ଓଡ଼ିଶାର ନିର୍ବାଚନଗୁଡ଼ିକ

ଉଇକିପିଡ଼ିଆ‌ରୁ

ମୁଖ୍ୟ ରାଜନୈତିକ ଦଳଗୁଡ଼ିକ[ସମ୍ପାଦନା]

ଓଡ଼ିଶାର ଲୋକ ସଭା ଫଳାଫଳ[ସମ୍ପାଦନା]

  • ୧୯୫୧-୫୨: ମୋଟ: ୨୦. କଂଗ୍ରେସ: ୧୧, GP: ୬
  • ୧୯୫୭: ମୋଟ: ୨୦.
  • ୧୯୬୨: ମୋଟ: ୨୦.
  • ୧୯୬୭: ମୋଟ: ୨୦. ସ୍ୱତନ୍ତ୍ର : ୮, କଂଗ୍ରେସ: ୬, PSP: ୪, SSP: ୧, ସ୍ୱାଧୀନ: ୧
  • ୧୯୭୧: ମୋଟ: ୨୦. କଂଗ୍ରେସ: ୧୫, ସ୍ୱତନ୍ତ୍ର: ୩, ସିପିଆଇ: ୧
  • ୧୯୭୭: ମୋଟ: ୨୧. ଜନତା ପାର୍ଟି + CPM = ୧୫+୧ = ୧୬, କଂଗ୍ରେସ: ୪
  • ୧୯୮୦: ମୋଟ: ୨୧. କଂଗ୍ରେସ: ୨୦, Janata (S): ୧ (ବିଜୁ ପଟ୍ଟନାୟକ)
  • ୧୯୮୪: ମୋଟ: ୨୧. କଂଗ୍ରେସ: ୨୦, Janata (S): ୧ (ବିଜୁ ପଟ୍ଟନାୟକ)
  • ୧୯୯୬: ମୋଟ: ୨୧. କଂଗ୍ରେସ: ୧୭; ଜନତା ଦଳ : ୩ (ବିଜୁ ପଟ୍ଟନାୟକ + ୨ more)
  • ୧୯୯୮: ମୋଟ: ୨୧. ବିଜେଡି+ବିଜେପି: ୯+୭ = ୧୬; କଂଗ୍ରେସ: ୫
  • ୧୯୯୯: ମୋଟ: ୨୧. ବିଜେଡି+ବିଜେପି: ୧୦+୯ = ୧୯; କଂଗ୍ରେସ: ୨
  • ୨୦୦୪: ମୋଟ: ୨୧. ବିଜେଡି+ବିଜେପି: ୧୧+୭ = ୧୮; କଂଗ୍ରେସ: ୨; JMM (ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା): ୧
  • ୨୦୦୯: ମୋଟ: ୨୧. ବିଜେଡି: ୧୪, କଂଗ୍ରେସ: ୬, ସିପିଆଇ: ୧
  • ୨୦୧୪: ମୋଟ: ୨୧. ବିଜୁ ଜନତା ଦଳ: ୨୦, ବିଜେପି: ୧, କଂଗ୍ରେସ: ୦
  • ୨୦୧୯: ମୋଟ: ୨୧. ବିଜୁ ଜନତା ଦଳ: ୧୨, ବିଜେପି: ୮, କଂଗ୍ରେସ: ୧

ଓଡ଼ିଶାର ବିଧାନ ସଭା ଫଳାଫଳ[ସମ୍ପାଦନା]

୧୯୫୧-୫୨[ସମ୍ପାଦନା]

ମୁଖ୍ୟମନ୍ତ୍ରୀଗଣ: ନବକୃଷ୍ଣ ଚୌଧୁରୀ, ହରେକୃଷ୍ଣ ମହତାବ (ଉଭୟ କଂଗ୍ରେସ)

ପାର୍ଟି ପ୍ରାର୍ଥୀ ସଂଖ୍ୟା ନିର୍ବାଚିତ ପ୍ରାର୍ଥୀ ସଂଖ୍ୟା ଭୋଟ ସଂଖ୍ୟା %
ଭାରତୀୟ ଜାତୀୟ କଂଗ୍ରେସ ୧୩୫ ୬୭ ୧୩୯୨୫୦୧ ୩୭,୮୭%
ସର୍ବଭାରତୀୟ ଗଣତନ୍ତ୍ର ପରିଷଦ ୫୮ ୩୧ ୭୫୩୬୮୫ ୨୦,୫୦%
ସୋସିଆଲିଷ୍ଟ ପାର୍ଟି ଅଫ ଇଣ୍ଡିଆ ୭୯ ୧୦ ୪୩୨୭୩୧ ୧୧,୭୭%
ଭାରତୀୟ କମ୍ୟୁନିଷ୍ଟ ପାର୍ଟି ୩୩ ୨୦୬୭୫୭ ୫,୬୨%
କିଷାନ ମଜଦୁର ପ୍ରଜା ପାର୍ଟି ୧୬୯୪୮ ୦,୪୬%
ଅଲ ଇଣ୍ଡିଆ ଫରୱାର୍ଡ଼ ବ୍ଲକ ୧୨୮୭୪ ୦,୩୫%
ପିପଲ୍ସ ଇଂଡିପେଣ୍ଡେଣ୍ଟ ପାର୍ଟି ୧୧୮୯୫ ୦,୩୨%
ଫରୱାର୍ଡ଼ ବ୍ଲକ (ରୁଈକର) ୨୭୭୯ ୦,୦୮%
ପୁରୁଷରଥୀ ପଞ୍ଚାୟତ ୧୮୪୧ ୦,୦୫%
ରାଡିକାଲ ଡେମୋକ୍ରାଟିକ ପାର୍ଟି ୧୫୮୯ ୦,୦୪%
ସ୍ୱାଧୀନ ୨୦୪ ୨୪ ୮୪୩୪୪୬ ୨୨,୯୪%
ମୋଟ: ୫୨୨ ୧୪୦ ୩୬୭୭୦୪୬

