ଓପିକାପୋନ
Clinical data | |
---|---|
Trade names | Ongentys |
Synonyms | BIA 9-1067 |
AHFS/Drugs.com | monograph |
data | |
Pregnancy category | |
Routes of administration | By mouth (capsules) |
Legal status | |
Legal status | |
Pharmacokinetic data | |
Bioavailability | ~20% |
Protein binding | 99.9% |
Metabolism | Mainly sulfation, also reduction, glucuronidation, methylation |
Elimination half-life | 0.7 to 3.2 hours |
Duration of action | >24 hours |
Excretion | Feces (67%), urine (13%) |
Identifiers | |
| |
Chemical and physical data | |
Formula | C15H10Cl2N4O6 |
Molar mass | ୪୧୩.୧୭ g·mol−1 |
3D model (JSmol) | |
| |
|
ଓପିକାପୋନ (ଇଂରାଜୀ ଭାଷାରେ Opicapone), ଓଙ୍ଗିକାଣ୍ଟସ୍ ଏହାର ଏକ ବିକ୍ରୟ ନାମ, ଏକ ଔଷଧ ଯାହା ପାର୍କିନ୍ସନ୍ ରୋଗ ପାଇଁ ଲେଭୋଡୋପା/କାର୍ବିଡୋପା ସହିତ ବ୍ୟବହୃତ ହୁଏ ।[୨] [୫] ନିର୍ଦ୍ଦିଷ୍ଟ ଭାବରେ ଏହା ଲେଭୋଡୋପର ପୁର୍ବବର୍ତ୍ତୀ ମାତ୍ରା ଦେବା ପୂର୍ବରୁ ଚଳପ୍ରଚଳ (motor function) କାର୍ଯ୍ୟରେ ଅସ୍ଥିରତାର ପରିବର୍ତ୍ତନ ପାଇଁ ବ୍ୟବହୃତ ହୁଏ ।[୬] ଉପକାରଗୁଡ଼ିକ ଏଣ୍ଟାକାପୋନ ସହିତ ସମାନ ।[୫] ଏହା ପାଟିରେ ଦିଆଯାଏ ।[୨]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଗତି ନିୟନ୍ତ୍ରଣ କରିବାରେ ଅସୁବିଧା (ଡିସକାଇନେସିଆ) ଅନ୍ତର୍ଭୁକ୍ତ | [୨] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ କୋଷ୍ଠକାଠିନ୍ୟ, ନିମ୍ନ ରକ୍ତଚାପ, ଓଜନ ହ୍ରାସ ଏବଂ ମାଂସପେଶୀ ଭାଙ୍ଗିବା ଅନ୍ତର୍ଭୁକ୍ତ ହୋଇପାରେ ।[୫] ଏହା ଲେଭୋଡୋପାର ପ୍ରଭାବକୁ ବୃଦ୍ଧି କରିବା ଫଳରେ ମସ୍ତିଷ୍କର କିଛି ଅଂଶର ଗତି ଏବଂ ସମନ୍ୱୟକୁ ଡୋପାମିନ୍ ନିୟନ୍ତ୍ରଣ କରେ ।[୨] ଲେଭୋଡୋପା ଭାଙ୍ଗିବାରେ ଜଡିତ କାଟେକୋଲ-ଓ-ମିଥାଇଲଟ୍ରାନ୍ସଫରେଜ ନାମକ ଏକ ଏନଜାଇମକୁ ଏହା ଅବରୋଧ କରିଥାଏ | [୨]
୨୦୧୬ ମସିହାରେ ୟୁରୋପରେ ଏବଂ ୨୦୨୦ରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଓପିକାପୋ ଅନୁମୋଦିତ ହୋଇଥିଲା ।[୨] [୫] ଯୁକ୍ତରାଜ୍ୟରେ ୨୦୨୧ ସୁଦ୍ଧା ଏକ ମାସର ଔଷଧର ମୂଲ୍ୟ ୯୪ ପାଉଣ୍ଡ ଥିଲା ।[୬] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୬୩୦ ଡଲାର ଅଟେ ।[୭]
ଆଧାର
[ସମ୍ପାଦନା]- ↑ "Archive copy" (PDF). Archived (PDF) from the original on 13 June 2021. Retrieved 13 June 2021.
{{cite web}}
: CS1 maint: archived copy as title (link) - ↑ ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ "Ongentys EPAR". European Medicines Agency. Archived from the original on 9 May 2020. Retrieved 28 April 2020. Text was copied from this source which is © European Medicines Agency. Reproduction is authorized provided the source is acknowledged.
- ↑ "Ongentys 50 mg hard capsules - Summary of Product Characteristics (SmPC)". (emc). 18 July 2019. Archived from the original on 4 June 2020. Retrieved 28 April 2020.
- ↑ "Ongentys- opicapone capsule". DailyMed. 24 April 2020. Archived from the original on 25 October 2021. Retrieved 30 September 2020.
- ↑ ୫.୦ ୫.୧ ୫.୨ ୫.୩ "Opicapone Monograph for Professionals". Drugs.com (in ଇଂରାଜୀ). Archived from the original on 22 June 2020. Retrieved 8 November 2021.
- ↑ ୬.୦ ୬.୧ BNF 81: March-September 2021. BMJ Group and the Pharmaceutical Press. 2021. p. 433. ISBN 978-0857114105.
- ↑ "Ongentys Prices, Coupons & Patient Assistance Programs". Drugs.com (in ଇଂରାଜୀ). Retrieved 8 November 2021.