ଏର୍ଗୋଟାମାଇନ

ଉଇକିପିଡ଼ିଆ‌ରୁ
ଏର୍ଗୋଟାମାଇନ
Clinical data
Trade namesAlone: Ergomar, others
With caffeine: Cafergot, others
Synonyms2'-Methyl-5'α-benzyl-12'-hydroxy-3',6',18-trioxoergotaman; 9,10α-Dihydro-12'-hydroxy-2'-methyl-5'α-(phenylmethyl)ergotaman-3',6',18-trione
AHFS/Drugs.commonograph
Pregnancy
category
Routes of
administration
By mouth, under the tongue[୨]
Legal status
Legal status
Pharmacokinetic data
BioavailabilityIntravenous: 100%,[୪]
Intramuscular: 47%,[୩]
By mouth: <1%[୫] (Enhanced by co-administration of caffeine[୪])
MetabolismLiver[୩]
Elimination half-life2 hours[୩]
Excretion90% biliary[୩]
Identifiers
  • (6aR,9R)-N-((2R,5S,10aS,10bS)-5-Benzyl-10b-hydroxy-2-methyl-3,6-dioxooctahydro-2H-oxazolo[3,2-a]pyrrolo[2,1-c]pyrazin-2-yl)-7-methyl-4,6,6a,7,8,9-hexahydroindolo[4,3-fg]quinoline-9-carboxamide
ECHA InfoCard100.003.658 Edit this at Wikidata
Chemical and physical data
FormulaC33H35N5O5
Molar mass୫୮୧.୬୭ g·mol−1
3D model (JSmol)
  • C[C@@]1(C(=O)N2[C@H](C(=O)N3CCC[C@H]3[C@@]2(O1)O)CC4=CC=CC=C4)NC(=O)[C@H]5CN([C@@H]6CC7=CNC8=CC=CC(=C78)C6=C5)C
  • InChI=1S/C33H35N5O5/c1-32(35-29(39)21-15-23-22-10-6-11-24-28(22)20(17-34-24)16-25(23)36(2)18-21)31(41)38-26(14-19-8-4-3-5-9-19)30(40)37-13-7-12-27(37)33(38,42)43-32/h3-6,8-11,15,17,21,25-27,34,42H,7,12-14,16,18H2,1-2H3,(H,35,39)/t21-,25-,26+,27+,32-,33+/m1/s1 checkY
  • Key:XCGSFFUVFURLIX-VFGNJEKYSA-N checkY
  (verify)

ଏର୍ଗୋଟାମାଇନ, ଅନ୍ୟମାନଙ୍କ ମଧ୍ୟରେ ଏହାର ଏକ ବେପାର ନାମ ଏର୍ଗୋମାର, ଏକ ଔଷଧ ଯାହା ଅଧକପାଳି, କ୍ଲଷ୍ଟର ମୁଣ୍ଡ ବିନ୍ଧା ଏବଂ ପ୍ରସବପର ରକ୍ତସ୍ରାବର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୨] [୬] ଚାପଗ୍ରସ୍ତ ମୁଣ୍ଡବିନ୍ଧା ପାଇଁ ଏହା ପ୍ରଭାବଶାଳୀ ନୁହେଁ ।[୨] ଏହା ପାଟିରେ, ଜିଭ ତଳେ କିମ୍ବା ମଳଦ୍ୱାର ବାଟେ ଦିଆଯାଏ ।[୨] [୭] ଔଷଧର ପ୍ରଭାବ ସାଧାରଣତଃ ୩୦ ମିନିଟରୁ ୨ ଘଣ୍ଟା ମଧ୍ୟରେ ଆରମ୍ଭ ହୁଏ ।[୮]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ବାନ୍ତି, ପେଟ ଯନ୍ତ୍ରଣା ଏବଂ ଅବୟବ ଅଗ୍ରଭଗରେ ଝିମଝିମ ହୁଏ ।[୨] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଅପବ୍ୟବ‌ହାର ମୁଣ୍ଡ ବିନ୍ଧା, ଫୁସଫୁସ ଫାଇବ୍ରୋସିସ୍ ଏବଂ ଏର୍ଗୋଟିଜ୍ମ ଆରମ୍ଭ ହୋଇପାରେ । [୯][୨] ଗର୍ଭାବସ୍ଥା କିମ୍ବା ସ୍ତନ୍ୟପାନ ସମୟରେ ବ୍ୟବ‌ହାର କଲେ ଶିଶୁର କ୍ଷତି ହୋଇପାରେ | [୧] ଭାସ୍କୁଲାର ରୋଗ, ଯକୃତ କିମ୍ବା ବୃକ୍‌କ ସମସ୍ୟା ଥିଲେ ଏହା ସୁପାରିଶ କରାଯାଏ ନାହିଁ ।[୯] ଏହା ଏରଗଟ୍ ପରିବାରର ଏକ ଔଷଧ ଅଛି ଏବଂ ଅନ୍ୟାନ୍ୟ ରିସେପ୍ଟରମାନଙ୍କ ଭଳି ସେରୋଟୋନିନ୍ ଉପରେ କାର୍ଯ୍ୟ କରିଥାଏ ।[୯] [୮]

