ଆଲୋଚନା:ଶିବାନୀ ସଙ୍ଗୀତା
ଦେଖଣା
ଉଇକିପ୍ରକଳ୍ପ ମହିଳା | |||||||||||
---|---|---|---|---|---|---|---|---|---|---|---|
|
![]() | ଏହି ପ୍ରସଙ୍ଗଟି ଆନ୍ତର୍ଜାତିକ ମହିଳା ମାସ ଗଣ-ସମ୍ପାଦନା ୨୦୧୮ରେ ଉନ୍ନତ କରାଯାଇଛି। |
- ଗପୁ ଭାଇ IMDB ରେ ଶିବାନୀ ସଙ୍ଗୀତା ପୃଷ୍ଠାଟି ନଥିଲେ ମଧ୍ୟ ତାହାକୁ ବାହ୍ୟ ଆଧାର ଆକାରରେ ଦେଇହେବ କି ? ସୌମେନ୍ଦ୍ର (ମୋ ଆଲୋଚନା)
- @Soumendrak: ଭାଇ, ଏହି ପୃଷ୍ଠାଟି ନାହିଁ, କିନ୍ତୁ IMDbରେ ଆସିଲେ, ସିଧା ନାମର ଲିଙ୍କଟା ଯୋଡ଼ାହେବ ବୋଲି ଦିଆଯାଇଛି । ଆରମ୍ଭରୁ ହିଁ IMDbରେ ପୃଷ୍ଠାଟିଏ ହେବା କଥା, ମାତ୍ର କିଛିଟା ଅବହେଳା ଯୋଗୁଁ ତାହା ହେଇପାରୁନାହିଁ । ନ ହେଲେ ଏତେବେଳକୁ ହେଇସାରିଥିବା କଥା ।-ଗପୁ (ମୋ ଆଲୋଚନା) ୨୩:୩୫, ୯ ସେପ୍ଟେମ୍ବର ୨୦୧୮ (IST)
![]() | ଏହି ପ୍ରସଙ୍ଗଟି ଉଇକିପ୍ରକଳ୍ପ: ଓଡ଼ିଆ କଥାଚିତ୍ରରେ ତିଆରି କରାଯାଇଛି । |