ଟ୍ରାଇଫ୍ଲୁଓପେରାଜିନ
Clinical data | |
---|---|
Trade names | Stelazine, Eskazinyl, Eskazine, Jatroneural, others |
AHFS/Drugs.com | monograph |
MedlinePlus | a682121 |
Pregnancy category | |
Routes of administration | By mouth, IM |
Legal status | |
Legal status | |
Pharmacokinetic data | |
Metabolism | Liver |
Elimination half-life | 10–20 hours |
Identifiers | |
| |
ECHA InfoCard | 100.003.837 |
Chemical and physical data | |
Formula | C21H24F3N3S |
Molar mass | ୪୦୭.୫0 g·mol−1 |
3D model (JSmol) | |
| |
| |
(verify) |
ଟ୍ରାଇଫ୍ଲୁଓପେରାଜିନ, ଅନ୍ୟମାନଙ୍କ ମଧ୍ୟରେ ଏକ ବେପାର ନାମ ଷ୍ଟେଲାଜାଇନ, ଏହା ହେଉଛି ସିଜୋଫ୍ରେନିଆ ପାଇଁ ବ୍ୟବହୃତ ଏକ ସାଧାରଣ ଆଣ୍ଟିସାଇକୋଟିକ ଔଷଧ ।[୧] ସାଧାରଣ ଉତ୍କଣ୍ଠା ବ୍ୟାଧି ପାଇଁ ଏହା ମଧ୍ୟ ସ୍ୱଳ୍ପ ମିଆଦି ଭାବରେ ବ୍ୟବହୃତ ହୁଏ କିନ୍ତୁ ବେଞ୍ଜୋଡାଏଜେପିନ ଏବଂ ଅଇ ପାଇଁ ବ୍ୟବହାରକୁ କମ ପସନ୍ଦ କରାଯାଏ ।[୧] [୨] ଏହା ପାଟିରେ ଦିଆଯାଏ ।[୧]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଟାର୍ଡିଭ୍ ଡିସକାଇନେସିଆ, ନିଦ୍ରାଳୁ, ଅସ୍ପଷ୍ଟ ଦୃଷ୍ଟି, ଶୁଖିଲା ପାଟି ଏବଂ ନିମ୍ନ ରକ୍ତଚାପ ହୋଇପାରେ ।[୧][୩] ଅନ୍ୟାନ୍ୟ ଗୁରୁତର ପାର୍ଶ୍ୱ ପ୍ରତିକ୍ରିୟାରେ ନିଉରୋଲେପ୍ଟିକ୍ ମାଲିଗାଣ୍ଟ ସିଣ୍ଡ୍ରୋମ, ପାନସାଇଟୋପେନିଆ ଏବଂ ଯକୃତ ସମସ୍ୟା ହୋଇପାରେ। ।[୧] ଡିମେନ୍ସିଆ ରୋଗୀଙ୍କୁ ଏହା ଦେଲେ ମୃତ୍ୟୁ ହେବାର ଆଶଙ୍କା ରହିଥାଏ ।[୧] ଏହା ଫେନୋଥିଆଜାଇନ୍ ରାସାୟନିକ ଶ୍ରେଣୀର ଏକ ଔଷଧ ।[୩] ଡୋପାମିନ ପ୍ରଭାବକୁ ଅବରୋଧ କରି କାର୍ଯ୍ୟକ୍ଷମ ହୁଏ ।[୧]
୧୯୫୫ ମସିହାରେ ଟ୍ରାଇଫ୍ଲୁଓପେରାଜିନ ପ୍ୟାଟେଣ୍ଟ୍ ହୋଇଥିଲା ଏବଂ ୧୯୫୯ରେ ଡାକ୍ତରୀ ବ୍ୟବହାରରେ ଉପଯୋଗ ହୋଇଥିଲା ।[୩] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ ।[୨] ୨୦୨୧ ସୁଦ୍ଧା ଯୁକ୍ତରାଷ୍ଟ୍ରରେ ଦୈନିକ ୫ ମିଗ୍ରା ଭାବରେ ୨ ଥର ନେଲେ ଏକ ମାସର ଔଷଧ ଖର୍ଚ୍ଚ ପ୍ରାୟ ୨୭ ଡଲାର ହୋଇଥାଏ ।[୪] ଯୁକ୍ତରାଜ୍ୟରେ ଏହି ରାଶିର ମୂଲ୍ୟ ୮୩ ପାଉଣ୍ଡ ହୁଏ ।[୨]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ "Trifluoperazine Monograph for Professionals". Drugs.com (in ଇଂରାଜୀ). Archived from the original on 7 August 2017. Retrieved 19 September 2021.
- ↑ ୨.୦ ୨.୧ ୨.୨ BNF (80 ed.). BMJ Group and the Pharmaceutical Press. September 2020 – March 2021. p. 408. ISBN 978-0-85711-369-6.
{{cite book}}
: CS1 maint: date format (link) - ↑ ୩.୦ ୩.୧ ୩.୨ Buschmann, Helmut; Holenz, Jörg; Párraga, Antonio; Torrens, Antoni; Vela, José Miguel; Díaz, José Luis (16 April 2007). Antidepressants, Antipsychotics, Anxiolytics, 2 Volume Set: From Chemistry and Pharmacology to Clinical Application (in ଇଂରାଜୀ). John Wiley & Sons. p. 508. ISBN 978-3-527-31058-6. Archived from the original on 22 September 2021. Retrieved 19 September 2021.
- ↑ "Trifluoperazine Prices, Coupons & Savings Tips - GoodRx". GoodRx. Retrieved 19 September 2021.