ଛାଞ୍ଚ ଆଲୋଚନା:Welcome

Page contents not supported in other languages.
ଉଇକିପିଡ଼ିଆ‌ରୁ

ଏହି ପୃଷ୍ଠାରେ ଥିବା କୁକିସ ବଦଳରେ ରସୋଗଲା କିମ୍ବା ଛେନାପୋଡ ଦିଆଗଲେ କେମିତି ହୁଅନ୍ତା ? କିଛି ଦେଶୀ ଆଉ ଖାଣ୍ଟି ମିଠା ଜିନିଷ ମିଳନ୍ତା ନୂଆ ବ୍ୟବହାରକାରୀମାନଙ୍କୁ --Jnanaranjan sahu (ମୋ ଆଲୋଚନା) ୧୮:୨୭, ୧୧ ଜାନୁଆରୀ ୨୦୧୪ (UTC)

ରସଗୋଲା ଭଲ ହୁଅନ୍ତା ।--ଶିତିକଣ୍ଠ (ଆଲୋଚନା) ୧୬:୦୭, ୧୨ ଜାନୁଆରୀ ୨୦୧୪ (UTC)
ଆପଣମାନେ ଅଲଗା ଅଲଗା ଯାହାକୁ ଯେମିତି ଠିକ ଲାଗୁଛି, ନୂଆ ଛାଞ୍ଚ ତିଆରି କରିପାରିବେ । ଉଦାହରଣ ଭାବେ, ଛାଞ୍ଚ:WelcomeAlt, ଛାଞ୍ଚ:Welcome1, ଛାଞ୍ଚ:WelcomeRasagola, User:123/Welcome, ଇତ୍ୟାଦି । କିଛି ଲୋକଙ୍କୁ ବେଶୀ ମିଠା ପସନ୍ଦ ନୁହେଁ, କିନ୍ତୁ କୁକିଜ ମୋ ମତରେ ସମସ୍ତେ ପସନ୍ଦ କରିବେ, ଯଦି ଏଭଳି କିଛି ବିକଳ୍ପ ଅଛି ତାହଲେ ଭଲ । -- ଅଂଶୁମାନ ତାର ଯୋଡ଼ିବେ? ୧୮:୨୮, ୧୨ ଜାନୁଆରୀ ୨୦୧୪ (UTC)
ଭାଇ ଧନ୍ୟବାଦ --Jnanaranjan Sahu (ଜ୍ଞାନ) ମୋତେ କିଛି କହିବେ କି? ୧୯:୩୬, ୧୨ ଜାନୁଆରୀ ୨୦୧୪ (UTC)