ଇଂରାଜୀ ବଜାର

ଉଇକିପିଡ଼ିଆ‌ରୁ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

Malda
মালদা
English Bazar
City / Urban Agglomeration
The historical entry gate to Gaur
The historical entry gate to Gaur
Nickname: 
Mango City
ଦେଶ ଭାରତ
ରାଜ୍ୟWest Bengal
ଜିଲ୍ଲାMalda
Elevation
17 m (56 ft)
Population
 (2011)[୧]
 • City / Urban Agglomeration୨,୧୬,୦୮୩
 • Metro୩,୨୪,୨୩୭
ଭାଷା
 • ସରକାରୀBengali, English
Time zoneUTC+5:30 (IST)
PIN
73210x
ଟେଲିଫୋନ କୋଡ଼91-3512-2xxxxx
ଯାନବାହାନ ପଞ୍ଚୀକରଣWB-65/WB-66
Lok Sabha constituencyMaldaha Dakshin
Vidhan Sabha constituencyEnglish Bazar
Websitewww.englishbazarmunicipality.com
1The coordinates given here are metric and based upon the Microsoft Encarta Reference Library Map Center 2005 2

ଇଂରାଜୀ ବଜାର ଏକ ଭାରତୀୟ ପୌରପାଳିକା (Municipality) ଅଟେ । ଏହାକୁ ମାଲଦା ବି କୁହାଯାଏ । 'ଆମ୍ବ ସହର' ଭାବେ ଏହା ଜଣାଶୁଣା । ମାଲଦା, ପଶ୍ଚିମବଙ୍ଗର ମାଲଦା ଜିଲ୍ଲାରେ ଅବସ୍ଥିତ ।

ଭୋଗୋଳିକ ଅବସ୍ଥିତି[ସମ୍ପାଦନା]

ମାଲଦାର ଅବସ୍ଥିତି 25°00′N 88°09′E / 25.00°N 88.15°E / 25.00; 88.15ରେ ଅଟେ ।[୩] ସମୁଦ୍ର ପତନଠାରୁ ଏହାର ଉଚ୍ଚତା ପ୍ରାୟତଃ ୧୭ ମିଟର (୫୬ ଫୁଟ) ଅଟେ । ମହାନନ୍ଦ ନଦୀର ପଶ୍ଚିମ ପାର୍ଶ୍ୱରେ ଏହି ସହରଟିସ୍ଥିତ ।

ଜନସଂଖ୍ୟା ଓ ସାକ୍ଷରତା[ସମ୍ପାଦନା]

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ଇଂରାଜୀ ବଜାର ସହରର ମୋଟ ଜନସଂଖ୍ୟା ୧୬୧୪୪୮ ଅଟେ ।[୪] ସେଥି ମଧ୍ୟରୁ ୫୧.୩୭% ଜଣ ପରୁଷ ହୋଇଥିବା ବେଳେ ୪୮.୬୩% ଜଣ ନାରୀ ଅଟନ୍ତି । ଇଂରାଜୀ ବଜାରର ସାକ୍ଷରତା ହାର ୭୪.୫୮% ଅଟେ । ଏହା ଜାତୀୟ ହାରଠାରୁ ୯.୭୪% ପ୍ରତିଶତ ଅଧିକ ଅଟେ । ସେଥିରୁ ୪୦.୨୧% ପ୍ରତିଶତ ପୁରୁଷ ଓ ୩୪.୩୭% ନାରୀ ଅଟନ୍ତି । ୧୦.୨୩% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୪]

ଭାଷା[ସମ୍ପାଦନା]

ବଙ୍ଗାଳୀ ଇଂରାଜୀ ବଜାରର ସରକାରୀ ଭାଷା ଅଟେ ।

ଆହୁରି ପଢନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "Provisional Population Totals, Census of India 2011; Cities having population 1 lakh and above" (pdf). Office of the Registrar General & Census Commissioner, India. Retrieved 27 March 2012.
  2. http://censusindia.gov.in/2011-prov-results/paper2/data_files/India2/Table_2_PR_Cities_1Lakh_and_Above.pdf
  3. "Maps, Weather, and Airports for Ingraj Bazar, India". fallingrain.com.
  4. ୪.୦ ୪.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.

ବାହାର ଲିଙ୍କ[ସମ୍ପାଦନା]