ଗଡ଼ଜାତ କୃଷକ
ଦେଖଣା
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |
ଗଡ଼ଜାତ କୃଷକ | |
---|---|
ଲେଖକ | କୁନ୍ତଳା କୁମାରୀ ସାବତ[୧] |
ଭାଷା | ଓଡ଼ିଆ |
ବିଭାଗ | କବିତା ସଙ୍କଳନ |
ପ୍ରକାଶକ | ଡା. କୃଷ୍ଣ ପ୍ରସାଦ ବ୍ରହ୍ମଚାରୀ, ଭାରତୀ ପବ୍ଲିସିଂ ହାଉସ ଏବଂ ବୁକ ଡିପୋ, କଟକ |
ପ୍ରକାଶ ତାରିଖ | ୧୯୩୯ |
ମାଧ୍ୟମ ପ୍ରକାର | ଛପାବହି |
ଗଡ଼ଜାତ କୃଷକ ଏକ ଓଡ଼ିଆ ବହି । ଏହି ବହିଟିର ରଚନା କରିଥିଲେ ଉତ୍କଳ ଭାରତୀ କୁନ୍ତଳା କୁମାରୀ ସାବତ ।[୨] ଏହି ବହିଟି ଏକ ଓଡ଼ିଆ କବିତା ସଙ୍କଳନ ।[୩] ଏହି ବହିଟିର ପ୍ରକାଶକ ଥିଲେ ଡ. କୃଷ୍ଣପ୍ରସାଦ ବ୍ରହ୍ମଚାରୀ, ଯାହାକି ଭାରତୀ ପବ୍ଲିସିଂ ହାଉସଦ୍ୱାରା ୧୯୩୯ ମସିହାରେ ପ୍ରକାଶିତ ହୋଇଥିଲା । ଏହି ବହିଟିର ପ୍ରଥମ ମୁଦ୍ରଣ ସମୟରେ ୧୯୩୯ ମସିହାରେ ଏହାର ମୂଲ୍ୟ ଥିଲା ଏକ ଅଣା ।
ଆହୁରି ଦେଖନ୍ତୁ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ "Kuntala Kumari Sabat : A True Patriotic Litterateur and Reflection of Her Literary Works on Gandhian Movement" (PDF). Orissa Review (August 2010): 27. Retrieved 26 February 2019.[permanent dead link]
- ↑ Kuntaḷā Kumārī Sābata (1968). Utkaḷa Bhāratī Kuntaḷā Kumārī granthamāḷā. Kaṭaka shṭuḍeṇṭs shṭora. pp. 331–.
- ↑ କୁନ୍ତଳା କୁମାରୀ ସାବତ. ଗଡ଼ଜାତ କୃଷକ. ଭାରତୀ ତପୋବନ ସଙ୍ଘ, କଟକ (୧୯୩୯)