Jump to content

ଆଇସୋସର୍ବାଇଡ୍ ମୋନୋନାଇଟ୍ରେଟ

ଉଇକିପିଡ଼ିଆ‌ରୁ
ଆଇସୋସର୍ବାଇଡ୍ ମୋନୋନାଇଟ୍ରେଟ
Clinical data
Trade namesMonoket, Imdur, others
AHFS/Drugs.commonograph
MedlinePlusa682348
data
Pregnancy
category
  • AU: B2 []
  • US: C (Risk not ruled out) or B (manufacturer dependent)[]
    Routes of
    administration
    By mouth
    Legal status
    Legal status
    Pharmacokinetic data
    Bioavailability>95%
    Protein binding<5%
    MetabolismHepatic
    Elimination half-life5 hours
    ExcretionKidney (93%)
    Identifiers
    • 8-nitrooxy-2,6-dioxabicyclo[3.3.0]octan-4-ol
    ECHA InfoCard100.036.527 Edit this at Wikidata
    Chemical and physical data
    FormulaC6H9NO6
    Molar mass୧୯୧.୧୪ g·mol−1
    3D model (JSmol)
    • [O-][N+](=O)O[C@H]1[C@H]2OC[C@H](O)[C@H]2OC1
    • InChI=1S/C6H9NO6/c8-3-1-11-6-4(13-7(9)10)2-12-5(3)6/h3-6,8H,1-2H2/t3-,4+,5+,6+/m0/s1 checkY
    • Key:YWXYYJSYQOXTPL-SLPGGIOYSA-N checkY
      (verify)

    ଆଇସୋସର୍ବାଇଡ୍ ମୋନୋନାଇଟ୍ରେଟ୍, ଅନେକ ବ୍ରାଣ୍ଡ ନାମରେ ବିକ୍ରି ହେଉଥିବା ଏକ ଔଷଧ ଯାହା ହୃତ୍‌ପିଣ୍ଡ ସମ୍ବନ୍ଧୀୟ ଛାତି ଯନ୍ତ୍ରଣା ( ଆଞ୍ଜାଇନା), ହୃଦ୍‌ପାତ ଏବଂ ଏସୋଫେଜିଆଲ ସ୍ପାଜ୍ମ ନିମନ୍ତେଏ ଦିଆଯାଏ । [] ଏହା ହୃତ୍‌ପିଣ୍ଡ ସମ୍ବନ୍ଧୀୟ ଛାତି ଯନ୍ତ୍ରଣାର ଚିକିତ୍ସା ତଥା ପ୍ରତିଷେଧ ପାଇଁ ବ୍ୟବହୃତ ହୋଇପାରେ; ଅବଶ୍ୟ, ଏହା ସାଧାରଣତଃ ବିଟାବ୍ଲକର କିମ୍ବା କ୍ୟାଲସିଅମ ଚ୍ୟାନେଲ ବ୍ଲକର ଅପେକ୍ଷା କମ୍ ପସନ୍ଦ କରାଯାଏ | [] ଏହା ପାଟିରେ ନିଆଯାଏ | []

    ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡ ବିନ୍ଧା, ଠିଆ ହେବାବେଳେ ନିମ୍ନ ରକ୍ତଚାପ, ଅସ୍ପଷ୍ଟ ଦୃଷ୍ଟିଶକ୍ତି ଏବଂ ଚର୍ମ ଲାଲ ପଡ଼ିଯିବା ଦେଖାଯାଏ | [] ଗମ୍ଭୀର ପାର୍ଶ୍ୱ ପ୍ରତିକ୍ରିୟାରେ ନିମ୍ନ ରକ୍ତଚାପ ହୋଇପାରେ ଯଦି ସିଲଡେନାଫିଲ ପରି ଔଷଧ ସଂସ୍ପର୍ଶରେ ଆସିଥାଏ | [] ଗର୍ଭାବସ୍ଥାରେ ଏହା ବ୍ୟବହାର କରିବାକୁ ସୁପାରିଶ କରାଯାଏ ନାହିଁ | [] ରକ୍ତନଳୀରେ ଥିବା ସ୍ମୁଥ ବା କୋମଳ ମାଂସପେଶୀକୁ ଶିଥିଳ କରି ଏହା କାମ କରେ ବୋଲି ବିଶ୍ୱାସ କରାଯାଏ | []

    ଏହା ୧୯୭୧ ମସିହାରେ ପେଟେଣ୍ଟ ହେଲାପରେ ୧୯୮୧ ମସିହାରେ ମେଡିକାଲ ବ୍ୟବହାର ପାଇଁ ଅନୁମୋଦିତ ହୋଇଥିଲା । [] ଏହା ଏକ ଜେନେରିକ ଔଷଧ ଭାବରେ ଉପଲବ୍ଧ | [] ବ୍ରିଟେନରେ ଏକ ମାସର ଯୋଗାଣ ଖର୍ଚ୍ଚ ୨୦୧୯ ମସିହାରେ ମାସ ପ୍ରତି ଏକ ପାଉଣ୍ଡ ଥିଲା [] ଓ ଆମେରିକାରେ ଏହି ପରିମାଣର ହୋଲସେଲ୍ ମୂଲ୍ୟ ୪,୩୦ ଡଲାର ଥିଲା । [] ୨୦୧୭ ମସିହାର ଏହା ଯୁକ୍ତରାଷ୍ଟ୍ରରେ ୧୧୧ତମ ସାଧାରଣ ପ୍ରେସକ୍ରିପସନ୍ ଔଷଧ ଥିଲା ଓ ଛଅ ଲକ୍ଷରୁ ଅଧିକ ପ୍ରେସକ୍ରିପସନ୍ ହେଉଥିଲା। [] []

    1. 1 2 "Isosorbide mononitrate Use During Pregnancy". Drugs.com. 28 February 2020. Retrieved 14 April 2020.
    2. "Isosorbide Dinitrate/Mononitrate Monograph for Professionals". Drugs.com. American Society of Health-System Pharmacists. Retrieved 3 March 2019.
    3. 1 2 3 4 5 "Isosorbide Dinitrate/Mononitrate Monograph for Professionals". Drugs.com. American Society of Health-System Pharmacists. Retrieved 3 March 2019.
    4. British national formulary : BNF 76 (76 ed.). Pharmaceutical Press. 2018. pp. 219–220. ISBN 9780857113382.
    5. Fischer, Jnos; Ganellin, C. Robin (2006). Analogue-based Drug Discovery (in ଇଂରାଜୀ). John Wiley & Sons. p. 454. ISBN 9783527607495.
    6. 1 2 British national formulary : BNF 76 (76 ed.). Pharmaceutical Press. 2018. pp. 219–220. ISBN 9780857113382.
    7. "NADAC as of 2019-02-27". Centers for Medicare and Medicaid Services (in ଇଂରାଜୀ). Archived from the original on 2019-03-06. Retrieved 3 March 2019.
    8. "The Top 300 of 2020". ClinCalc. Retrieved 11 April 2020.
    9. "Isosorbide Mononitrate - Drug Usage Statistics". ClinCalc. Archived from the original on 8 July 2020. Retrieved 11 April 2020.