ଏକାଧିକ ମାଇକ୍ରୋନ୍ୟୁଟ୍ରିଏଣ୍ଟ ପାଉଡର

ଉଇକିପିଡ଼ିଆ‌ରୁ
ଏକାଧିକ ମାଇକ୍ରୋନ୍ୟୁଟ୍ରିଏଣ୍ଟ ପାଉଡର
Combination of
IronDietary mineral
ZincDietary mineral
Vitamin AVitamin

ଏକାଧିକ ମାଇକ୍ରୋନ୍ୟୁଟ୍ରିଏଣ୍ଟ ପାଉଡର ( MNP ) ହେଉଛି ଅତି କମରେ ଲୌହ, ଜିଙ୍କ, ଏବଂ ଭିଟାମିନ୍ ଏର ମିଶ୍ରଣ । [୧] ପିଲାମାନଙ୍କର ପୁଷ୍ଟିହୀନତାକୁ ରୋକିବା ପାଇଁ ଏବଂ ଜରୁରୀ କାଳୀନ ସ୍ୱାସ୍ଥ୍ୟ ପରିସ୍ଥିତିରେ ଏହା ବ୍ୟବହୃତ ହୁଏ । [୨] [୩] [୪] ବୟସ ଶ୍ରେଣୀ ସାଧାରଣତଃ 6 ମାସରୁ 5 ବର୍ଷ ବୟସ ମଧ୍ୟରେ ଦିଆଯାଏ । [୫] ଗୋଟିଏ କିମ୍ବା ଅଧିକ ମାସ ପାଇଁ ଦିନକୁ ଥରେ ଖାଦ୍ୟ ସହିତ ମିଶାଇ ଏହା ଦିଆଯାଏ ।[୫] [୬]

କୌଣସି ପାର୍ଶ୍ୱ ପ୍ରତିକ୍ରିୟା ଦଲିଲ ହୋଇନଥିବାବେଳେ ପେଟରେ ଅସ୍ୱାଭାବିକତା ଦେଖାଦେଇପାରେ । [୩] ଉତ୍ପାଦର କିଛି ସଂସ୍କରଣରେ ଭିଟାମିନ୍ ସି ଏବଂ ଫୋଲିକ ଏସିଡ୍ ପରି ଅତିରିକ୍ତ ମାଇକ୍ରୋନ୍ୟୁଟ୍ରିଏଣ୍ଟ ଥାଏ । [୨]

ଏହା ୨୦୧୯ ମସିହା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ତାଲିକାରେ ଏହାର ନାମ ଅଛି ।[୧] ୨୦୧୫ ମସିହାରେ ୟୁନିସେଫ ମାଧ୍ୟମରେ ୨୪ ନିୟୁତରୁ ଅଧିକ ଚିକିତ୍ସା କୋର୍ଷ ବଣ୍ଟନ କରାଯାଇଥିଲା। [୨] [୭] ୨୦୧୬ ମସିହା ସୁଦ୍ଧା ଏହାର ପ୍ରତି ୩୦ ମାତ୍ରା ପ୍ରତି ମୂଲ୍ୟ ୦.୬୦ ଡଲାର ଅଟେ ।

ଆଧାର[ସମ୍ପାଦନା]

  1. ୧.୦ ୧.୧ World Health Organization (2019). World Health Organization model list of essential medicines: 21st list 2019. Geneva: World Health Organization. hdl:10665/325771. WHO/MVP/EMP/IAU/2019.06. License: CC BY-NC-SA 3.0 IGO.
  2. ୨.୦ ୨.୧ ୨.୨ "Multiple Micronutrient Powder Supply & Market Outlook" (PDF). UNICEF. 2016. Archived from the original (PDF) on 16 November 2019. Retrieved 16 November 2019.
  3. ୩.୦ ୩.୧ "Multiple Micronutrient Powder (MNP) 15 component" (PDF). UNICEF. 2017. Archived from the original (PDF) on 19 May 2020. Retrieved 16 November 2019.
  4. EXECUTIVE SUMMARY. World Health Organization. 2016. Archived from the original on 18 May 2020. Retrieved 16 November 2019.
  5. ୫.୦ ୫.୧ "Multiple Micronutrient Powder (MNP) 15 component" (PDF). UNICEF. 2017. Archived from the original (PDF) on 19 May 2020. Retrieved 16 November 2019.
  6. EXECUTIVE SUMMARY. World Health Organization. 2016. Archived from the original on 18 May 2020. Retrieved 16 November 2019.
  7. "Multiple Micronutrient Powder Supply & Market Outlook" (PDF). UNICEF. 2016. Archived from the original (PDF) on 16 November 2019. Retrieved 16 November 2019.