ଖରିଆ ଭାଷା

ଉଇକିପିଡ଼ିଆ‌ରୁ
Kharia
ଅଞ୍ଚଳଭାରତ (ଝାଡ଼ଖଣ୍ଡ, ଛତିଶଗଡ଼, ଓଡ଼ିଶା, ପଶ୍ଚିମବଙ୍ଗ, ଆସାମ, ତ୍ରିପୁରା, ଆଣ୍ଡମାନ ଓ ନିକୋବର ଦ୍ୱୀପପୁଞ୍ଜ), ନେପାଳ
ମାତୃଭାଷୀ
ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" ।[୧]
ଭାଷା କୋଡ୍
ISO ୬୩୯-୩khr
ELPKharia

ଖରିଆ ଭାଷା(autonym: kʰaɽija or kʰeɽija[୨])ପୂର୍ବ ଭାରତର ମୁଣ୍ଡା ଜନଜାତିର ଲୋକ ବ୍ୟବହାର କରୁଥିବା ଏକ ଭାଷା । 

ଶ୍ରେଣୀବିଭାଗ [ସମ୍ପାଦନା]

ଖରିଆ ଭାଷା ମୁଣ୍ଡା ଭାଷା ପରିବାରର ଖରିଆ- ଜୁଆଙ୍ଗ ଶାଖା । ଏହା ଜୁଆଙ୍ଗ ଭାଷା ସହ ଅନେକ ସମାଞ୍ଜସ୍ୟ ରଖିଥାଏ । ତେବେ ଖରିଆ ଓ ଜୁଆଙ୍ଗ ଦୁଇଟି ଭିନ୍ନ ପ୍ରକାର ଭେଦ । ମୁଣ୍ଡା ଭାଷା ସମୂହ ପରିବାରରେ ଖରିଆ ଓ ଜୁଆଙ୍ଗକୁ ଏକ ଉପଶ୍ରେଣୀ ଭାବରେ ରଖାଯାଇଥାଏ । ତେବେ ଅତି ପ୍ରାଚୀନ ଶ୍ରେଣୀବିଭାଗରେ ଏହାକୁ କେନ୍ଦ୍ରୀୟ ମୁଣ୍ଡା ଭାଷାର ଏକ ସ୍ୱାଧୀନ ପ୍ରଜାତି ଭାଷା ବୋଲି କୁହାଯାଇଥାଏ । 

ଖରିଆ ଭାଷାର ମୁଣ୍ଡରୀ, କୁରୁଖ, ହିନ୍ଦୀ ଓ ଓଡ଼ିଆ ଭାଷା ସହ ସମ୍ପର୍କ ରହିଥାଏ । 

ବିସ୍ତାରଣ [ସମ୍ପାଦନା]

ଖରିଆ ଭାଷା କହୁଥିବା ଲୋକ ଏହି ରାଜ୍ୟ ମାନଙ୍କରେ ରହିଥିବାର ଜଣାଯାଏ , 

  • ଝାଡ଼ଖଣ୍ଡ 
    • ଶିମୋଗା ଜିଲ୍ଲା
    • ଗୁମଳା ଜିଲ୍ଲା
  • ଛତିଶଗଡ଼ 
    • ସରଗୁଜା ଜିଲ୍ଲା 
    • ରାୟଗଡ଼ ଜିଲ୍ଲା 
  • ଓଡ଼ିଶା 
    • ସୁନ୍ଦରଗଡ଼ ଜିଲ୍ଲା 

ଆଧାର [ସମ୍ପାଦନା]

  1. Kharia at Ethnologue (18th ed., 2015)
  2. Peterson, John. 2008.
  • Gagan Chandra Banerjee (1894). Introduction to the Khariā Language. Bengal Secretariat Press. Retrieved 25 August 2012.
  • Peterson, John. 2008. "Kharia". In Anderson, Gregory D.S (ed). The Munda languages, 434-507. Routledge Language Family Series 3.New York: Routledge. ISBN 0-415-32890-X.

ବାହାର ଲିଙ୍କ [ସମ୍ପାଦନା]