Jump to content

ଡାଇହାଇଡ୍ରୋଏର୍ଗୋଟାମାଇନ

ଉଇକିପିଡ଼ିଆ‌ରୁ
ଡାଇହାଇଡ୍ରୋଏର୍ଗୋଟାମାଇନ
Clinical data
Pronunciation/dˌhdr.ɜːrˈɡɒtəmn/ dy-HY-droh-ur-GOT-ə-meen
Trade namesD.H.E. 45, Migranal, others
SynonymsDHE; (5'α)-9,10-Dihydro-12'-hydroxy-2'-methyl-5'-(phenylmethyl)-ergotaman-3',6',18-trione
AHFS/Drugs.commonograph
MedlinePlusa603022
data
Pregnancy
category
    Routes of
    administration
    Nasal spray, SC, IM, IV[]
    Legal status
    Legal status
    Pharmacokinetic data
    Bioavailability32% (nasal spray)
    Onset of actionWithin 5 min (IV), About 30 min (IN)[]
    Elimination half-life9 hours
    ExcretionBile
    Identifiers
    • (2R,4R,7R)-N-[(1S,2S,4R,7S)-7-benzyl-2-hydroxy-4-methyl-5,8-dioxo-3-oxa-6,9-diazatricyclo[7.3.0.02,6]dodecan-4-yl]-6-methyl-6,11-diazatetracyclo[7.6.1.02,7.012,16]hexadeca-1(16),9,12,14-tetraene-4-carboxamide
    ECHA InfoCard100.007.386 Edit this at Wikidata
    Chemical and physical data
    FormulaC33H37N5O5
    Molar mass୫୮୩.୬୯ g·mol−1
    3D model (JSmol)
    • [H][C@]56C[C@@H](C(=O)N[C@]1(C)O[C@]4(O)N(C1=O)[C@@H](Cc2ccccc2)C(=O)N3CCC[C@]34[H])CN(C)[C@]5([H])Cc7c[nH]c8cccc6c78
    • InChI=1S/C33H37N5O5/c1-32(35-29(39)21-15-23-22-10-6-11-24-28(22)20(17-34-24)16-25(23)36(2)18-21)31(41)38-26(14-19-8-4-3-5-9-19)30(40)37-13-7-12-27(37)33(38,42)43-32/h3-6,8-11,17,21,23,25-27,34,42H,7,12-16,18H2,1-2H3,(H,35,39)/t21-,23-,25-,26+,27+,32-,33+/m1/s1 checkY
    • Key:LUZRJRNZXALNLM-JGRZULCMSA-N checkY
      (verify)

    ଡାଇହାଇଡ୍ରୋଏର୍ଗୋଟାମାଇନ ( DHE ), ମାଇଗ୍ରେନାଲ୍ ଏକ ବେପାର ନାମ, ହେଉଛି ଏକ ଔଷଧ ଯାହା ଅଧକପାଳି, କ୍ଲଷ୍ଟର ମୁଣ୍ଡବିନ୍ଧା ଏବଂ ଅତ୍ୟଧିକଔଷଧ ସେବନ ଜନିତ ମୁଣ୍ଡବିନ୍ଧାର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[] [] ଅଧକପାଳିଚିକିତ୍ସା କରିବାରେ ଏହାର ଏକ ବିଶେଷ ଲାଭ ଅଛି ।[] ଏହା ନାକ ମାଧ୍ୟମ ସ୍ପ୍ରେ କିମ୍ବା ଇଞ୍ଜେକସନଦ୍ୱାରା ବ୍ୟବହୃତ ହୋଇପାରେ ।[] ଏହି ଔଷଧର ପ୍ରଭାବ ୫ରୁ ୩୦ ମିନିଟ୍ ମଧ୍ୟରେ ଆରମ୍ଭ ହୁଏ ।[]

    ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଉଚ୍ଚ ରକ୍ତଚାପ, ମୁହଁ ଲାଲ ଦେଖାଯିବା, ଝାଳ ବୋହିବା, ଅଇ ଲାଗେ ।[] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ମାୟୋକାର୍ଡିଆଲ୍ ଇସକେମିଆ, ଷ୍ଟ୍ରୋକ, ଅନିୟମିତ ହୃତ୍‌ ସ୍ପନ୍ଦନ ଏବଂ ଏର୍ଗୋଟିଜିମ ହୋଇପାରେ ।[] ଗର୍ଭାବସ୍ଥାରେ, ଯକୃତ କିମ୍ବା ବୃକ୍‌କ ଜନିତ ସମସ୍ୟା କିମ୍ବା ରକ୍ତନଳୀ ରୋଗରେ ବ୍ୟବହାର କରିବାକୁ ସୁପାରିଶ କରାଯାଏ ନାହିଁ ।[] ଏହା ଏର୍ଗୋଟାମାଇନର ଏକ ଉତ୍ପାଦକ ।[] ଏହା ସେରୋଟୋନୋନ, ଡୋପାମିନ ଓ ଆଡ୍ରେନର୍ଜିକ ଅଭିଗ୍ରାହକ ବା ରିସେପ୍ଟରଗୁଡ଼ିକୁ ସକ୍ରିୟ କରିଥାଏ ।[]

    ଡାଇହାଇଡ୍ରୋଏର୍ଗୋଟାମାଇନ ପ୍ରଥମେ ୧୯୪୩ ମସିହାରେ ତିଆରି ହୋଇଥିଲା ଏବଂ ସେବେଠାରୁ ସେ ଚିକିତ୍ସା ବ୍ୟବହାରରେ ଅଛି । [] [] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ ।[] ଯୁକ୍ତରାଷ୍ଟ୍ରରେ ଏହାର ଏକ ମାତ୍ରା ଇଞ୍ଜେକସନର ମୂଲ୍ୟ ପ୍ରାୟ ୪୫ ଡଲାର ଏବଂ ୨୦୨୧ ସୁଦ୍ଧା ନାକ ସ୍ପ୍ରେର ମୂଲ୍ୟ ୩୭୦ ଡଲାର ରହିଛି ।[] [] ୨୦୧୦ ଦଶକଠାରୁ ଏହା ଟ୍ରିପଟାନ୍ସ ଅପେକ୍ଷା କମ୍ ବ୍ୟବହୃତ ହେଉଛି ।[]

    1. 1 2 3 4 5 6 "Dihydroergotamine Monograph for Professionals". Drugs.com (in ଇଂରାଜୀ). Archived from the original on 6 March 2021. Retrieved 23 July 2021.
    2. 1 2 3 4 Levin, Morris (8 May 2008). Comprehensive Review of Headache Medicine (in ଇଂରାଜୀ). Oxford University Press, USA. p. 217. ISBN 978-0-19-536673-0. Archived from the original on 28 August 2021. Retrieved 23 July 2021.
    3. Shafqat, R; Flores-Montanez, Y; Delbono, V; Nahas, SJ (2020). "Updated Evaluation of IV Dihydroergotamine (DHE) for Refractory Migraine: Patient Selection and Special Considerations". Journal of pain research. 13: 859–864. doi:10.2147/JPR.S203650. PMID 32431533.{{cite journal}}: CS1 maint: unflagged free DOI (link)
    4. 1 2 3 4 Silberstein, SD; Shrewsbury, SB; Hoekman, J (January 2020). "Dihydroergotamine (DHE) - Then and Now: A Narrative Review". Headache. 60 (1): 40–57. doi:10.1111/head.13700. PMID 31737909.
    5. 1 2 "Dihydroergotamine Mesylate Prices and Dihydroergotamine Mesylate Coupons - GoodRx". GoodRx. Retrieved 23 July 2021.
    6. "Dihydroergotamine Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 7 August 2019. Retrieved 23 July 2021.
    7. Singh, Mamta; Bhatia, Rohit (April 2011). Emergencies in Neurology (in ଇଂରାଜୀ). Byword Books Private Limited. p. 155. ISBN 978-81-8193-067-5. Archived from the original on 2021-08-29. Retrieved 2021-07-23.