ଗଡ଼ଜାତ କୃଷକ

ଉଇକିପିଡ଼ିଆ‌ରୁ
(Gadajata krusakaରୁ ଲେଉଟି ଆସିଛି)
ଗଡ଼ଜାତ କୃଷକ  
ଗଡ଼ଜାତ କୃଷକ ବହିର ମଲାଟ
ଲେଖକକୁନ୍ତଳା କୁମାରୀ ସାବତ[୧]
ଭାଷାଓଡ଼ିଆ
ବିଭାଗକବିତା ସଙ୍କଳନ
ପ୍ରକାଶକଡା. କୃଷ୍ଣ ପ୍ରସାଦ ବ୍ରହ୍ମଚାରୀ, ଭାରତୀ ପବ୍ଲିସିଂ ହାଉସ ଏବଂ ବୁକ ଡିପୋ, କଟକ
ପ୍ରକାଶ ତାରିଖ୧୯୩୯
ମାଧ୍ୟମ ପ୍ରକାରଛପାବହି

ଗଡ଼ଜାତ କୃଷକ ଏକ ଓଡ଼ିଆ ବହି । ଏହି ବହିଟିର ରଚନା କରିଥିଲେ ଉତ୍କଳ ଭାରତୀ କୁନ୍ତଳା କୁମାରୀ ସାବତ[୨] ଏହି ବହିଟି ଏକ ଓଡ଼ିଆ କବିତା ସଙ୍କଳନ ।[୩] ଏହି ବହିଟିର ପ୍ରକାଶକ ଥିଲେ ଡ. କୃଷ୍ଣପ୍ରସାଦ ବ୍ରହ୍ମଚାରୀ, ଯାହାକି ଭାରତୀ ପବ୍ଲିସିଂ ହାଉସଦ୍ୱାରା ୧୯୩୯ ମସିହାରେ ପ୍ରକାଶିତ ହୋଇଥିଲା । ଏହି ବହିଟିର ପ୍ରଥମ ମୁଦ୍ରଣ ସମୟରେ ୧୯୩୯ ମସିହାରେ ଏହାର ମୂଲ୍ୟ ଥିଲା ଏକ ଅଣା ।

ଆହୁରି ଦେଖନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "Kuntala Kumari Sabat : A True Patriotic Litterateur and Reflection of Her Literary Works on Gandhian Movement" (PDF). Orissa Review (August 2010): 27. Retrieved 26 February 2019.
  2. Kuntaḷā Kumārī Sābata (1968). Utkaḷa Bhāratī Kuntaḷā Kumārī granthamāḷā. Kaṭaka shṭuḍeṇṭs shṭora. pp. 331–.
  3. କୁନ୍ତଳା କୁମାରୀ ସାବତ. ଗଡ଼ଜାତ କୃଷକ. ଭାରତୀ ତପୋବନ ସଙ୍ଘ, କଟକ (୧୯୩୯)