ଚନ୍ଦ୍ରଗ୍ରହଣ

ଚନ୍ଦ୍ର ପୃଥିବୀର ଚାରିପଟେ ଘୁରୁଥାଏ, ପୃଥିବୀ ସୂର୍ଯ୍ୟର ଚାରିପଟେ ଘୁରୁଥାଏ , ଏହିପରି ଘୂର୍ଣ୍ଣନ ପ୍ରକ୍ରିୟା ଅହରହ ଚାଲିଥାଏ । ଯେଉଁ ଦିନ ଚନ୍ଦ୍ର, ପୃଥିବୀ ଆଉ ସୂର୍ଯ୍ୟ ଏକା ସରଳ ରେଖାରେ ଅବତୀର୍ଣ୍ଣ କରନ୍ତି ଏବଂ ସୂର୍ଯ୍ୟ ଓ ଚନ୍ଦ୍ର ମଧ୍ୟରେ ପୃଥିବୀ ଅବସ୍ଥାନ କରେ ସେହି ଦିନ ସୂର୍ଯ୍ୟଙ୍କଠାରୁ ଆସୁଥିବା ଆଲୋକ ଚନ୍ଦ୍ରଙ୍କ ପାଖରେ ପହଞ୍ଚି ପାରେ ନାହିଁ ଏବଂ ସେହି ସମୟରେ ପୃଥିବୀର ଛାଇ ଚନ୍ଦ୍ରଙ୍କ ଉପରେ ପଡେ ସେହି ସମୟରେ ଚନ୍ଦ୍ର ଲାଲ୍ ଦେଖାଯାଆନ୍ତି , ସେହି ସମୟକୁ ଚନ୍ଦ୍ରଗ୍ରହଣ ବୋଲି କୁହାଯାଏ ।[୧] ଏହା କେବଳ ପୂର୍ଣିମା ତିଥୀରେ ହୋଇଥାଏ !

ଚନ୍ଦ୍ରଗ୍ରହଣ ଦୃଶ୍ୟ[ସମ୍ପାଦନା]
ଚନ୍ଦ୍ର ଗ୍ରହଣ ବେଳେ ସୂର୍ଯ୍ୟାଲୋକ ନ ପଡିଲେ ବି ଚନ୍ଦ୍ର ସମ୍ପୂର୍ଣ୍ଣ୍ଣ ଅନ୍ଧକାର ଦେଖାଯାଏ ନାହିଁ । କାରଣ ସୂର୍ଯ୍ୟାଲୋକ ପୃଥିବୀର ବାୟୁମଣ୍ଡଳ ଦେଇ ଗତି କରୁଥିବାରୁ ସୂର୍ଯ୍ୟରଶ୍ମି ପ୍ରତିସରିତ (Refracted) ହୋଇ ଚନ୍ଦ୍ରର ଛାୟା ଶଙ୍କୁ ମଧ୍ୟ ଦେଇ ଯାଏ । ତେବେ ସୂର୍ଯ୍ୟାଲୋକ ପ୍ରତିସରିତ ହୋଇ ଚନ୍ଦ୍ର ପୃଷ୍ଠରେ ପତିତ ହେବା ବେଳେ ଅପେକ୍ଷାକୃତ କମ ତରଙ୍ଗ-ଦୈର୍ଘ୍ୟ ବିଶିଷ୍ଟ ଆଲୋକ ରଶ୍ମି ଏଭଳି ପ୍ରତିସରଣ ବେଳେ ଚନ୍ଦ୍ର ପୃଷ୍ଠରେ ପହଞ୍ଚି ପାରନ୍ତି ଯାହାକି ମନୁଷ୍ୟ ଦୃଷ୍ଟିରେ ଇଷତ୍ ଲାଲ ବର୍ଣ୍ନ ଦେଖାଯାଏ । ଅତଏବ ଚନ୍ଦ୍ର ପୃଷ୍ଠ ସମ୍ପୂର୍ଣ୍ଣ୍ଣ ଅନ୍ଧକାର ନ ହୋଇ ଗ୍ରହଣ ବେଳେ ଇଷତ୍ ଲାଲ୍ ଦିଶେ । ଅର୍ଥାତ, ପୃଥିବୀକୁ ଘେରି ଯଦି କୌଣସି ବାୟୁମଣ୍ଡଳ ନ ଥାଆନ୍ତା, ତେବେ ଚନ୍ଦ୍ର ଗ୍ରହଣ ବେଳେ ଚନ୍ଦ୍ର ସଂପୂର୍ଣ୍ଣ ଅନ୍ଧକାର ଦେଖାଯାଆନ୍ତା ।[୨]
ଚନ୍ଦ୍ରଗ୍ରହଣର ପ୍ରକାର[ସମ୍ପାଦନା]
ପୃଥିବୀର ଚନ୍ଦ୍ର ଉପରେ ପଡୁଥିବା ଛାଇ ଅନୁସାରେ ଚନ୍ଦ୍ରଗ୍ରହଣକୁ ମୁଖ୍ୟତଃ ଦୁଇ ଭାଗରେ ବିଭକ୍ତ କରାଯାଇଛି ।
ଆଂଶିକ ଚନ୍ଦ୍ରଗ୍ରହଣ[ସମ୍ପାଦନା]
ଆଂଶିକ ଗ୍ରହଣରେ, ଚନ୍ଦ୍ର ଉପରେ ପୃଥିବୀର ଛାଇ କିଛି ମାତ୍ରାରେ ପଡିଥାଏ ।
ସମ୍ପୂର୍ଣ୍ଣ ଚନ୍ଦ୍ରଗ୍ରହଣ[ସମ୍ପାଦନା]
ସମ୍ପୂର୍ଣ୍ଣ ଗ୍ରହଣ ସମୟରେ ଚନ୍ଦ୍ର ପୃଥିବୀର ଛାଇରେ ସମ୍ପୂର୍ଣ୍ଣ ଭାବରେ ଲୁଚିଯାଇଥାଏ ।
ଆଧାର[ସମ୍ପାଦନା]
- ↑ "Century's longest lunar eclipse July 27".
