ଛାଞ୍ଚ:Welcome-anon

ଉଇକିପିଡ଼ିଆ‌ରୁ

ପାଛୋଟା!

ଓଳିଗି, Welcome-anon ଓଡ଼ିଆ ଉଇକିପିଡ଼ିଆକୁ ଆପଣଙ୍କୁ ପାଛୋଟି ନେଉଛୁ, ଆପଣଙ୍କ ଅବଦାନ ପାଇଁ ଢେର ବଧାଇ ଆପଣ ଯାହା କରିଛନ୍ତି । ମୁଁ ଭାବୁଛି ଆପଣଙ୍କୁ ଏହି ଜାଗାଟି ଭଲ ଲାଗିବ ଆଉ ଆପଣ ଏଇଠି କିଛି କାମ କରିବାକୁ ଭଲ ପାଇବେ । ଏଇ କିଛି ଫରଦ ଆପଣଙ୍କୁ ଭଲ ଲାଗିପାରେ:

ଆପଣ ବିନା ଲଗ ଇନରେ କାମ କରିପାରିବେ, କିନ୍ତୁ ମୋ ମତରେ ଆପଣ ଖାତା ତିଆରି କରନ୍ତୁ। ଏହା ମାଗଣା, ବ୍ୟକ୍ତିଗତ ତଥ୍ୟ ଦରକାର ପଡିବନି, ଆଉ ବହୁ ସୁବିଧା ଯୋଗାଇଥାଏ, ଯେମିତି କି ନୂଆ ଲେଖା ତିଆରି କରିବା । ପୁରା ତଥ୍ୟ ଓ ନୂଆ ଖାତା ଖୋଲିବାର ସୁବିଧା ଜାଣିବା ପାଇଁ ଦୟାକରି ଏହି ପୃଷ୍ଠାଦେଖନ୍ତୁ । ଯଦି ଆପଣ ବିନା ଖାତାରେ କାମ କରିବେ, ତାହେଲେ ଆପଣଙ୍କ IP address (Welcome-anon) ହିଁ ଆପଣଙ୍କ ଚିହ୍ନା ଦେବ ।

ମୁଁ ଭାବୁଛି ଆପଣଙ୍କୁ ଏଠାରେ ଉଇକିଆଳିଟିଏ ହୋଇ ଲେଖା ଲେଖି କରିବାକୁ ଭଲ ଲାଗୁଛି ! ଟିକେ ଆଲୋଚନା ଫରଦରେ ନିଜ ନାଁ ଟା ଲେଖିଦିଅନ୍ତେ ଜଦି ଭଲ ହୁଅନ୍ତା ଆପଣଙ୍କ ଲେଖା ପରେ ଟିଲଡ଼େ ଚିନ୍ହଟିଏ ଦିଅନ୍ତୁ (~~~~); ଏଇଠି ଆପଣଙ୍କ ନାଆଁ ଆଉ ତାରିଖ ଆପେ ଆପେ ଲେଖିଦେବ । କିଛି ସାହାଜ୍ୟ ଦରକାର ପଡ଼ିଲେ, ପ୍ରଶ୍ନଟିଏ ପଚାରି ପାରିବେ, ମୋ ଆଲୋଚନା ଫରଦ କୁ ଯାଇ ମୋତେ ପଚାରିପାରିବେ, ନହେଲେ ଏଇ ଫରଦରେ ପ୍ରଶ୍ନ ଆଗରୁ ଏଇ କୋଡ {{help me}} କପି କରି ପକାଇଦିଅନ୍ତୁ । ଆଉଥରେ, ପାଛୋଟି ନେଉଛି!