୧୯୫୭[ସମ୍ପାଦନା]

ମୁଖ୍ୟମନ୍ତ୍ରୀଗଣ: ହରେକୃଷ୍ଣ ମହତାବ (କଂଗ୍ରେସ)

ପାର୍ଟି ପ୍ରାର୍ଥୀ ସଂଖ୍ୟା ନିର୍ବାଚିତ ପ୍ରାର୍ଥୀ ସଂଖ୍ୟା ଭୋଟ ସଂଖ୍ୟା %
ଭାରତୀୟ ଜାତୀୟ କଂଗ୍ରେସ ୧୪୦ ୫୬ ୧୬୨୮୧୮୦ ୩୮,୨୬%
ସର୍ବଭାରତୀୟ ଗଣତନ୍ତ୍ର ପରିଷଦ ୧୦୮ ୫୧ ୧୨୨୩୦୧୪ ୨୮,୭୪%
ପ୍ରଜା ସୋସିଆଲିଷ୍ଟ ପାର୍ଟି ୪୬ ୧୧ ୪୪୨୫୦୮ ୧୦,୪୦%
ଭାରତୀୟ କମ୍ୟୁନିଷ୍ଟ ପାର୍ଟି ୪୩ ୩୫୭୬୫୯ ୮,୪୦%
ସ୍ୱାଧୀନ ୧୭୧ ୬୦୪୬୫୨ ୧୪,୨୧%
ମୋଟ: ୫୦୮ ୧୪୦ ୪୨୫୬୦୧୩

୧୯୬୧[ସମ୍ପାଦନା]

ମୁଖ୍ୟମନ୍ତ୍ରୀଗଣ: ବିଜୁ ପଟ୍ଟନାୟକ, ବୀରେନ ମିତ୍ର, ସଦାଶିବ ତ୍ରିପାଠୀ (ସମସ୍ତେ କଂଗ୍ରେସରୁ)

ପାର୍ଟି ପ୍ରାର୍ଥୀ ସଂଖ୍ୟା ନିର୍ବାଚିତ ପ୍ରାର୍ଥୀ ସଂଖ୍ୟା ଭୋଟ ସଂଖ୍ୟା %
ଭାରତୀୟ ଜାତୀୟ କଂଗ୍ରେସ ୧୪୦ ୮୨ ୧୨୬୯୦୦୦ ୪୩,୨୮%
ସର୍ବଭାରତୀୟ ଗଣତନ୍ତ୍ର ପରିଷଦ ୧୨୧ ୩୭ ୬୫୫୦୯୯ ୨୨,୩୪%
ପ୍ରଜା ସୋସିଆଲିଷ୍ଟ ପାର୍ଟି ୪୩ ୧୦ ୩୨୨୩୦୫ ୧୦,୯୯%
ଭାରତୀୟ କମ୍ୟୁନିଷ୍ଟ ପାର୍ଟି ୩୫ ୨୩୩୯୭୧ ୭,୯୮%
ଝାଡ଼ଖଣ୍ଡ ପାର୍ଟି ୨୫୬୦୨ ୦,୮୭%
ସ୍ୱାଧୀନ ୧୮୭ ୪୨୬୩୦୨ ୧୪,୫୪%
ମୋଟ: ୫୩୫ ୧୪୦ ୨୯୩୨୨୭୯

୧୯୬୭[ସମ୍ପାଦନା]

Chief Minister: ରାଜେନ୍ଦ୍ର ନାରାୟଣ ସିଂହଦେଓ (ସ୍ୱତନ୍ତ୍ର ପାର୍ଟି)