- ↑ Fred Espenak and Jean Meeus. "Visual Appearance of Lunar Eclipses". NASA.
The troposphere and stratosphere act together as a ring-shaped lens that refracts heavily reddened sunlight into Earth's umbral shadow.
{{cite web}}
: CS1 maint: uses authors parameter (link)
ବାହାର ତଥ୍ୟ[ସମ୍ପାଦନା]
ଚନ୍ଦ୍ରଗ୍ରହଣ ବାବଦରେ ଉଇକିମିଡ଼ିଆର ସହଯୋଗୀ ପ୍ରକଳ୍ପଗୁଡ଼ିକରୁ ଅଧିକ ଜାଣନ୍ତୁ: | |
![]() |
ଉଇକିଅଭିଧାନରେ ଶବ୍ଦାର୍ଥମାନ ଖୋଜନ୍ତୁ |
![]() |
କମନ୍ସରେ ଛବି ଓ ମିଡ଼ିଆସବୁ ଖୋଜନ୍ତୁ |
![]() |
ଉଇକିସମ୍ବାଦରେ ସମ୍ବାଦ ଲେଖାମାନ ଖୋଜନ୍ତୁ |
![]() |
ଉଇକିଉତ୍ସରୁ ମୂଳାଧାର ଲେଖାମାନ |
![]() |
ଉଇକିପୋଥିରେ ପଢ଼ାବହିମାନ |
- A good video introduction to Lunar Eclipses from NASA
- Lunar Eclipse: how to photograph
- Live Free Lunar eclipse webcast & hands-on lunar eclipse experiments: 2011-06-15
- Live-webcast of the lunar eclipse on June 15th, 2011, University of Applied Sciences Offenburg/Germany
- Worldwide viewing times for the December 2010 Total Lunar Eclipse
- Animated explanation of the mechanics of a lunar eclipse, University of South Wales
- Lunar Eclipse time sequence
- U.S. Navy Lunar Eclipse Computer
- NASA Eclipse home page
- Search among the 12,064 lunar eclipses over five millennium and display interactive maps
- Lunar Eclipses for Beginners
- Eclipse Geeks
- Shadow and Substance for animation of future and past eclipses
- Tips on photographing the lunar eclipse from New York Institute of Photography
- Total Lunar Eclipse, December 2010 - slideshow by Life magazine
- Lunar eclipse in Pasargadae Slideshow
![]() | ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |