ଗୋସାଗରେଶ୍ୱର ଶିବ ମନ୍ଦିର

Coordinates: 20°14′43.396″N 85°49′57.585″E / 20.24538778°N 85.83266250°E / 20.24538778; 85.83266250
ଉଇକିପିଡ଼ିଆ‌ରୁ
ଗୋସାଗରେଶ୍ୱର ଶିବ ମନ୍ଦିର
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
ଦେବାଦେବୀଗୋସାଗରେଶ୍ୱର ଶିବ (ଶିବ)
Location
ସ୍ଥାନଭୁବନେଶ୍ୱର
Stateଓଡ଼ିଶା
Countryଭାରତ
ଗୋସାଗରେଶ୍ୱର ଶିବ ମନ୍ଦିର is located in Odisha
ଗୋସାଗରେଶ୍ୱର ଶିବ ମନ୍ଦିର
Location in Odisha
ଗୋସାଗରେଶ୍ୱର ଶିବ ମନ୍ଦିର is located in India
ଗୋସାଗରେଶ୍ୱର ଶିବ ମନ୍ଦିର
ଗୋସାଗରେଶ୍ୱର ଶିବ ମନ୍ଦିର (India)
ଭୌଗଳିକ ଅବସ୍ଥିତି20°14′43.396″N 85°49′57.585″E / 20.24538778°N 85.83266250°E / 20.24538778; 85.83266250
Architecture
Typeକଳିଙ୍ଗ ସ୍ଥାପତ୍ୟ କଳା
Completed୧୪ଶ ଶତାବ୍ଦୀ

ଗୋସାଗରେଶ୍ୱର ଶିବ ମନ୍ଦିର ଭୁବନେଶ୍ୱରରେ ଅବସ୍ଥିତ ଏକ ହିନ୍ଦୁ ଶିବ ମନ୍ଦିର । ଏହା ଭାରତ ଦେଶର ଓଡ଼ିଶା ରାଜ୍ୟରେ ଅବସ୍ଥିତ । ଏହାର ମନ୍ଦିର ପରିସରରେ ତିନୋଟି ହିନ୍ଦୁ ଧାର୍ମିକ ସ୍ତଳ ଅଛି ।[୧]

ଇତିହାସ[ସମ୍ପାଦନା]

୧୪-୧୫ ଶତାବ୍ଦିରେ ଏହି ମନ୍ଦିରଟି ଗଙ୍ଗବଂଶର ରାଜାଙ୍କ ଦ୍ୱାରା ନିର୍ମାଣ କରାଯାଇଥିଲା । ଏହି ମନ୍ଦିରକୁ ଓଡ଼ିଶା ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗଦ୍ୱାରା ଏହାର ମରାମତି କରାଯାଇଥିଲା ।[୨]

ବାସ୍ତୁକଳା[ସମ୍ପାଦନା]

ଏହି ମନ୍ଦିର ପିଢ଼ା ବିମାନ ଶୈଳୀରେ ନିର୍ମିତ । ଏହି ମନ୍ଦିର ନିର୍ମାଣରେ ବାଲୁକା ପ୍ରସ୍ତରର ଉପଯୋଗ ହୋଇଥିଲା ।

ପର୍ବ ପର୍ବାଣି[ସମ୍ପାଦନା]

ମହାଶିବରାତ୍ରି ଓ ସଙ୍କ୍ରାନ୍ତି ଏଠାରେ ବହୁତ ଆନନ୍ଦ ସହକାରେ ପାଳନ କରାଯାଏ ।

ଅଧିକ ଦେଖନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "Gosagaresvar precinct Siva Temple-III, Old Town, Bhubaneswar,Dist.-Khurda" (PDF). ignca.nic.in. Retrieved 22 October 2017.
  2. "Gosagaresvar precinct Siva Temple-III," (PDF). ignca.nic.in. {{cite web}}: Cite has empty unknown parameter: |dead-url= (help)

ବାହାର ଆଧାର[ସମ୍ପାଦନା]

  • Pradhan, Sadasiba (2009). Lesser Known Monuments Of Bhubaneswar. Bhubaneswar: Lark Books. pp. 1–2. ISBN 81-7375-164-1.