ଏଣ୍ଟାକାପୋନ
| Clinical data | |
|---|---|
| Pronunciation | /ˌɛntəkəˈpoʊn/ or /ɛnˈtækəpoʊn/ |
| Trade names | Comtan, Comtess, others |
| AHFS/Drugs.com | monograph |
| MedlinePlus | a601236 |
| data |
|
| Pregnancy category | |
| Routes of administration | By mouth |
| Legal status | |
| Legal status | |
| Pharmacokinetic data | |
| Bioavailability | 35% |
| Protein binding | 98% (binds to serum albumin) |
| Metabolism | Liver |
| Elimination half-life | 0.4–0.7 hours |
| Excretion | Feces (90%), urine (10%) |
| Identifiers | |
| |
| ECHA InfoCard | 100.128.566 |
| Chemical and physical data | |
| Formula | C14H15N3O5 |
| Molar mass | ୩୦୫.୨୯ g·mol−1 |
| 3D model (JSmol) | |
| |
| |
| (verify) | |
ଏଣ୍ଟାକାପୋନ, ଅନ୍ୟମାନଙ୍କ ମଧ୍ୟରେ ଏକ ବିକ୍ରୟ ନାମ କୋମଟାନ ଏକ ଔଷଧ ଯାହା ପାର୍କିନ୍ସନ୍ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୧] ଏହା ଲେଭୋଡୋପା/କାର୍ବିଡୋପା ପ୍ରଭାବ କମିଯିବା ପୂର୍ବରୁ ବ୍ୟବହୃତ ହୁଏ ।[୧] ଏହା ପାଟିରେ ଦିଆଯାଏ ।[୨]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଅନିୟନ୍ତ୍ରିତ ଗତିବିଧି, ବାନ୍ତି, ଏବଂ ପରିସ୍ରା ରଙ୍ଗର ପରିବର୍ତ୍ତନ ହୋଇଥାଏ ।[୩] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ପେଟ ଯନ୍ତ୍ରଣା, ଜୁଆ ଖେଳିବାକୁ ଇଚ୍ଛା, ଶୋଇବା, ପ୍ରୋଷ୍ଟେଟ କର୍କଟ, ଛିଡା ହେବା ସହିତ ନିମ୍ନ ରକ୍ତଚାପ ଏବଂ ହାଲୁସିନେସନ୍ ଅନ୍ତର୍ଭୁକ୍ତ ହୋଇପାରେ ।[୧] ଏହା ଲେଭୋଡୋପା, କ୍ୟାଟେକୋଲ-ଓ-ମିଥାଇଲଟ୍ରାନ୍ସଫ୍ରେଜ୍ (COMT)କୁ ଭାଙ୍ଗୁଥିବା ଏନଜାଇମକୁ ଅବରୋଧ କରି କାର୍ଯ୍ୟକ୍ଷମ ହୁଏ ।[୩]
୧୯୯୮ ମସିହାରେ ୟୁରୋପରେ ଏବଂ ୧୯୯୯ରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଏଣ୍ଟାକାପୋନ୍ ଅନୁମୋଦିତ ହୋଇଥିଲା ।[୧] [୩] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ | [୨] ଯୁକ୍ତରାଜ୍ୟରେ ୨୦୦ ମିଗ୍ରାର ୧୦୦ ଟାବଲେଟ୍ ମୂଲ୍ୟ ୨୦୨୧ ସୁଦ୍ଧା ପ୍ରାୟ ୧୬ ପାଉଣ୍ଡ ଥିଲା ।[୨] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୪୦ ଡଲାର ଅଟେ ।[୪]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ "Entacapone Monograph for Professionals". Drugs.com (in ଇଂରାଜୀ). Archived from the original on 8 May 2021. Retrieved 15 December 2021.
- ↑ ୨.୦ ୨.୧ ୨.୨ BNF 81: March-September 2021. BMJ Group and the Pharmaceutical Press. 2021. p. 433. ISBN 978-0857114105.
- ↑ ୩.୦ ୩.୧ ୩.୨ "Comtess". Archived from the original on 12 November 2020. Retrieved 15 December 2021.
- ↑ "Entacapone Prices and Entacapone Coupons - GoodRx". GoodRx. Retrieved 15 December 2021.