Jump to content

ନଅତୁଣ୍ଡୀ

ଉଇକିପିଡ଼ିଆ‌ରୁ
ନଅତୁଣ୍ଡୀ  
ନଅତୁଣ୍ଡୀ ବହିର ମଲାଟ
ଲେଖକକୁନ୍ତଳା କୁମାରୀ ସାବତ[]
ଭାଷାଓଡ଼ିଆ
ବିଭାଗଉପନ୍ୟାସ
ପ୍ରକାଶକମୁକୁର ପ୍ରେସ, କଟକ
ପ୍ରକାଶ ତାରିଖ୧୯୨୫
ପୃଷ୍ଠା୧୦୧

ନଅତୁଣ୍ଡୀ ଉତ୍କଳ ଭାରତୀ କୁନ୍ତଳା କୁମାରୀ ସାବତଙ୍କ[] ରଚିତ ଏକ ଓଡ଼ିଆ ଉପନ୍ୟାସ[]ମହାତ୍ମା ଗାନ୍ଧୀଙ୍କ ଗ୍ରାମ ସ୍ୱରାଜ୍ୟ ବିଷୟବସ୍ତୁକୁ ନେଇ ଉପନ୍ୟାସଟି ରଚିତ ।

ଉପନ୍ୟାସର ମୁଖ୍ୟ ଚରିତ୍ର ରତନି ଓ ତା ମା' ଗେହ୍ଲୀ, ଉଭୟଙ୍କ ବ୍ୟକ୍ତିତ୍ୱ କଳିହୁଡ଼ି । ଗାଁର ଅନ୍ୟ ମହିଳାମାନଙ୍କ ସହ ସେମାନଙ୍କର କଳହ ଏକ ନିତିଦିନିଆ କଥା । ସେଠାର ଉଦାରଚିତ ଜମିଦାର କୃଷ୍ଣଚନ୍ଦ୍ର ଜଣେ ସମାଜ ସୁଧାରକ ବ୍ୟକ୍ତି । ରତନି ପ୍ରତି ଆକର୍ଷିତ ହୋଇ, କୃଷ୍ଣଚନ୍ଦ୍ର ତାକୁ ବିବାହ କରନ୍ତି । ବିବାହ ପରେ, ରତନି ଚରିତ୍ରରେ ପରିବର୍ତ୍ତନ ଆସେ । ସେ ନିଜେ ପାଠ ପଢେ ଓ ଗ୍ରାମର ଅନ୍ୟମହିଳାମାନଙ୍କୁ ଶିକ୍ଷିତ କରାଏ । କୃଷ୍ଣଚନ୍ଦ୍ର ଓ ତାଙ୍କର ଦୁଇପତ୍ନୀ ଉମା ଓ ରଜନୀ ଉଭୟ ସ୍ୱାଧୀନତା ସଂଗ୍ରାମରେ ଝାସ ଦିଅନ୍ତି । ଉପନ୍ୟାସଟିର ଗମ୍ଭୀର ବିଷୟବସ୍ତୁ ରହିଥିଲେ ମଧ୍ୟ, ଲେଖିକା ସେଥିରେ ହାସ୍ୟ ଉପାଦାନମାନ ରଖିବାରେ ସଫଳ ହୋଇଛନ୍ତି ।[]

ଆହୁରି ଦେଖନ୍ତୁ

[ସମ୍ପାଦନା]
  1. Janaki Ballabha Mohanty (1963). Ādhunika Oḍiā sāhitya. Granthamandira.
  2. Kuntaḷā Kumārī Sābata (1969). Utkaḷa Bhāratī Kuntaḷā Kumārī granthamāḷā. Kaṭaka shṭuḍeṇṭs shṭora.
  3. କୁନ୍ତଳା କୁମାରୀ ସାବତ. ନଅତୁଣ୍ଡୀ[permanent dead link]. ମୁକୁର ପ୍ରେସ, କଟକ (୧୯୪୦)
  4. "The Novels of Kuntala Kumari Sabat" (PDF). Orissa Review (April 2008): 12. Archived from the original (PDF) on 18 October 2020. Retrieved 25 February 2019.