ପାର୍ଟି ପ୍ରାର୍ଥୀ ସଂଖ୍ୟା ନିର୍ବାଚିତ ପ୍ରାର୍ଥୀ ସଂଖ୍ୟା ଭୋଟ ସଂଖ୍ୟା %
ଭାରତୀୟ ଜାତୀୟ କଂଗ୍ରେସ ୧୪୧ ୩୧ ୧୨୩୫୧୪୯ ୩୦,୬୬%
ସ୍ୱତନ୍ତ୍ର ପାର୍ଟି ୧୦୧ ୪୯ ୯୦୯୪୨୧ ୨୨,୫୮%
ଓଡ଼ିଶା ଜନ କଂଗ୍ରେସ ୪୭ ୨୬ ୫୪୨୭୩୪ ୧୩,୪୭%
ପ୍ରଜା ସୋସିଆଲିଷ୍ଟ ପାର୍ଟି ୩୩ ୨୧ ୪୯୩୭୫୦ ୧୨,୨୬%
ଭାରତୀୟ କମ୍ୟୁନିଷ୍ଟ ପାର୍ଟି ୩୧ ୨୧୧୯୯୯ ୫,୨୬%
ସଙ୍ଗଠ ସୋସିଆଲିଷ୍ଟ ପାର୍ଟି ୬୧୪୨୬ ୧,୫୨%
ଭାରତୀୟ କମ୍ୟୁନିଷ୍ଟ ପାର୍ଟି (Marxist) ୧୦ ୪୬୫୯୭ ୧,୧୬%
ଭାରତୀୟ ଜନ ସଂଘ ୧୯ ୨୧୭୮୮ ୦,୫୪%
ସ୍ୱାଧୀନ ୨୧୨ ୫୦୫୩୯୪ ୧୨,୫୫%
ମୋଟ: ୬୦୩ ୧୪୦ ୪୦୨୮୨୫୮

୧୯୭୧[ସମ୍ପାଦନା]

ପାର୍ଟି ପ୍ରାର୍ଥୀ ସଂଖ୍ୟା ନିର୍ବାଚିତ ପ୍ରାର୍ଥୀ ସଂଖ୍ୟା ଭୋଟ ସଂଖ୍ୟା %
ଭାରତୀୟ ଜାତୀୟ କଂଗ୍ରେସ (ଇନ୍ଦିରା) ୧୨୯ ୫୧ ୧୨୪୦୬୬୮ ୨୮,୧୮%
ଉତ୍କଳ କଂଗ୍ରେସ ୧୩୯ ୩୩ ୧୦୫୫୮୨୬ ୨୩,୯୯%
ସ୍ୱତନ୍ତ୍ର ପାର୍ଟି ୧୧୫ ୩୬ ୭୬୭୮୧୫ ୧୭,୪୪%
ପ୍ରଜା ସୋସିଆଲିଷ୍ଟ ପାର୍ଟି ୫୦ ୨୬୭୭୬୮ ୬,୦୮%
ଓଡ଼ିଶା ଜନ କଂଗ୍ରେସ ୬୬ ୨୨୭୦୫୬ ୫,୧୬%
ଭାରତୀୟ କମ୍ୟୁନିଷ୍ଟ ପାର୍ଟି ୨୯ ୨୧୦୮୧୧ ୪,୭୯%
ଭାରତୀୟ ଜାତୀୟ କଂଗ୍ରେସ (Organization) ୫୦ ୭୯୪୬୦ ୧,୮୧%
All India ଝାଡ଼ଖଣ୍ଡ ପାର୍ଟି ୧୪ ୭୨୨୯୧ ୧,୬୪%
Samyukta Socialist ପାର୍ଟି ୧୫ ୫୩୨୭୧ ୧,୨୧%
ଭାରତୀୟ କମ୍ୟୁନିଷ୍ଟ ପାର୍ଟି (Marxist) ୧୧ ୫୨୭୮୫ ୧,୨୦%
ଭାରତୀୟ ଜନ ସଂଘ ୨୧ ୩୦୮୨୪ ୦,୭୦%
ଅଲ ଇଣ୍ଡିଆ ଫରୱାର୍ଡ଼ ବ୍ଲକ ୮୩୯୩ ୦,୧୯%
Socialist Unity Centre of India ୨୦୯୩ ୦,୦୫%
ବିହାର ପ୍ରାନ୍ତ ହୁଲ ଝାଡ଼ଖଣ୍ଡ ୫୩୨ ୦,୦୧%
ସ୍ୱାଧୀନ ୧୯୦ ୩୩୨୩୨୭ ୭,୫୫%
ମୋଟ: ୮୩୫ ୧୪୦ ୪୪୦fdlkvnslkdnvlkw

୧୯୭୪[ସମ୍ପାଦନା]

