ବୁଧ

ଉଇକିପିଡ଼ିଆ‌ରୁ

☿ ବୁଧ ସୌରଜଗତର ଏକ ଅଂଶବିଶେଷ । ସୂର୍ଯ୍ୟଠାରୁ ଏହା ପ୍ରଥମ ଗ୍ରହ

ବିଶେଷତା[ସମ୍ପାଦନା]

ଏହା ଅତ୍ୟନ୍ତ ଉତ୍ତପ୍ତ ଏବଂ ସେହି ତୁଳନାରେ ଥଣ୍ଡା ମଧ୍ୟ|

ଦୂରତା ଅନୁସାରେ ବୁଧ ସୂର୍ଯ୍ୟର ନିକଟତମ ଗ୍ରହ| ଆୟତନ ଅନୁସାରେ ଏହ ସୌରଜଗତର କ୍ଷୁଦ୍ରତମ ଗ୍ରହ| ସୂର୍ଯ୍ୟର ଅତି ନିକଟରେ ଥିବାରୁ ଏହାର ପରିକ୍ରମଣ ବେଗ ଖୁବ୍ ବେଶୀ | ନଚେତ୍ ଏହ ସୂର୍ଯ୍ୟଙ୍କ ଆଡକୁ ଆକର୍ଷିତ ହୋଇ ତା ସହିତ ମିଶି ଯାଇଥାନ୍ତା| ଏହାର ପରିକ୍ରମଣ କାଳ ପ୍ରାୟ ୫୮ ଦିନ ଓ ଆବର୍ତନ କାଳ ପ୍ରାୟ ୫୯ ଦିନ| ବୁଧର ବାୟୁମଣ୍ଡଳ ପ୍ରାୟ ନାହିଁ କହିଲେ ବି ଚଳିବ |

ଆଧାର[ସମ୍ପାଦନା]

ଅଧିକ ତଥ୍ୟ[ସମ୍ପାଦନା]

ଉଇକିମିଡ଼ିଆ କମନ୍ସରେ Mercury (planet)-ସମ୍ପର୍କିତ ମିଡ଼ିଆ