ଛାଞ୍ଚ:Welcome


ଆଦରର Welcome,
ଓଡ଼ିଆ ଉଇକିପିଡ଼ିଆକୁ ଆପଣଙ୍କୁ ପାଛୋଟି ନେଉଛି, ଆପଣଙ୍କ ଅବଦାନ ପାଇଁ ଅନେକ ବଧାଇ । ମୁଁ ଭାବୁଛି ଆପଣ ଏଠାରେ ବାକି ସମ୍ପାଦକମାନଙ୍କ ସହ ମିଶି ନିଜର ଲେଖାଲେଖି ଜାରୀ ରଖିବେ । ଯଦି ଲେଖିବାରେ କିଛି ଅସୁବିଧା ହୁଏ ତେବେ ଏହି "ଚାଟସଭା"ରେ ପଚାରିପାରିବେ । ଏହି କିଛି ପୃଷ୍ଠା ଆପଣଙ୍କୁ ଅଧିକ ଜାଣିବାରେ ସହଯୋଗ କରିବ:
- ଉଇକିପିଡ଼ିଆର ପାଞ୍ଚଟି ସ୍ତମ୍ଭ
- ଶିକ୍ଷଣ ଓ ଜାଣିବା କଥା
- ପୃଷ୍ଠାଟିଏ କେମିତି ବଦଳାଇବେ ଓ ଲେଖା ଗୁଡ଼ିକ କେମିତି ବଦଳାଇବେ
- ନିଜର ପ୍ରଥମ ଲେଖାଟି କେମିତି ଲେଖିବେ
- ମାନୁଆଲର ଶୈଳୀ
ମୁଁ ଭାବୁଛି ଆପଣଙ୍କୁ ଏଠାରେ ଉଇକିଆଳିଟିଏ ହୋଇ ଲେଖା ଲେଖି କରିବାକୁ ଭଲ ଲାଗିବ ! ଆଲୋଚନା ପୃଷ୍ଠାରେ ଦସ୍ତଖତ ପାଇଁ ଆପଣଙ୍କ ଲେଖା ପରେ ଚାରୋଟି ଟିଲଡ଼େ ଚିହ୍ନ ~~~~ ଦିଅନ୍ତୁ; ଏଇଠି ଆପଣଙ୍କ ନାଆଁ ଆଉ ତାରିଖ ଆପେ ଆପେ ଲେଖିଦେବ । କିଛି ସାହାଯ୍ୟ ଦରକାର ପଡ଼ିଲେ, ପ୍ରଶ୍ନଟିଏ ପଚାରି ପାରିବେ, ନହେଲେ ମୋ ଆଲୋଚନା ପୃଷ୍ଠାକୁ ଯାଇ ମୋତେ ପଚାରିପାରିବେ । ଆଉଥରେ, ପାଛୋଟି ନେଉଛି!
| Any breaking changes to this template, including moving it or nominating it for deletion, must be communicated in advance to Twinkle's users and maintainers at Wikipedia talk:Twinkle. The standard installation of Twinkle relies on this template. ଧନ୍ୟବାଦ. |
| This template should always be substituted (i.e., use {{subst:Welcome}}). |
| This template should always be substituted (i.e., use {{subst:Welcome}}). |
Usage
Add {{subst:Welcome}} ~~~~ to the user's talk page.
Parameters:
- First parameter = your name:
{{subst:Welcome|Myname}} - Parameter 'art' = Article the user positively contributed to:
{{subst:Welcome|art=Radar detector}}
Shortcut: {{subst:w}} ~~~~
Be sure to remember to add your signature ( ~~~~ ) after the template, as the text refers to 'my talk page'.
For anonymous editors
Use {{subst:Welcome-anon}} for anonymous (IP) editors.