ପାର୍ଟି ପ୍ରାର୍ଥୀ ସଂଖ୍ୟା ନିର୍ବାଚିତ ପ୍ରାର୍ଥୀ ସଂଖ୍ୟା ଭୋଟ ସଂଖ୍ୟା %
ଭାରତୀୟ ଜାତୀୟ କଂଗ୍ରେସ (Indira) ୧୩୫ ୬୯ ୨୧୫୨୮୧୮ ୩୭,୪୪%
ଉତ୍କଳ କଂଗ୍ରେସ ୯୫ ୩୫ ୧୫୨୧୦୬୪ ୨୬,୪୫%
ସ୍ୱତନ୍ତ୍ର ପାର୍ଟି ୫୬ ୨୧ ୬୯୪୪୭୩ ୧୨,୦୮%
ଭାରତୀୟ କମ୍ୟୁନିଷ୍ଟ ପାର୍ଟି ୧୪ ୨୭୯୭୩୮ ୪,୮୭%
Socialist ପାର୍ଟି ୧୭ ୧୦୧୭୮୯ ୧,୭୭%
ଭାରତୀୟ କମ୍ୟୁନିଷ୍ଟ ପାର୍ଟି (Marxist) ୬୭୬୦୦ ୧,୧୮%
ଓଡ଼ିଶା ଜନ କଂଗ୍ରେସ ୪୨ ୬୭୧୬୯ ୧,୧୭%
ଝାଡ଼ଖଣ୍ଡ ପାର୍ଟି ୧୨ ୩୪୭୮୬ ୦,୬୦%
ଭାରତୀୟ ଜାତୀୟ କଂଗ୍ରେସ (Organization) ୧୭ ୨୯୧୦୩ ୦,୫୧%
ଭାରତୀୟ ଜନ ସଂଘ ୧୨ ୨୩୩୩୫ ୦,୪୧%
All India ଝାଡ଼ଖଣ୍ଡ ପାର୍ଟି ୧୫୩୬୦ ୦,୨୭%
Socialist Unity Centre of India ୧୦୨୧୪ ୦,୧୮%
ଅଲ ଇଣ୍ଡିଆ ଫରୱାର୍ଡ଼ ବ୍ଲକ ୧୦୮୦ ୦,୦୨%
Revolutionary ଭାରତୀୟ କମ୍ୟୁନିଷ୍ଟ ପାର୍ଟି ୪୭୮ ୦,୦୧%
ସ୍ୱାଧୀନ ୨୯୯ ୭୫୦୮୧୮ ୧୩,୦୬%
ମୋଟ: ୭୨୨ ୧୪୬ ୫୭୪୯୮୨୫

୧୯୭୭[ସମ୍ପାଦନା]

ପାର୍ଟି ପ୍ରାର୍ଥୀ ସଂଖ୍ୟା ନିର୍ବାଚିତ ପ୍ରାର୍ଥୀ ସଂଖ୍ୟା ଭୋଟ ସଂଖ୍ୟା %
ଜନତା ପାର୍ଟି ୧୪୭ ୧୧୦ ୨୫୨୭୭୮୭ ୪୯,୧୭%
ଭାରତୀୟ ଜାତୀୟ କଂଗ୍ରେସ (Indira) ୧୪୬ ୨୬ ୧୫୯୪୫୦୫ ୩୧,୦୨%
ଭାରତୀୟ କମ୍ୟୁନିଷ୍ଟ ପାର୍ଟି ୨୫ ୧୮୩୪୮୫ ୩,୫୭%
ଭାରତୀୟ କମ୍ୟୁନିଷ୍ଟ ପାର୍ଟି (Marxist) ୪୫୨୧୯ ୦,୮୮%
ଝାଡ଼ଖଣ୍ଡ ପାର୍ଟି ୧୦ ୨୫୦୦୨ ୦,୪୯%
Socialist Unity Centre of India ୧୮୭୭୩ ୦,୩୭%
All India ଝାଡ଼ଖଣ୍ଡ ପାର୍ଟି ୭୨୩୩ ୦,୧୪%
ସ୍ୱାଧୀନ ୨୬୪ ୭୩୮୫୪୫ ୧୪,୩୭%
ମୋଟ: ୬୦୪ ୧୪୭ ୫୧୪୦୫୪୯

୧୯୮୦[ସମ୍ପାଦନା]

