪ "Diflorasone Monograph for Professionals". Drugs.com (in ଇଂରାଜୀ). Archived from the original on 19 January 2021. Retrieved 28 December 2021.
  2. "Topical Corticosteroids: Overview". 9 July 2021. Archived from the original on 19 August 2021. Retrieved 28 December 2021.
  3. ୩.୦ ୩.୧ "Diflorasone Prices, Coupons & Savings Tips - GoodRx". GoodRx. Archived from the original on 12 May 2016. Retrieved 28 December 2021.