ଇଟାନର୍ସେପ୍ଟ
Clinical data | |
---|---|
Trade names | Enbrel, Benepali, Erelzi, others |
Synonyms | Etanercept-szzs, etanercept-ykro |
AHFS/Drugs.com | monograph |
MedlinePlus | a602013 |
data |
|
Pregnancy category | |
Routes of administration | Subcutaneous injection |
Legal status | |
Legal status | |
Pharmacokinetic data | |
Bioavailability | 58–76% (SC) |
Metabolism | Reticuloendothelial system (speculative) |
Elimination half-life | 70–132 hours |
Identifiers | |
ECHA InfoCard | 100.224.383 |
Chemical and physical data | |
Formula | C2224H3475N621O698S36 |
Molar mass | ୫୧,୨୩୫.୦୭ g·mol−1 |
ଇଟାନର୍ସେପ୍ଟ, ଅନ୍ୟମାନଙ୍କ ମଧ୍ୟରେ ଏକ ବିକ୍ରୟ ନାମ ଏନ୍ବ୍ରେଲ୍, ଏକ ଔଷଧ ଯାହା ରିଉମାଟଏଡ୍ ଆର୍ଥ୍ରାଇଟିସ, କିଶୋର ଇଡିଓପାଥିକ ଗଣ୍ଠି ପ୍ରଦାହ, ସୋରିଆଟିକ ଗଣ୍ଠି ପ୍ରଦାହ, ପ୍ଲେକ୍ ସୋରିୟାସିସ୍ ଏବଂ ଆଙ୍କିଲୋଜିଙ୍ଗ ସ୍ପଣ୍ଡିଲାଇଟିସ ଭଳି ଅଟୋମ୍ୟୁମ୍ୟୁନ୍ ରୋଗମାନଙ୍କର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୨] ଚର୍ମ ତଳେ ଇଞ୍ଜେକ୍ସନ ଆକାରରେ ଏହା ଦିଆଯାଏ ।[୩]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଇଞ୍ଜେକ୍ସନ ଦିଆଯାଇଥିବା ସ୍ଥାନରେ ଏବଂ ସଂକ୍ରମଣ ସ୍ଥାନରେ ଯନ୍ତ୍ରଣା ହୋଇପାରେ ।[୨] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ କର୍କଟ, ହୃଦ୍ପାତ, ଡିମାୟେଲିନେଟିଙ୍ଗ ରୋଗ, ଆଲର୍ଜି ପ୍ରତିକ୍ରିୟା ଏବଂ ପାନସାଇଟୋପେନିଆ ହୋଇପାରେ ।[୪] ଗର୍ଭାବସ୍ଥାରେ ଏହାର ସୁରକ୍ଷା ଅସ୍ପଷ୍ଟ ଅଟେ ।[୪] ଏହା ଏକ ଟିଏନଏଫ ଅବରୋଧକାରୀ ଔଷଧ ଯାହା ଟ୍ୟୁମର ନେକ୍ରୋସିସ୍ ଫ୍ୟାକ୍ଟର୍ (TNF)କୁ ଅବରୋଧ କରିଥାଏ | [୨] ଏହା ରିକମ୍ବିନାଣ୍ଟ ଡିଏନଏ କୌଶଳରେ ପ୍ରସ୍ତୁତ ଏକ ମୋନୋକ୍ଲୋନାଲ ଆଣ୍ଟିବଡି ।[୨] [୪]
ଯୁକ୍ତରାଷ୍ଟ୍ରରେ୧୯୯୮ ମସିହାରେ ଏବଂ ୟୁରୋପରେ ୨୦୦୦ ମସିହାରେ ଇଟାନର୍ସେପ୍ଟ ଡାକ୍ତରୀ ବ୍ୟବହାର ପାଇଁ ବ୍ୟବହୃତ ହୋଇଥିଲା। [୨][୪] ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଜରୁରୀ ଔଷଧ ତାଲିକାରେ ଏହା ଆଡାଲିମୁମାବ ବଦଳରେ ଦେବାକୁ ଲିଖିତ ଅଛି ।[୫]ଯୁକ୍ତରାଜ୍ୟରେ ୪ ସପ୍ତାହର ଔଷଧ ଖର୍ଚ୍ଚ ୨୦୨୧ ପ୍ରାୟ ୭୧୫ ପାଉଣ୍ଡ ଥିଲା ।[୩] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୫,୭୦୦ ଡଲାର ଅଟେ ।[୬]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ "Etanercept Use During Pregnancy". Drugs.com. 24 January 2020. Archived from the original on 20 January 2021. Retrieved 13 August 2020.
- ↑ ୨.୦ ୨.୧ ୨.୨ ୨.୩ ୨.୪ "Enbrel". Archived from the original on 12 November 2020. Retrieved 16 December 2021.
- ↑ ୩.୦ ୩.୧ BNF 81: March-September 2021. BMJ Group and the Pharmaceutical Press. 2021. p. 1161. ISBN 978-0857114105.
- ↑ ୪.୦ ୪.୧ ୪.୨ ୪.୩ "Etanercept Monograph for Professionals". Drugs.com (in ଇଂରାଜୀ). Archived from the original on 28 September 2021. Retrieved 16 December 2021.
- ↑ World Health Organization (2019). World Health Organization model list of essential medicines: 21st list 2019. Geneva: World Health Organization. hdl:10665/325771. WHO/MVP/EMP/IAU/2019.06. License: CC BY-NC-SA 3.0 IGO.
- ↑ "Etanercept Prices, Coupons & Savings Tips - GoodRx". GoodRx. Archived from the original on 11 January 2022. Retrieved 16 December 2021.