ପାର୍ଟି ପ୍ରାର୍ଥୀ ସଂଖ୍ୟା ନିର୍ବାଚିତ ପ୍ରାର୍ଥୀ ସଂଖ୍ୟା ଭୋଟ ସଂଖ୍ୟା %
ଭାରତୀୟ ଜାତୀୟ କଂଗ୍ରେସ (Indira) ୧୪୭ ୧୧୮ ୩୦୩୭୪୮୭ ୪୭,୭୮%
ଜନତା ପାର୍ଟି (Secular) - Ch. Charan Singh ୧୧୦ ୧୩ ୧୨୩୮୭୪୫ ୧୯,୪୯%
ଭାରତୀୟ ଜାତୀୟ କଂଗ୍ରେସ (Urs) ୯୮ ୪୪୬୮୧୮ ୭,୦୩%
ଭାରତୀୟ କମ୍ୟୁନିଷ୍ଟ ପାର୍ଟି ୨୭ ୩୨୩୪୧୧ ୫,୦୯%
ଜନତା ପାର୍ଟି ୩୧ ୨୬୨୯୦୩ ୪,୧୪%
ଭାରତୀୟ କମ୍ୟୁନିଷ୍ଟ ପାର୍ଟି (Marxist) ୧୪ ୧୨୭୫୨୪ ୨,୦୧%
ଭାରତୀୟ ଜନତା ପାର୍ଟି ୨୮ ୮୬୪୨୧ ୧,୩୬%
Socialist Unity Centre of India ୩୬୨୨୬ ୦,୫୭%
ଝାଡ଼ଖଣ୍ଡ ପାର୍ଟି ୧୮ ୩୪୭୮୨ ୦,୫୫%
ଅଲ ଇଣ୍ଡିଆ ଫରୱାର୍ଡ଼ ବ୍ଲକ ୩୯୮୭ ୦,୦୬%
ଜନତା ପାର୍ଟି (Secular) - Raj Narain ୨୯୮୪ ୦,୦୫%
Revolutionary Socialist ପାର୍ଟି ୬୩୦ ୦,୦୧%
ସ୍ୱାଧୀନ ୨୪୮ ୭୫୫୦୮୭ ୧୧,୮୮%
ମୋଟ: ୭୩୬ ୧୪୭ ୬୩୫୭୦୦୫

୧୯୮୫[ସମ୍ପାଦନା]

ପାର୍ଟି ପ୍ରାର୍ଥୀ ସଂଖ୍ୟା ନିର୍ବାଚିତ ପ୍ରାର୍ଥୀ ସଂଖ୍ୟା ଭୋଟ ସଂଖ୍ୟା %
ଭାରତୀୟ ଜାତୀୟ କଂଗ୍ରେସ ୧୪୭ ୧୧୭ ୪୦୦୭୨୫୮ ୫୧,୦୮%
ଜନତା ପାର୍ଟି ୧୪୦ ୨୧ ୨୪୦୧୫୬୬ ୩୦,୬୧%
ଭାରତୀୟ କମ୍ୟୁନିଷ୍ଟ ପାର୍ଟି ୨୭ ୨୫୯୫୦୮ ୩,୩୧%
ଭାରତୀୟ ଜନତା ପାର୍ଟି ୬୭ ୨୦୪୩୪୬ ୨,୬୦%
ଭାରତୀୟ କମ୍ୟୁନିଷ୍ଟ ପାର୍ଟି (Marxist) ୧୦ ୮୯୨୨୫ ୧,୧୪%
ଲୋକ ଦଳ ୧୮ ୨୯୭୮୨ ୦,୩୮%
ଝାଡ଼ଖଣ୍ଡ ପାର୍ଟି ୧୧ ୨୧୮୪୭ ୦,୨୮%
Suraya ପାର୍ଟି ୪୪୭୬ ୦,୦୬%
ଇଣ୍ଡିଆନ କଂଗ୍ରେସ (Socialist) ୧୪୯୦ ୦,୦୨%
ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ୧୨୩୪ ୦,୦୨%
ଇଣ୍ଡିଆନ କଂଗ୍ରେସ (J) ୪୬୮ ୦,୦୧%
ସ୍ୱାଧୀନ ୩୭୪ ୮୨୩୮୫୦ ୧୦,୫୦%
ମୋଟ: ୮୦୦ ୧୪୭ ୭୮୪୫୦୫୦

୧୯୯୦[ସମ୍ପାଦନା]

ପାର୍ଟି ପ୍ରାର୍ଥୀ ସଂଖ୍ୟା ନିର୍ବାଚିତ ପ୍ରାର୍ଥୀ ସଂଖ୍ୟା ଭୋଟ ସଂଖ୍ୟା %
ଜନତା ଦଳ ୧୩୯ ୧୨୩ ୫୮୮୪୪୪୩ ୫୩,୬୯%
ଭାରତୀୟ ଜାତୀୟ କଂଗ୍ରେସ ୧୪୫ ୧୦ ୩୨୬୪୦୦୦ ୨୯,୭୮%
ଭାରତୀୟ ଜନତା ପାର୍ଟି ୬୩ ୩୯୦୦୬୦ ୩,୫୬%
ଭାରତୀୟ କମ୍ୟୁନିଷ୍ଟ ପାର୍ଟି ୩୨୬୩୬୪ ୨,୯୮%
ଜନତା ପାର୍ଟି ୫୮ ୯୨୪୦୫ ୦,୮୪%
ଭାରତୀୟ କମ୍ୟୁନିଷ୍ଟ ପାର୍ଟି (Marxist) ୯୧୭୬୭ ୦,୮୪%
ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ୧୬ ୩୬୩୬୬ ୦,୩୩%
ବହୁଜନ ସମାଜ ପାର୍ଟି ୪୪ ୨୯୨୮୯ ୦,୨୭%
କର୍ଣ୍ଣାଟକ ଗଣ ପରିଷଦ ୮୯୧୪ ୦,୦୮%
ଝାଡ଼ଖଣ୍ଡ ପାର୍ଟି ୭୬୨୩ ୦,୦୭%
United ଭାରତୀୟ କମ୍ୟୁନିଷ୍ଟ ପାର୍ଟି ୭୨୧୩ ୦,୦୭%
ଝାଡ଼ଖଣ୍ଡ Dal ୨୮୦୪ ୦,୦୩%
West Orissa Peoples Front ୨୫୨୧ ୦,୦୨%
Orissa Khandayat Khetria Krusak ପାର୍ଟି ୨୩୪୧ ୦,୦୨%
ଇଣ୍ଡିଆନ Peoples Front ୧୭୮୩ ୦,୦୨%
Proutist Bloc of India ୧୭୬୨ ୦,୦୨%
ଅଲ ଇଣ୍ଡିଆ ଫରୱାର୍ଡ଼ ବ୍ଲକ ୧୫୭୪ ୦,୦୧%
Navabharat ପାର୍ଟି ୧୧୬୮ ୦,୦୧%
Bharatiya Krishi Udyog Sangh ୩୭୧ ୦,୦୦%
Doordarshi ପାର୍ଟି ୩୩୨ ୦,୦୦%
Bira Oriya ପାର୍ଟି ୨୭୯ ୦,୦୦%
Bharatiya Dhruba Labour ପାର୍ଟି ୨୦୮ ୦,୦୦%
ସ୍ୱାଧୀନ ୩୮୯ ୮୦୭୦୦୦ ୭,୩୬%
ମୋଟ: ୯୧୩ ୧୪୭ ୧୦୯୬୦୫୮୭

