Jump to content

ଆଲୋଚନା:ଶିବାନୀ ସଙ୍ଗୀତା

Page contents not supported in other languages.
ଉଇକିପିଡ଼ିଆ‌ରୁ
ଉଇକିପ୍ରକଳ୍ପ ମହିଳା
WikiProject iconଏହି Lua error in package.lua at line 80: module 'Module:Pagetype/disambiguation' not found. ଉଇକିପ୍ରକଳ୍ପ ମହିଳା ଅନ୍ତର୍ଗତ । ଉଇକିପିଡ଼ିଆରେ ମହିଳା । ଆପଣ ଭାଗ ନେବାକୁ ଚାହୁଁଥିଲେ ଦୟାକରି ପ୍ରକଳ୍ପ ପୃଷ୍ଠା ଦେଖିପାରିବେ ଓ ସେଠାରେ ଆଲୋଚନା କରିବା ସହ ଫାଙ୍କାଥିବା କାମସବୁର ତାଲିକା ଦେଖିପାରିବେ ।
 


ଗପୁ ଭାଇ IMDB ରେ ଶିବାନୀ ସଙ୍ଗୀତା ପୃଷ୍ଠାଟି ନଥିଲେ ମଧ୍ୟ ତାହାକୁ ବାହ୍ୟ ଆଧାର ଆକାରରେ ଦେଇହେବ କି ? ସୌମେନ୍ଦ୍ର (ମୋ ଆଲୋଚନା)
@Soumendrak: ଭାଇ, ଏହି ପୃଷ୍ଠାଟି ନାହିଁ, କିନ୍ତୁ IMDbରେ ଆସିଲେ, ସିଧା ନାମର ଲିଙ୍କଟା ଯୋଡ଼ାହେବ ବୋଲି ଦିଆଯାଇଛି । ଆରମ୍ଭରୁ ହିଁ IMDbରେ ପୃଷ୍ଠାଟିଏ ହେବା କଥା, ମାତ୍ର କିଛିଟା ଅବ‌ହେଳା ଯୋଗୁଁ ତାହା ହେଇପାରୁନାହିଁ । ନ ହେଲେ ଏତେବେଳକୁ ହେଇସାରିଥିବା କଥା ।‌-ଗପୁ (ମୋ ଆଲୋଚନା) ୨୩:୩୫, ୯ ସେପ୍ଟେମ୍ବର ୨୦୧୮ (IST)[reply]