ଜଶୀପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)
ଦେଖଣା
(ଜଶୀପୁର (ବିଧାନସଭା ନିର୍ବାଚନ ମଣ୍ଡଳୀ)ରୁ ଲେଉଟି ଆସିଛି)
ଯଶୀପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀ | |
---|---|
ଭୋଟର ସଂଖ୍ୟା (୨୦୧୪): | ୧,୯୧,୦୯୭ |
ଜିଲ୍ଲା: | ମୟୂରଭଞ୍ଜ |
ଲୋକ ସଭା ନିର୍ବାଚନ ମଣ୍ଡଳୀ: | ମୟୂରଭଞ୍ଜ |
ପଞ୍ଚାୟତ ସମିତି: | ୪ |
ଗ୍ରାମ ପଞ୍ଚାୟତ: | |
ବିଜ୍ଞାପିତ ଅଞ୍ଚଳ ପରିଷଦ: | ୦ |
ପୌର ପରିଷଦ: | ୦ |
ଯଶୀପୁର (କ୍ରମିକ ସଂଖ୍ୟା: ୨୬) ମୟୂରଭଞ୍ଜ ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ । [୧] ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ଯଶୀପୁର ବ୍ଳକ, ରରୁଆଁ ବ୍ଳକ, ଶୁକୃଳୀ ବ୍ଳକ ଓ କୁସୁମି ବ୍ଳକର କିଛି ଅଂଶ ।[୨][୩]
ଗତ ୨୦୧୪ ମସିହାରେ ବିଜୁ ଜନତା ଦଳ ପ୍ରାର୍ଥୀ ମଙ୍ଗଳ ସିଂ ମୁଦି କମ୍ୟୁନିଷ୍ଟ ପ୍ରାର୍ଥୀ ଶମ୍ଭୁନାଥ ନାଏକଙ୍କଠାରୁ ୫୭୯୪ ଖଣ୍ଡ ଅଧିକ ଭୋଟ୍ ପାଇ ନିର୍ବାଚିତ ହୋଇଛନ୍ତି।[୪]
ଗତ ୨୦୦୯ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ କମଳା କାନ୍ତ ନାୟକ, ସ୍ୱାଧୀନ ପ୍ରାର୍ଥୀ ଶମ୍ଭୁନାଥ ନାୟକଙ୍କଠାରୁ ୧୩,୧୯୦ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[୫]
୨୦୦୯ ନିର୍ବାଚନ ଫଳାଫଳ
[ସମ୍ପାଦନା]୨୦୦୯ ବିଧାନ ସଭା ନିର୍ବାଚନ, ଯଶୀପୁର [୬] | |||||
---|---|---|---|---|---|
ରାଜନୈତିକ ଦଳ | ପ୍ରାର୍ଥୀ | ଭୋଟ | % | ±% | |
ବିଜଦ | କମଳା କାନ୍ତ ନାୟକ | ୩୫,୫୬୯ | ୨୯.୯୭ | - | |
ସ୍ୱାଧୀନ | ଶମ୍ଭୁନାଥ ନାୟକ | ୨୨,୩୭୯ | ୧୮.୮୬ | - | |
ଭାଜପା | ସୁଧୀର ନାୟକ | ୧୬,୯୭୪ | ୧୪.୩୦ | - | |
ସ୍ୱାଧୀନ | ମହେଶ ଚନ୍ଦ୍ର ହେମ୍ବ୍ରମ | ୧୩,୪୨୨ | ୧୧.୩୧ | - | |
କଂଗ୍ରେସ | ମହେନ୍ଦ୍ର ନାଥ ନାୟକ | ୧୩,୩୧୮ | ୧୧.୨୨ | - | |
ଝାମୁମୋ | ମସୁରି ଚଟ୍ଟର | ୯,୩୯୧ | ୭.୯୧ | - | |
ସପା | ମିନତି ତିରିୟା | ୧,୮୪୪ | ୧.୫୫ | - | |
ସମୃଦ୍ଧ ଓଡ଼ିଶା | ରେନ୍ସା ସିର୍କା | ୧,୭୧୦ | ୧.୪୪ | - | |
ବସପା | ବିଜୟୀନି ତିରିଆ | ୧,୧୬୭ | ୦.୯୮ | - | |
ରାଷ୍ଟ୍ରୀୟ ପରିବର୍ତ୍ତନ ଦଳ | ଅଗ୍ନୀଶ୍ୱର ନାୟକ | ୧,୦୪୪ | ୦.୮୮ | - | |
ରାଷ୍ଟ୍ରବାଦୀ ସେନା | ଦାଶରଥୀ ନାୟକ | ୯୮୨ | ୦.୮୩ | - | |
କଳିଙ୍ଗ ସେନା | ଗିରିଶ ଚଟ୍ଟର | ୮୯୦ | ୦.୭୫ | - | |
