ଗୋସାଗରେଶ୍ୱର ଶିବ ମନ୍ଦିର
ଦେଖଣା
(ଗୋସାଗରେଶ୍ଵର ଶିବ ମନ୍ଦିରରୁ ଲେଉଟି ଆସିଛି)
ଗୋସାଗରେଶ୍ୱର ଶିବ ମନ୍ଦିର | |
---|---|
Religion | |
ଅନୁବନ୍ଧଗୁଡ଼ିକ | ହିନ୍ଦୁ ଧର୍ମ |
ଦେବାଦେବୀ | ଗୋସାଗରେଶ୍ୱର ଶିବ (ଶିବ) |
Location | |
ସ୍ଥାନ | ଭୁବନେଶ୍ୱର |
State | ଓଡ଼ିଶା |
Country | ଭାରତ |
Location in Odisha | |
ଭୌଗଳିକ ଅବସ୍ଥିତି | 20°14′43.396″N 85°49′57.585″E / 20.24538778°N 85.83266250°E |
Architecture | |
Type | କଳିଙ୍ଗ ସ୍ଥାପତ୍ୟ କଳା |
Completed | ୧୪ଶ ଶତାବ୍ଦୀ |
ଗୋସାଗରେଶ୍ୱର ଶିବ ମନ୍ଦିର ଭୁବନେଶ୍ୱରରେ ଅବସ୍ଥିତ ଏକ ହିନ୍ଦୁ ଶିବ ମନ୍ଦିର । ଏହା ଭାରତ ଦେଶର ଓଡ଼ିଶା ରାଜ୍ୟରେ ଅବସ୍ଥିତ । ଏହାର ମନ୍ଦିର ପରିସରରେ ତିନୋଟି ହିନ୍ଦୁ ଧାର୍ମିକ ସ୍ତଳ ଅଛି ।[୧]
ଇତିହାସ
[ସମ୍ପାଦନା]୧୪-୧୫ ଶତାବ୍ଦିରେ ଏହି ମନ୍ଦିରଟି ଗଙ୍ଗବଂଶର ରାଜାଙ୍କ ଦ୍ୱାରା ନିର୍ମାଣ କରାଯାଇଥିଲା । ଏହି ମନ୍ଦିରକୁ ଓଡ଼ିଶା ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗଦ୍ୱାରା ଏହାର ମରାମତି କରାଯାଇଥିଲା ।[୨]
ବାସ୍ତୁକଳା
[ସମ୍ପାଦନା]ଏହି ମନ୍ଦିର ପିଢ଼ା ବିମାନ ଶୈଳୀରେ ନିର୍ମିତ । ଏହି ମନ୍ଦିର ନିର୍ମାଣରେ ବାଲୁକା ପ୍ରସ୍ତରର ଉପଯୋଗ ହୋଇଥିଲା ।
ପର୍ବ ପର୍ବାଣି
[ସମ୍ପାଦନା]ମହାଶିବରାତ୍ରି ଓ ସଙ୍କ୍ରାନ୍ତି ଏଠାରେ ବହୁତ ଆନନ୍ଦ ସହକାରେ ପାଳନ କରାଯାଏ ।
ଅଧିକ ଦେଖନ୍ତୁ
[ସମ୍ପାଦନା]- ଭୁବନେଶ୍ୱରରେ ଥିବା ମନ୍ଦିର ତାଲିକା
ଆଧାର
[ସମ୍ପାଦନା]- ↑ "Gosagaresvar precinct Siva Temple-III, Old Town, Bhubaneswar,Dist.-Khurda" (PDF). ignca.nic.in. Retrieved 22 October 2017.
- ↑ "Gosagaresvar precinct Siva Temple-III," (PDF). ignca.nic.in.
{{cite web}}
: Cite has empty unknown parameter:|dead-url=
(help)
ବାହାର ଆଧାର
[ସମ୍ପାଦନା]- Pradhan, Sadasiba (2009). Lesser Known Monuments Of Bhubaneswar. Bhubaneswar: Lark Books. pp. 1–2. ISBN 81-7375-164-1.