ଏକାଧିକ ମାଇକ୍ରୋନ୍ୟୁଟ୍ରିଏଣ୍ଟ ପାଉଡର
Appearance
Combination of | |
---|---|
Iron | Dietary mineral |
Zinc | Dietary mineral |
Vitamin A | Vitamin |
ଏକାଧିକ ମାଇକ୍ରୋନ୍ୟୁଟ୍ରିଏଣ୍ଟ ପାଉଡର ( MNP ) ହେଉଛି ଅତି କମରେ ଲୌହ, ଜିଙ୍କ, ଏବଂ ଭିଟାମିନ୍ ଏର ମିଶ୍ରଣ । [୧] ପିଲାମାନଙ୍କର ପୁଷ୍ଟିହୀନତାକୁ ରୋକିବା ପାଇଁ ଏବଂ ଜରୁରୀ କାଳୀନ ସ୍ୱାସ୍ଥ୍ୟ ପରିସ୍ଥିତିରେ ଏହା ବ୍ୟବହୃତ ହୁଏ । [୨] [୩] [୪] ବୟସ ଶ୍ରେଣୀ ସାଧାରଣତଃ 6 ମାସରୁ 5 ବର୍ଷ ବୟସ ମଧ୍ୟରେ ଦିଆଯାଏ । [୫] ଗୋଟିଏ କିମ୍ବା ଅଧିକ ମାସ ପାଇଁ ଦିନକୁ ଥରେ ଖାଦ୍ୟ ସହିତ ମିଶାଇ ଏହା ଦିଆଯାଏ ।[୫] [୬]
କୌଣସି ପାର୍ଶ୍ୱ ପ୍ରତିକ୍ରିୟା ଦଲିଲ ହୋଇନଥିବାବେଳେ ପେଟରେ ଅସ୍ୱାଭାବିକତା ଦେଖାଦେଇପାରେ । [୩] ଉତ୍ପାଦର କିଛି ସଂସ୍କରଣରେ ଭିଟାମିନ୍ ସି ଏବଂ ଫୋଲିକ ଏସିଡ୍ ପରି ଅତିରିକ୍ତ ମାଇକ୍ରୋନ୍ୟୁଟ୍ରିଏଣ୍ଟ ଥାଏ । [୨]
ଏହା ୨୦୧୯ ମସିହା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ତାଲିକାରେ ଏହାର ନାମ ଅଛି ।[୧] ୨୦୧୫ ମସିହାରେ ୟୁନିସେଫ ମାଧ୍ୟମରେ ୨୪ ନିୟୁତରୁ ଅଧିକ ଚିକିତ୍ସା କୋର୍ଷ ବଣ୍ଟନ କରାଯାଇଥିଲା। [୨] [୭] ୨୦୧୬ ମସିହା ସୁଦ୍ଧା ଏହାର ପ୍ରତି ୩୦ ମାତ୍ରା ପ୍ରତି ମୂଲ୍ୟ ୦.୬୦ ଡଲାର ଅଟେ ।
ଆଧାର
[ସମ୍ପାଦନା]- ↑ ୧.୦ ୧.୧ World Health Organization (2019). World Health Organization model list of essential medicines: 21st list 2019. Geneva: World Health Organization. hdl:10665/325771. WHO/MVP/EMP/IAU/2019.06. License: CC BY-NC-SA 3.0 IGO.
- ↑ ୨.୦ ୨.୧ ୨.୨ "Multiple Micronutrient Powder Supply & Market Outlook" (PDF). UNICEF. 2016. Archived from the original (PDF) on 16 November 2019. Retrieved 16 November 2019.
- ↑ ୩.୦ ୩.୧ "Multiple Micronutrient Powder (MNP) 15 component" (PDF). UNICEF. 2017. Archived from the original (PDF) on 19 May 2020. Retrieved 16 November 2019.
- ↑ EXECUTIVE SUMMARY. World Health Organization. 2016. Archived from the original on 18 May 2020. Retrieved 16 November 2019.
- ↑ ୫.୦ ୫.୧ "Multiple Micronutrient Powder (MNP) 15 component" (PDF). UNICEF. 2017. Archived from the original (PDF) on 19 May 2020. Retrieved 16 November 2019.
- ↑ EXECUTIVE SUMMARY. World Health Organization. 2016. Archived from the original on 18 May 2020. Retrieved 16 November 2019.
- ↑ "Multiple Micronutrient Powder Supply & Market Outlook" (PDF). UNICEF. 2016. Archived from the original (PDF) on 16 November 2019. Retrieved 16 November 2019.