୧୯୯୫[ସମ୍ପାଦନା]

ପାର୍ଟି ପ୍ରାର୍ଥୀ ସଂଖ୍ୟା ନିର୍ବାଚିତ ପ୍ରାର୍ଥୀ ସଂଖ୍ୟା ଭୋଟ ସଂଖ୍ୟା %
ଭାରତୀୟ ଜାତୀୟ କଂଗ୍ରେସ ୧୪୬ ୮୦ ୬୧୮୦୨୩୭ ୩୯,୦୮%
ଜନତା ଦଳ ୧୪୬ ୪୬ ୫୬୦୦୮୫୩ ୩୫,୭୩%
ଭାରତୀୟ ଜନତା ପାର୍ଟି ୧୪୪ ୧୨୪୫୯୯୬ ୭,୮୮%
ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ୧୬ ୩୦୭୫୧୭ ୧,୯୪%
ଭାରତୀୟ କମ୍ୟୁନିଷ୍ଟ ପାର୍ଟି ୨୧ ୨୭୧୧୯୯ ୧,୭୧%
Samajwadi ଜନତା ପାର୍ଟି (Rashtriya) ୫୯ ୨୧୫୩୧୧ ୧,୩୬%
ଭାରତୀୟ କମ୍ୟୁନିଷ୍ଟ ପାର୍ଟି (Marxist) ୧୧ ୧୦୪୬୫୫ ୦,୬୬%
ବହୁଜନ ସମାଜ ପାର୍ଟି ୫୯ ୭୮୩୩୨ ୦,୫୦%
Samata ପାର୍ଟି ୫୫ ୫୦୮୫୨ ୦,୩୨%
ଝାଡ଼ଖଣ୍ଡ People's ପାର୍ଟି ୨୭୪୯୪ ୦,୧୭%
Odisha Communist ପାର୍ଟି ୨୫୯୧୫ ୦,୧୬%
Proutist Sarva Samaj Samiti ୧୮ ୯୦୯୦ ୦,୦୬%
ଭାରତୀୟ କମ୍ୟୁନିଷ୍ଟ ପାର୍ଟି (Marxist-Leninist) Liberation ୮୩୬୩ ୦,୦୫%
Orissa କଂଗ୍ରେସ ୧୫ ୬୩୬୩ ୦,୦୪%
ଝାଡ଼ଖଣ୍ଡ ପାର୍ଟି ୫୯୮୧ ୦,୦୪%
ଜନତା ପାର୍ଟି ୪୮୭୦ ୦,୦୩%
Doordarshi ପାର୍ଟି ୩୭୦୩ ୦,୦୨%
Kannada Paksha ୨୬୦୧ ୦,୦୨%
ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (Soren) ୧୭୦୮ ୦,୦୧%
Sirpanch Samaj ପାର୍ଟି ୯୪୫ ୦,୦୧%
Pratap ଶିବ ସେନା ୮୫୩ ୦,୦୧%
ଅଲ ଇଣ୍ଡିଆ ଫରୱାର୍ଡ଼ ବ୍ଲକ ୩୨୩ ୦,୦୦%
Sarvodaya ପାର୍ଟି ୧୮୮ ୦,୦୦%
Bharatiya Krishi Udyog Sangh ୧୭୫ ୦,୦୦%
ସ୍ୱାଧୀନ ୬୮୨ ୧୬୬୧୪୮୫ ୧୦,୫୧%
ମୋଟ: ୧୪୧୩ ୧୪୭ ୧୫୮୧୫୦୦୯

