Jump to content

ଉଚ୍ଛ୍ୱାସ (କବିତା ସଙ୍କଳନ)

ଉଇକିପିଡ଼ିଆ‌ରୁ
ଉଚ୍ଛ୍ୱାସ (କବିତା ସଙ୍କଳନ)  
ଉଚ୍ଛ୍ୱାସ ବହିର ମଲାଟ
ଲେଖକକୁନ୍ତଳା କୁମାରୀ ସାବତ
ଭାଷାଓଡ଼ିଆ
ବିଭାଗକବିତା ସଙ୍କଳନ
ମାଧ୍ୟମ ପ୍ରକାରଛପାବହି

ଉଚ୍ଛ୍ୱାସ ଉତ୍କଳ ଭାରତୀ କୁନ୍ତଳା କୁମାରୀ ସାବତଙ୍କ ରଚିତ ଏକ ଓଡ଼ିଆ କବିତା ସଙ୍କଳନ । ଏଥିରେ ପ୍ରକାଶିତ କବିତାବଳୀ ଓଡ଼ିଆ ପତ୍ରିକା ଉତ୍କଳ ସାହିତ୍ୟରେ ପ୍ରକାଶିତ ହୋଇଥିଲା । ଏହି କବିତା ସଙ୍କଳନରେ ପ୍ରକୃତି ଚେତନା ତଥା ମାନବିକ ସମବେଦନା ଫୁଟିଉଠିଛି ।[]

ପଦାବଳୀ

[ସମ୍ପାଦନା]

ତୋହପରି କ୍ଷୁଦ୍ର ମୁହିଁ ତୋହ ପରି କ୍ଷଣିକ
ହସେ ବାସେ ରସେ ମାତ୍ର ଫୁଟି ଅଛି କ୍ଷଣିକ
ମାଟିରେ ମିଶିବୁ ତୁହି ମାଟିରେ ମିଶିବି ମୁହିଁ
ତଥାପି ମୋ ଆତ୍ମା ଫୁଲ ନଯିବ ତ ମଉଳି
ତେଣୁ ଆଶା ବହି ଦିନ କାଟେ ଗଙ୍ଗଶିଉଳୀ

ଗଙ୍ଗଶିଉଳୀ, ଉଚ୍ଛ୍ୱାସ ସଙ୍କଳନ

ଆହୁରି ଦେଖନ୍ତୁ

[ସମ୍ପାଦନା]
  1. କୁନ୍ତଳା କୁମାରୀ ସାବତ. ସ୍ଫୁଲିଙ୍ଗ Archived 2017-03-01 at the Wayback Machine.. ଭାରତୀ ତପୋବନ ସଙ୍ଘ, ଦିଲ୍ଲୀ (୧୯୨୯)