ଆର୍ଥର୍ ଷ୍ଟୋଲ୍ ୧୯୧୮ ମସିହାରେ ପ୍ରଥମେ ଏର୍ଗଟ୍ କବକଠାରୁ ଏର୍ଗୋଟାମାଇନ ବିଚ୍ଛିନ୍ନ କରିଥିଲେ ।[୧୦] ଅନ୍ତତଃ ପକ୍ଷେ ଷୋଡଶ ଶତାବ୍ଦୀରୁ ପ୍ରସବ କରେଇବା ପାଇଁ, ଗର୍ଭପାତ କରେଇବା ପାଇଁ ଓ ପ୍ରସବପର ରକ୍ତସ୍ରାବ ଚିକିତ୍ସା ପାଇଁ ଏହି କବକ ଔଷଧ ଭାବରେ ବ୍ୟବହୃତ ହେଉଥିଲା ।[୧୧] ଟ୍ରିପଟାନ୍ସ ପ୍ରଭାବଶାଳୀ ନ ହେଲେ ଯୁକ୍ତରାଷ୍ଟ୍ରରେ ଏହା ସାଧାରଣତଃ ବ୍ୟବହୃତ ହୁଏ ଯଦିଓ ଦୁନିଆର କେତେକ ସ୍ଥାନରେ ସାଧାରଣ ଭାବରେ ବ୍ୟବହୃତ ହୁଏ | [୯] ଏହା ଅନ୍ୟମାନଙ୍କ ମଧ୍ୟରେ କେଫିନ ସ‌ହିତ ଏହା କାଫେରଗଟ୍ ନାମରେ ଉପଲବ୍ଧ ।[୨]

ଆଧାର[ସମ୍ପାଦନା]

  1. ୧.୦ ୧.୧ "Ergotamine (Ergomar) Use During Pregnancy". Drugs.com (in ଇଂରାଜୀ). Archived from the original on 25 November 2020. Retrieved 23 July 2021.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ "Ergotamine Monograph for Professionals". Drugs.com (in ଇଂରାଜୀ). Archived from the original on 27 January 2021. Retrieved 23 July 2021.
  3. ୩.୦ ୩.୧ ୩.୨ ୩.୩ Tfelt-Hansen P, Johnson ES (1993). "Ergotamine". In Olesen J, Tfelt-Hansen P, Welch KM (eds.). The Headaches. New York: Raven Press. pp. 313–22.
  4. ୪.୦ ୪.୧ Sanders SW, Haering N, Mosberg H, Jaeger H (1986). "Pharmacokinetics of ergotamine in healthy volunteers following oral and rectal dosing". European Journal of Clinical Pharmacology. 30 (3): 331–4. doi:10.1007/BF00541538. PMID 3732370. S2CID 37538721.
  5. Ibraheem JJ, Paalzow L, Tfelt-Hansen P (December 1983). "Low bioavailability of ergotamine tartrate after oral and rectal administration in migraine sufferers". British Journal of Clinical Pharmacology. 16 (6): 695–9. doi:10.1111/j.1365-2125.1983.tb02243.x. PMC 1428366. PMID 6419759.
  6. Weeks, A (January 2015). "The prevention and treatment of postpartum haemorrhage: what do we know, and where do we go to next?". BJOG : An International Journal of Obstetrics and Gynaecology. 122 (2): 202–10. doi:10.1111/1471-0528.13098. PMID 25289730.
  7. BNF (80 ed.). BMJ Group and the Pharmaceutical Press. September 2020 – March 2021. p. 500. ISBN 978-0-85711-369-6.{{cite book}}: CS1 maint: date format (link)
  8. ୮.୦ ୮.୧ Aschenbrenner, Diane S.; Venable, Samantha J. (2009). Drug Therapy in Nursing (in ଇଂରାଜୀ). Lippincott Williams & Wilkins. p. 423. ISBN 978-0-7817-6587-9. Archived from the original on 2021-08-28. Retrieved 2021-07-23.
  9. ୯.୦ ୯.୧ ୯.୨ ୯.୩ Levin, Morris (8 May 2008). Comprehensive Review of Headache Medicine (in ଇଂରାଜୀ). Oxford University Press, USA. p. 217. ISBN 978-0-19-536673-0. Archived from the original on 28 August 2021. Retrieved 23 July 2021.
  10. Silberstein, Stephen D. (8 May 2018). Headache in Clinical Practice (in ଇଂରାଜୀ). Routledge. p. PT19. ISBN 978-1-351-44131-5. Archived from the original on 28 August 2021. Retrieved 23 July 2021.
  11. Nielsch, Ulrich; Fuhrmann, Ulrike; Jaroch, Stefan (30 March 2016). New Approaches to Drug Discovery (in ଇଂରାଜୀ). Springer. p. PA6. ISBN 978-3-319-28914-4. Archived from the original on 28 August 2021. Retrieved 23 July 2021.