ଡିଫ୍ଲୋରାସୋନ ଡାଇଆସେଟେଟ
Clinical data | |
---|---|
Trade names | Psorcon, Florone, others |
AHFS/Drugs.com | monograph |
MedlinePlus | a602019 |
data |
|
Pregnancy category |
|
Routes of administration | Topical |
Legal status | |
Legal status |
|
Identifiers | |
| |
ECHA InfoCard | 100.046.872 |
Chemical and physical data | |
Formula | C26H32F2O7 |
Molar mass | ୪୯୪.୫୩ g·mol−1 |
| |
(verify) |
ଡିଫ୍ଲୋରାସୋନ ଡାଇଆସେଟେଟ (ଇଂରାଜୀ ଭାଷାରେ Diflorasone diacetate), ଅନ୍ୟମାନଙ୍କ ମଧ୍ୟରେ ସୋରକୋନ (Psorcon) ବ୍ରାଣ୍ଡ ଏହାର ଏକ ବିକ୍ରୟ ନାମ, ହେଉଛି ଏକ ସ୍ଥାନୀୟ ଷ୍ଟିରଏଡ ।[୧] ଏହା ଆଟୋପିକ୍ ଡର୍ମାଟାଇଟିସ୍, ସୋରିଆସିସ ଏବଂ ଆଲର୍ଜି ଜନିତ ସଂସ୍ପର୍ଶ ଡର୍ମାଟାଇଟିସ ରୋଗ ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୧]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଉତ୍ତେଜନା, ଲୋମକୂପ ପ୍ରଦାହ, ବ୍ରଣ, ହ୍ରାସ ହୋଇଥିବା ବର୍ଣ୍ଣ, ପେରିଓରାଲ୍ ଚର୍ମପ୍ରଦାହ, ସଂକ୍ରମଣ, କେଶ ବୃଦ୍ଧି, ଏବଂ ଚର୍ମରେ ଗାର ପଡ଼ିବା ଦେଖାଯାଏ ।[୧] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ କୁସିଙ୍ଗ ସିଣ୍ଡ୍ରୋମ ଏବଂ ଆଲର୍ଜି ପ୍ରତିକ୍ରିୟା ହୋଇପାରେ ।[୧] ଯୁକ୍ତରାଷ୍ଟ୍ରରେ ଏହାର ଶକ୍ତିକୁ ତୃତୀୟ ଶ୍ରେଣୀଭୁକ୍ତ କରାଯାଇଛି (ଗ୍ରୁପ |||) ।[୨]
୧୯୭୭ ମସିହାରେ ଯୁକ୍ତରାଷ୍ଟ୍ରରେ ଡାକ୍ତରୀ ବ୍ୟବହାର ପାଇଁ ଡିଫ୍ଲୋରାସୋନ ଡାଇଆସେଟେଟକୁ ଅନୁମୋଦନ କରାଯାଇଥିଲା ।[୧] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ ।[୩] ଯୁକ୍ତରାଷ୍ଟ୍ରରେ ୨୦୨୧ ସୁଦ୍ଧା ୩୦ ଗ୍ରାମ ଟ୍ୟୁବ୍ ମୂଲ୍ୟ ପ୍ରାୟ ୬୫ ଡଲାର ଅଟେ ।[୩]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ ୧.୪ "Diflorasone Monograph for Professionals". Drugs.com (in ଇଂରାଜୀ). Archived from the original on 19 January 2021. Retrieved 28 December 2021. ଆଧାର ଭୁଲ: Invalid
<ref>
tag; name "AHFS2021" defined multiple times with different content - ↑ "Topical Corticosteroids: Overview". 9 July 2021. Archived from the original on 19 August 2021. Retrieved 28 December 2021.
- ↑ ୩.୦ ୩.୧ "Diflorasone Prices, Coupons & Savings Tips - GoodRx". GoodRx. Archived from the original on 12 May 2016. Retrieved 28 December 2021.