୨୦୦୦[ସମ୍ପାଦନା]

ପାର୍ଟି ପ୍ରାର୍ଥୀ ସଂଖ୍ୟା ନିର୍ବାଚିତ ପ୍ରାର୍ଥୀ ସଂଖ୍ୟା ଭୋଟ ସଂଖ୍ୟା %
ଭାରତୀୟ ଜାତୀୟ କଂଗ୍ରେସ ୧୪୫ ୨୬ ୪୭୭୦୬୫୪ ୩୩,୭୮%
ବିଜୁ ଜନତା ଦଳ ୮୪ ୬୮ ୪୧୫୧୮୯୫ ୨୯,୪୦%
ଭାରତୀୟ ଜନତା ପାର୍ଟି ୬୩ ୩୮ ୨୫୭୦୦୭୪ ୧୮,୨୦%
ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ୨୧ ୩୦୧୭୨୯ ୨,୧୪%
ଭାରତୀୟ କମ୍ୟୁନିଷ୍ଟ ପାର୍ଟି ୨୯ ୧୭୨୩୯୮ ୧,୨୨%
ବହୁଜନ ସମାଜ ପାର୍ଟି ୧୦୫ ୧୬୨୧୮୪ ୧,୧୫%
ଜନତା ଦଳ (Secular) ୨୪ ୧୧୮୯୭୮ ୦,୮୪%
ଅଲ ଇଣ୍ଡିଆ ତୃଣମୂଳ କଂଗ୍ରେସ ୩୬ ୧୧୦୦୫୬ ୦,୭୮%
ଭାରତୀୟ କମ୍ୟୁନିଷ୍ଟ ପାର୍ଟି (Marxist) ୧୫ ୧୦୯୨୫୬ ୦,୭୭%
ଜନତା ଦଳ (United) ୪୮୧୩୫ ୦,୩୪%
ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି ୩୧ ୩୪୯୮୬ ୦,୨୫%
ସମାଜବାଦୀ ପାର୍ଟି ୧୪ ୨୦୪୮୦ ୦,୧୪%
ଶିବ ସେନା ୧୬ ୧୮୭୯୪ ୦,୧୩%
Bharipa Bahujan Mahasabha ୬୮୧୫ ୦,୦୫%
ଭାରତୀୟ କମ୍ୟୁନିଷ୍ଟ ପାର୍ଟି (Marxist-Leninist) Liberation ୪୧୯୮ ୦,୦୩%
Samata ପାର୍ଟି ୩୭୩୨ ୦,୦୩%
Samajwadi ଜନତା ପାର୍ଟି (Rashtriya) ୩୦୫୧ ୦,୦୨%
Samajwadi Jan Parishad ୨୪୧୨ ୦,୦୨%
Rashtriya ଜନତା ଦଳ ୨୦୭୮ ୦,୦୧%
Bira Oriya ପାର୍ଟି ୧୫୨୦ ୦,୦୧%
Proutist Sarva Samaj Samiti ୧୩୪୧ ୦,୦୧%
ଝାଡ଼ଖଣ୍ଡ ପାର୍ଟି ୧୨୦୯ ୦,୦୧%
ଅଲ ଇଣ୍ଡିଆ ଫରୱାର୍ଡ଼ ବ୍ଲକ ୭୯୫ ୦,୦୧%
Odisha Communist ପାର୍ଟି ୬୩୦ ୦,୦୦%
Ajeya Bharat ପାର୍ଟି ୫୫୯ ୦,୦୦%
Revolutionary Socialist ପାର୍ଟି ୨୯୪ ୦,୦୦%
ସ୍ୱାଧୀନ ୨୩୬ ୧୫୦୬୨୧୬ ୧୦,୬୬%
ମୋଟ: ୮୬୮ ୧୪୭ ୧୪୧୨୪୪୬୯

୨୦୦୪[ସମ୍ପାଦନା]

ପାର୍ଟି ପ୍ରାର୍ଥୀ ସଂଖ୍ୟା ନିର୍ବାଚିତ ପ୍ରାର୍ଥୀ ସଂଖ୍ୟା ଭୋଟ ସଂଖ୍ୟା %
ଭାରତୀୟ ଜାତୀୟ କଂଗ୍ରେସ ୧୩୪ ୩୮ ୫୮୯୬୭୧୩ ୩୪,୮୨%
ବିଜୁ ଜନତା ଦଳ ୮୪ ୬୧ ୪୬୩୨୨୮୦ ୨୭.୩୬%
ଭାରତୀୟ ଜନତା ପାର୍ଟି ୬୩ ୩୨ ୨୮୯୮୧୦୫ ୧୭,୧୧%
ବହୁଜନ ସମାଜ ପାର୍ଟି ୮୬ ୩୨୬୭୨୪ ୧,୯୩%
ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ୧୨ ୩୦୧୭୭୭ ୧,୭୮%
Odisha Gana Parishad ୨୧୭୯୯୮ ୧,୨୯%
ଭାରତୀୟ କମ୍ୟୁନିଷ୍ଟ ପାର୍ଟି ୧୨୯୯୮୯ ୦,୭୭%
ସମାଜବାଦୀ ପାର୍ଟି ୨୯ ୯୯୨୧୪ ୦,୫୯%
ଭାରତୀୟ କମ୍ୟୁନିଷ୍ଟ ପାର୍ଟି (Marxist) ୯୩୧୫୯ ୦,୫୫%
ସ୍ୱାଧୀନ ୨୯୫ ୨୦୬୫୬୫୦ ୧୨,୨୦%
ମୋଟ: ୮୦୨ ୧୪୭ ୧୬୯୩୩୪୫୬