ଭୋଟ ବ୍ୟବଧାନ | ୧୩,୧୯୦ | ୧୧.୧୧* | - | ||
ମତଦାନ ହାର | ୧,୧୮,୯୫୧ | ୬୯.୪୮ | - |
*: ମୋଟ ବୈଧ ଭୋଟର ଶତକଡ଼ା ଭାଗ
ନିର୍ବାଚିତ ବିଧାୟକଗଣ
[ସମ୍ପାଦନା]୧୯୫୭ରୁ ୨୦୧୪ ମଧ୍ୟରେ ମୋଟ ୧୪ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ: [୭][୮][୪]
- ୨୦୨୪: ଗଣେଶ ରାମ ସିଂ ଖୁଣ୍ଟିଆ (ବିଜେପି)
- ୨୦୧୯: ଗଣେଶ ରାମ ସିଂ ଖୁଣ୍ଟିଆ (ବିଜେପି)
- ୨୦୧୪: ମଙ୍ଗଳ ସିଂ ମୁଦି (ବିଜଦ)
- ୨୦୦୯: (୨୬): କମଳାକାନ୍ତ ନାୟକ (ବିଜଦ)
- ୨୦୦୪: (୨): ଶମ୍ଭୁନାଥ ନାୟକ (ସ୍ୱାଧୀନ)
- ୨୦୦୦: (୨): ଭାନୁଚରଣ ନାଏକ (ଭାଜପା)
- ୧୯୯୫: (୨): ଶମ୍ଭୁନାଥ ନାୟକ (ସ୍ୱାଧୀନ)
- ୧୯୯୦: (୨): ମଙ୍ଗଳ ସିଂହ ମଢ଼ୀ (ଜନତା)
- ୧୯୮୫: (୨): ଶମ୍ଭୁନାଥ ନାୟକ (ସ୍ୱାଧୀନ)
- ୧୯୮୦: (୨): ସୁନ୍ଦର ମୋହନ ମାଝି (କଂଗ୍ରେସ-ଇ)
- ୧୯୭୭: (୨): କାହ୍ନୁରାମ ହେମ୍ବ୍ରମ (ଜନତା)
- ୧୯୭୪: (୨): ଘନଶ୍ୟାମ ହେମ୍ବ୍ରମ (ସ୍ୱାଧୀନ)
- ୧୯୭୧: (୨): ଲାଲ ମୋହନ ନାୟକ (କଂଗ୍ରେସ)
- ୧୯୬୭: (୨): ଦୁର୍ଗା ଚରଣ ନାୟକ (ସ୍ୱତନ୍ତ୍ର)
- ୧୯୬୧: (୧୩୫): ମୋଚିରାମ ତିରିୟା (କଂଗ୍ରେସ)
- ୧୯୫୭: (୯୭): ମୋଚିରାମ ତିରିୟା (ଗଣ ପରିଷଦ)
ଆଧାର
[ସମ୍ପାଦନା]- ↑ "Jashipur Assembly Election 2009, Orissa". empoweringindia.org. Archived from the original on 21 February 2014. Retrieved 29 May 2013.
Constituency: Jashipur (26) District : Mayurbhanj
- ↑ Assembly Constituencies and their Extent
- ↑ Seats of Odisha
- ↑ ୪.୦ ୪.୧ https://eci.nic.in/eci_main/StatisticalReports/AE2014/Stat_Rep_Odisha-2014.pdf
- ↑ "Orissa Election Result 2009 With Vote Margin". leadtech.in. Archived from the original on 27 May 2013. Retrieved 29 May 2013.
13190
- ↑ http://eci.nic.in/eci_main/StatisticalReports/AE2009/stat_OR_April2009.pdf
- ↑ "State Elections 2004 - Partywise Comparision for 2-Jashipur Constituency of ORISSA". eci.nic.in. 2006. Retrieved 29 May 2013.
List Of Winning Candidates
- ↑ http://orissa.gov.in/e-magazine/orissaannualreference/ORA-2011/pdf/453-501.pdf