ଇଂରାଜୀ ବଜାର

ଉଇକିପିଡ଼ିଆ ରୁ
Jump to navigation Jump to search
Malda
মালদা
English Bazar
City / Urban Agglomeration
The historical entry gate to Gaur
The historical entry gate to Gaur
ଅନ୍ୟନାମ: Mango City
Malda is located in West Bengal
Malda
Malda
Location in West Bengal, India
ଅବସ୍ଥିତି: 25°00′N 88°09′E / 25.00°N 88.15°E / 25.00; 88.15Coordinates: 25°00′N 88°09′E / 25.00°N 88.15°E / 25.00; 88.15
ଦେଶ ଭାରତ
ରାଜ୍ୟWest Bengal
ଜିଲ୍ଲାMalda
ଉଚ୍ଚତା17 m (56 ft)
ଜନସଂଖ୍ୟା (2011)[୧]
 • City / Urban Agglomeration୨,୧୬,୦୮୩
 • ମହାନଗର[୨]୩,୨୪,୨୩୭
ଭାଷା
 • ସରକାରୀBengali, English
IST (UTC+5:30)
ପିନ କୋଡ଼73210x
ଟେଲିଫୋନ କୋଡ଼91-3512-2xxxxx
ଗାଡ଼ି ପଞ୍ଜିକରଣWB-65/WB-66
Lok Sabha constituencyMaldaha Dakshin
Vidhan Sabha constituencyEnglish Bazar
ୱେବସାଇଟwww.englishbazarmunicipality.com
1The coordinates given here are metric and based upon the Microsoft Encarta Reference Library Map Center 2005 2

ଇଂରାଜୀ ବଜାର ଏକ ଭାରତୀୟ ପୌରପାଳିକା (Municipality) ଅଟେ । ଏହାକୁ ମାଲଦା ବି କୁହାଯାଏ । 'ଆମ୍ବ ସହର' ଭାବେ ଏହା ଜଣାଶୁଣା । ମାଲଦା, ପଶ୍ଚିମବଙ୍ଗର ମାଲଦା ଜିଲ୍ଲାରେ ଅବସ୍ଥିତ ।

ଭୋଗଳିକ ଅବସ୍ଥିତି[ସମ୍ପାଦନା]

ମାଲଦାର ଅବସ୍ଥିତି 25°00′N 88°09′E / 25.00°N 88.15°E / 25.00; 88.15ରେ ଅଟେ ।[୩] ସମୁଦ୍ର ପତନ ଠାରୁ ଏହାର ଉଚ୍ଚତା ପ୍ରାୟତଃ ୧୭ ମିଟର (୫୬ ଫୁଟ) ଅଟେ । ମହାନନ୍ଦ ନଦୀର ପଶ୍ଚିମ ପାର୍ଶ୍ୱରେ ଏହି ସହରଟି ସ୍ଥିତ ।

ଜନସଂଖ୍ୟା ଓ ସାକ୍ଷରତା[ସମ୍ପାଦନା]

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ଇଂରାଜୀ ବଜାର ସହରର ମୋଟ ଜନସଂଖ୍ୟା ୧୬୧୪୪୮ ଅଟେ ।[୪] ସେଥି ମଧ୍ୟରୁ ୫୧.୩୭% ଜଣ ପରୁଷ ହୋଇଥିବା ବେଳେ ୪୮.୬୩% ଜଣ ନାରୀ ଅଟନ୍ତି । ଇଂରାଜୀ ବଜାରର ସାକ୍ଷରତା ହାର ୭୪.୫୮% ଅଟେ । ଏହା ଜାତୀୟ ହାର ଠାରୁ ୯.୭୪% ପ୍ରତିଶତ ଅଧିକ ଅଟେ । ସେଥିରୁ ୪୦.୨୧% ପ୍ରତିଶତ ପୁରୁଷ ଓ ୩୪.୩୭% ନାରୀ ଅଟନ୍ତି । ୧୦.୨୩% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୪]

ଭାଷା[ସମ୍ପାଦନା]

ବଙ୍ଗାଳୀ ଇଂରାଜୀ ବଜାରର ସରକାରୀ ଭାଷା ଅଟେ ।

ଆହୁରି ପଢନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "Provisional Population Totals, Census of India 2011; Cities having population 1 lakh and above" (pdf). Office of the Registrar General & Census Commissioner, India. Retrieved 27 March 2012.
  2. http://censusindia.gov.in/2011-prov-results/paper2/data_files/India2/Table_2_PR_Cities_1Lakh_and_Above.pdf
  3. "Maps, Weather, and Airports for Ingraj Bazar, India". fallingrain.com.
  4. ୪.୦ ୪.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Retrieved 24 September 2015.

ବାହାର ଲିଙ୍କ[ସମ୍ପାଦନା]