ଗଡ଼ଜାତ କୃଷକ |
---|
ଗଡ଼ଜାତ କୃଷକ ବହିର ମଲାଟ |
ଲେଖକ | କୁନ୍ତଳା କୁମାରୀ ସାବତ[୧] |
---|
ଭାଷା | ଓଡ଼ିଆ |
---|
ବିଭାଗ | କବିତା ସଙ୍କଳନ |
---|
ପ୍ରକାଶକ | ଡା. କୃଷ୍ଣ ପ୍ରସାଦ ବ୍ରହ୍ମଚାରୀ, ଭାରତୀ ପବ୍ଲିସିଂ ହାଉସ ଏବଂ ବୁକ ଡିପୋ, କଟକ |
---|
ପ୍ରକାଶ ତାରିଖ | ୧୯୩୯ |
---|
ମାଧ୍ୟମ ପ୍ରକାର | ଛପାବହି |
---|
ଗଡ଼ଜାତ କୃଷକ ଏକ ଓଡ଼ିଆ ବହି । ଏହି ବହିଟିର ରଚନା କରିଥିଲେ ଉତ୍କଳ ଭାରତୀ କୁନ୍ତଳା କୁମାରୀ ସାବତ ।[୨] ଏହି ବହିଟି ଏକ ଓଡ଼ିଆ କବିତା ସଙ୍କଳନ ।[୩] ଏହି ବହିଟିର ପ୍ରକାଶକ ଥିଲେ ଡ. କୃଷ୍ଣପ୍ରସାଦ ବ୍ରହ୍ମଚାରୀ, ଯାହାକି ଭାରତୀ ପବ୍ଲିସିଂ ହାଉସଦ୍ୱାରା ୧୯୩୯ ମସିହାରେ ପ୍ରକାଶିତ ହୋଇଥିଲା । ଏହି ବହିଟିର ପ୍ରଥମ ମୁଦ୍ରଣ ସମୟରେ ୧୯୩୯ ମସିହାରେ ଏହାର ମୂଲ୍ୟ ଥିଲା ଏକ ଅଣା ।