ଇଟାନର୍ସେପ୍ଟ

ଉଇକିପିଡ଼ିଆ‌ରୁ
ଇଟାନର୍ସେପ୍ଟ
Clinical data
Trade namesEnbrel, Benepali, Erelzi, others
SynonymsEtanercept-szzs, etanercept-ykro
AHFS/Drugs.commonograph
MedlinePlusa602013
data
Pregnancy
category
Routes of
administration
Subcutaneous injection
Legal status
Legal status
  • AU: S4 (Prescription only)
  • UK: POM (Prescription only)
  • US: ℞-only
  • EU: Rx-only
Pharmacokinetic data
Bioavailability58–76% (SC)
MetabolismReticuloendothelial system (speculative)
Elimination half-life70–132 hours
Identifiers
ECHA InfoCard100.224.383 Edit this at Wikidata
Chemical and physical data
FormulaC2224H3475N621O698S36
Molar mass୫୧,୨୩୫.୦୭ g·mol−1

ଇଟାନର୍ସେପ୍ଟ, ଅନ୍ୟମାନଙ୍କ ମଧ୍ୟରେ ଏକ ବିକ୍ରୟ ନାମ ଏନ୍ବ୍ରେଲ୍, ଏକ ଔଷଧ ଯାହା ରିଉମାଟଏଡ୍ ଆର୍ଥ୍ରାଇଟିସ, କିଶୋର ଇଡିଓପାଥିକ ଗଣ୍ଠି ପ୍ରଦାହ, ସୋରିଆଟିକ ଗଣ୍ଠି ପ୍ରଦାହ, ପ୍ଲେକ୍ ସୋରିୟାସିସ୍ ଏବଂ ଆଙ୍କିଲୋଜିଙ୍ଗ ସ୍ପଣ୍ଡିଲାଇଟିସ ଭଳି ଅଟୋମ୍ୟୁମ୍ୟୁନ୍ ରୋଗମାନଙ୍କର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୨] ଚର୍ମ ତଳେ ଇଞ୍ଜେକ୍ସନ ଆକାରରେ ଏହା ଦିଆଯାଏ ।[୩]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଇଞ୍ଜେକ୍ସନ ଦିଆଯାଇଥିବା ସ୍ଥାନରେ ଏବଂ ସଂକ୍ରମଣ ସ୍ଥାନରେ ଯନ୍ତ୍ରଣା ହୋଇପାରେ ।[୨] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ କର୍କଟ, ହୃଦ୍‌ପାତ, ଡିମାୟେଲିନେଟିଙ୍ଗ ରୋଗ, ଆଲର୍ଜି ପ୍ରତିକ୍ରିୟା ଏବଂ ପାନସାଇଟୋପେନିଆ ହୋଇପାରେ ।[୪] ଗର୍ଭାବସ୍ଥାରେ ଏହାର ସୁରକ୍ଷା ଅସ୍ପଷ୍ଟ ଅଟେ ।[୪] ଏହା ଏକ ଟିଏନଏଫ ଅବରୋଧକାରୀ ଔଷଧ ଯାହା ଟ୍ୟୁମର ନେକ୍ରୋସିସ୍ ଫ୍ୟାକ୍ଟର୍ (TNF)କୁ ଅବରୋଧ କରିଥାଏ | [୨] ଏହା ରିକମ୍ବିନାଣ୍ଟ ଡିଏନଏ କୌଶଳରେ ପ୍ରସ୍ତୁତ ଏକ ମୋନୋକ୍ଲୋନାଲ ଆଣ୍ଟିବଡି ।[୨] [୪]

ଯୁକ୍ତରାଷ୍ଟ୍ରରେ୧୯୯୮ ମସିହାରେ ଏବଂ ୟୁରୋପରେ ୨୦୦୦ ମସିହାରେ ଇଟାନର୍ସେପ୍ଟ ଡାକ୍ତରୀ ବ୍ୟବହାର ପାଇଁ ବ୍ୟବ‌ହୃତ ହୋଇଥିଲା। [୨][୪] ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଜରୁରୀ ଔଷଧ ତାଲିକାରେ ଏହା ଆଡାଲିମୁମାବ ବଦଳରେ ଦେବାକୁ ଲିଖିତ ଅଛି ।[୫]ଯୁକ୍ତରାଜ୍ୟରେ ୪ ସପ୍ତାହର ଔଷଧ ଖର୍ଚ୍ଚ ୨୦୨୧ ପ୍ରାୟ ୭୧୫ ପାଉଣ୍ଡ ଥିଲା ।[୩] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୫,୭୦୦ ଡଲାର ଅଟେ ।[୬]

ଆଧାର[ସମ୍ପାଦନା]

  1. ୧.୦ ୧.୧ "Etanercept Use During Pregnancy". Drugs.com. 24 January 2020. Archived from the original on 20 January 2021. Retrieved 13 August 2020.
  2. ୨.୦ ୨.୧ ୨.୨ ୨.୩ ୨.୪ "Enbrel". Archived from the original on 12 November 2020. Retrieved 16 December 2021.
  3. ୩.୦ ୩.୧ BNF 81: March-September 2021. BMJ Group and the Pharmaceutical Press. 2021. p. 1161. ISBN 978-0857114105.
  4. ୪.୦ ୪.୧ ୪.୨ ୪.୩ "Etanercept Monograph for Professionals". Drugs.com (in ଇଂରାଜୀ). Archived from the original on 28 September 2021. Retrieved 16 December 2021.
  5. World Health Organization (2019). World Health Organization model list of essential medicines: 21st list 2019. Geneva: World Health Organization. hdl:10665/325771. WHO/MVP/EMP/IAU/2019.06. License: CC BY-NC-SA 3.0 IGO.
  6. "Etanercept Prices, Coupons & Savings Tips - GoodRx". GoodRx. Archived from the original on 11 January 2022. Retrieved 16 December 2021.