୨୦୦୯[ସମ୍ପାଦନା]

ମୁଖ୍ୟମନ୍ତ୍ରୀଗଣ: ନବୀନ ପଟ୍ଟନାୟକ (ବିଜୁ ଜନତା ଦଳ)

ପାର୍ଟି ପ୍ରାର୍ଥୀ ସଂଖ୍ୟା ନିର୍ବାଚିତ ପ୍ରାର୍ଥୀ ସଂଖ୍ୟା ଭୋଟ ସଂଖ୍ୟା %
ଭାରତୀୟ ଜାତୀୟ କଂଗ୍ରେସ ୧୪୫ ୨୭ - ୨୯.୧୦%
ବିଜୁ ଜନତା ଦଳ ୧୩୦ ୧୦୩ - ୩୮.୮୬%
ଭାରତୀୟ ଜନତା ପାର୍ଟି ୧୪୭ - ୧୫.୦୩%
Others ? ୧୧ - ?%
ମୋଟ: ? ୧୪୭ -

୨୦୧୪[ସମ୍ପାଦନା]

ମୁଖ୍ୟମନ୍ତ୍ରୀଗଣ: ନବୀନ ପଟ୍ଟନାୟକ (ବିଜୁ ଜନତା ଦଳ)

ଛାଞ୍ଚ:Party colourଛାଞ୍ଚ:Party colourଛାଞ୍ଚ:Party colourଛାଞ୍ଚ:Party colourଛାଞ୍ଚ:Party colourଛାଞ୍ଚ:Party colour
e • d Results of the Odisha Legislative Assembly election, 2014[୧][୨]
Political Party
Seats won
Number of Votes
% of Votes
Seat change
Biju Janata Dal 117 9,334,852 43.4 Increase 14
Indian National Congress 16 5,535,670 25.7 Decrease 11
Bharatiya Janata Party 10 3,874,739 18.0 Increase 4
Communist Party of India (Marxist) 1 80,274 0.4 Increase 1
Samata Kranti Dal 1 86,539 0.4 Increase 1
Independents 2 1,084,764 5.0 Decrease 4
Total 147

୨୦୧୯[ସମ୍ପାଦନା]

                  ପାର୍ଟିଅନୁଯାଇ ନିର୍ବାଚନ ଫଳାଫଳ ସାରଣୀ
ପାର୍ଟି ଲଢ଼ିଥିଲେ ଜିତିଲେ ପରିବର୍ତ୍ତନ ଭୋଟ ଭୋଟ %
  ବିଜୁ ଜନତା ଦଳ ୧୪୬ ୧୧୨ Decrease ୧୦,୪୭୦,୯୪୧ ୪୪.୭
  ଭାରତୀୟ ଜନତା ପାର୍ଟି ୧୪୬ ୨୩ ୧୩ Increase ୭,୬୦୯,୫୮୧ ୩୨.୫
  ଭାରତୀୟ ଜାତୀୟ କଂଗ୍ରେସ ୧୩୮ Decrease ୩,୭୭୫,୩୨୦ ୧୬.୧୨
style="background-color:ଛାଞ୍ଚ:Communist Party of India (Marxist)/meta/color" |  ଭାରତୀୟ କମ୍ୟୁନିଷ୍ଟ ପାର୍ଟି (Marxist) ୧୪୫ Steady ୭୦,୧୧୯ ୦.୩
  ବହୁଜନ ସମାଜ ପାର୍ଟି ୧୦୭ Steady ୧୯୨,୭୮୦ ୦.୮୨
  Samata Kranti Dal ୧୫ Decrease
  Aam Aadmi ପାର୍ଟି ୧୫ Steady ୦.୦୬
  ସ୍ୱାଧୀନ ୩୦୫ Decrease
  None of the above ୨୪୪,୯୭୪ ୧.୦୫
Total ୧୪୬
Source:

ଆଧାର[ସମ୍ପାଦନା]

  1. Prafulla Das (May 21, 2014). "Naveen Patnaik sworn-in as fourth time CM in Odisha". The Hindu. thehindu.com/. Retrieved May 23, 2014.
  2. "Election Results on Election Commission of India website". Archived from the original on 2014-05-23. Retrieved 2019-12-20.