ମୁଣ୍ଡା ଭାଷାସମୂହ
ଦେଖଣା
ମୁଣ୍ଡା | |
---|---|
ଭୌଗଳିକ ବିତରଣ: | ଭାରତ, ବଙ୍ଗଳାଦେଶ |
ଭାଷାଗତ ବିଭାଗୀକରଣ: | ଅଷ୍ଟ୍ରୋ-ଏସୀୟ
|
Subdivisions: |
|
ISO 639-2 / 5: | mun |
Glottolog: | mund1335[୧] |
ଭାରତରେ ମୁଣ୍ଡା ଲୋକଙ୍କ ବିତରଣ |
ମୁଣ୍ଡା ଭାଷାସମୂହ (ଇଂରାଜୀ: Munda languages) ମଧ୍ୟ ଏବଂ ପୂର୍ବ ଭାରତ ତଥା ବଙ୍ଗଳାଦେଶରେ ନଅ ମିଲିଅନ ଲୋକଙ୍କ ଦେଇ କଥିତ ଏକ ଭାଷା ପରିବାର । ସେମାନେ ଅଷ୍ଟ୍ରୋଏସୀୟ ଭାଷାସମୂହର ଖମେର ଭାଷା (କାମ୍ବୋଡ଼ିଆ) ଦୂର ସମ୍ବନ୍ଧିତ, ଅନ୍ୟାନ୍ୟ ଭିଏତନାମୀ ଭାଷା ସହ କିଛି ପରିମାଣରେ ସମ୍ବନ୍ଧିତ, ଓ ଥାଇଲାଣ୍ଡ, ଲାଓସ ଏବଂ ଦକ୍ଷିଣ ଚୀନର କିଛି ଅଳ୍ପ କଥିତ ଭାଷା ସହ ଏକ ଶାଖା । ମୁଣ୍ଡା ଭାଷାର ଆରମ୍ବ ଅଜଣା । ତେବେ ପୂର୍ବ ଭାରତର ଅନ୍ୟାନ୍ୟ ଭାଷା ସହ ଏହା ସମ୍ବନ୍ଧିତ । ହୋ, ଭୂମିଜ, ମୁଣ୍ଡାରୀଏବଂ ସାନ୍ତାଳୀ ଏହି ପରିବାରର ମୁଖ୍ୟ ଭାଷା । [୨] [୩]
ଭାଷାପରିବାରଟି ଦୁଇ ଭାଗରେ ବିଭକ୍ତ: ଉତ୍ତର ମୁଣ୍ଡା (ଝାଡ଼ଖଣ୍ଡ, ଛତିଶଗଡ଼, ପଶ୍ଚିମବଙ୍ଗ ଏବଂ ଓଡ଼ିଶାର ଛୋଟନାଗପୁର ମାଳଭୂମିରେ କଥିତ), ଏବଂ ଦକ୍ଷିଣ ମୁଣ୍ଡା (ମଧ୍ୟ ଓଡ଼ିଶା ଓ ଆନ୍ଧ୍ର ପ୍ରଦେଶର ସୀମାରେ କଥିତ) । [୪][୫]
ଆଧାର
[ସମ୍ପାଦନା]- ↑ Hammarström, Harald; Forkel, Robert; Haspelmath, Martin, eds. (2017). "ମୁଣ୍ଡା". Glottolog 3.0. Jena, Germany: Max Planck Institute for the Science of Human History.
{{cite book}}
: External link in
(help); Unknown parameter|chapterurl=
|chapterurl=
ignored (|chapter-url=
suggested) (help) - ↑ Pinnow, Heinz-Jurgen. "A comparative study of the verb in Munda language" (PDF). Sealang.com. Retrieved 22 March 2015.
- ↑ Daladier, Anne. "Kinship and Spirit Terms Renewed as Classifiers of "Animate" Nouns and Their Reduced Combining Forms in Austroasiatic". elanguage.net. Elanguage. Retrieved 22 March 2015.
- ↑ Bhattacharya, S. (1975). Munda studies: A new classification of Munda. Indo-Iranian Journal, Volume 17, Issue 1, pages 97 – 101. p. 75-101. ISBN 1572-8536. Retrieved 22 March 2015.
{{cite book}}
: Check|isbn=
value: length (help) - ↑ "Munda languages". www.languagesgulper.com. Retrieved 22 March 2015.