ଗୋସାଗରେଶ୍ୱର ଶିବ ମନ୍ଦିର

ଉଇକିପିଡ଼ିଆ ରୁ
Jump to navigation Jump to search
ଗୋସାଗରେଶ୍ୱର ଶିବ ମନ୍ଦିର
ଭୌଗୋଳିକ ଅବସ୍ଥିତି
ଦିଗବାରେଣି20°14′43.396″N 85°49′57.585″E / 20.24538778°N 85.83266250°E / 20.24538778; 85.83266250Coordinates: 20°14′43.396″N 85°49′57.585″E / 20.24538778°N 85.83266250°E / 20.24538778; 85.83266250
ଦେଶଭାରତ
ରାଜ୍ୟଓଡ଼ିଶା
ଅବସ୍ଥିତିଭୁବନେଶ୍ୱର
ତିଆରି ଶୈଳୀକଳିଙ୍ଗ ସ୍ଥାପତ୍ୟ କଳା

ଗୋସାଗରେଶ୍ୱର ଶିବ ମନ୍ଦିର ଭୁବନେଶ୍ୱରରେ ଅବସ୍ଥିତ ଏକ ହିନ୍ଦୁ ଶିବ ମନ୍ଦିର । ଏହା ଭାରତ ଦେଶର ଓଡ଼ିଶା ରାଜ୍ୟରେ ଅବସ୍ଥିତ । ଏହାର ମନ୍ଦିର ପରିସରରେ ତିନୋଟି ହିନ୍ଦୁ ଧାର୍ମିକ ସ୍ତଳ ଅଛି ।[୧]

ଇତିହାସ[ସମ୍ପାଦନା]

୧୪-୧୫ ଶତାବ୍ଦିରେ ଏହି ମନ୍ଦିରଟି ଗଙ୍ଗବଂଶର ରାଜାଙ୍କ ଦ୍ୱାରା ନିର୍ମାଣ କରାଯାଇଥିଲା । ଏହି ମନ୍ଦିରକୁ ଓଡ଼ିଶା ରାଜ୍ୟ ପ୍ରତ୍ନତତ୍ୱ ବିଭାଗଦ୍ୱାରା ଏହାର ମରାମତି କରଯାଇଥିଲା ।[୨]

ବାସ୍ତୁକଳା[ସମ୍ପାଦନା]

ଏହି ମନ୍ଦିର ପିଢ଼ା ବିମାନ ଶୈଳୀରେ ନିର୍ମିତ । ଏହି ମନ୍ଦିର ନିର୍ମାଣରେ ବାଲୁକା ପ୍ରସ୍ତରର ଉପଯୋଗ ହୋଇଥିଲା ।

ପର୍ବ ପର୍ବାଣି[ସମ୍ପାଦନା]

ମହାଶିବରାତ୍ରି ଓ ସଙ୍କ୍ରାନ୍ତି ଏଠାରେ ବହୁତ ଆନନ୍ଦ ସହକାରେ ପାଳନ କରାଯାଏ ।

ଅଧିକ ଦେଖନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "Gosagaresvar precinct Siva Temple-III, Old Town, Bhubaneswar,Dist.-Khurda" (PDF). ignca.nic.in. Retrieved 22 October 2017.
  2. "Gosagaresvar precinct Siva Temple-III," (PDF). ignca.nic.in. Cite has empty unknown parameter: |dead-url= (help)

ବାହାର ଆଧାର[ସମ୍ପାଦନା]

  • Pradhan, Sadasiba (2009). Lesser Known Monuments Of Bhubaneswar. Bhubaneswar: Lark Books. pp. 1–2. ISBN 81-7375-164-1.