ଅନୁପ ସିଂହ ଦେଓ
ଅନୁପ ସିଂହ ଦେଓ | |
|---|---|
| ବିଧାୟକ: ୮ମ, ୯ମ ଓଡ଼ିଶା ବିଧାନ ସଭା | |
| କାର୍ଯ୍ୟକାଳ ୧୯୮୦ – ୧୯୯୦ | |
| ପୂର୍ବ ଅଧିକାରୀ | କପିଳ ନାରାୟଣ ତିୱାରୀ |
| ପର ଅଧିକାରୀ | ଦୁର୍ଯ୍ୟୋଧନ ମାଝି |
| ନିର୍ବାଚନ ମଣ୍ଡଳୀ | ଖଡ଼ିଆଳ |
| ବିଧାୟକ: ୩ୟ, ୪ର୍ଥ, ୫ମ, ୬ଷ୍ଠ ଓଡ଼ିଶା ବିଧାନ ସଭା | |
| କାର୍ଯ୍ୟକାଳ ୧୯୬୧ – ୧୯୭୭ | |
| ପର ଅଧିକାରୀ | କପିଳ ନାରାୟଣ ତିୱାରୀ |
| ନିର୍ବାଚନ ମଣ୍ଡଳୀ | ଖଡ଼ିଆଳ |
| ବିଧାୟକ: ୧ମ, ୨ୟ ଓଡ଼ିଶା ବିଧାନ ସଭା | |
| କାର୍ଯ୍ୟକାଳ ୧୯୫୨ – ୧୯୬୧ | |
| ପର ଅଧିକାରୀ | ଘାସିରାମ ମାଝି |
| ନିର୍ବାଚନ ମଣ୍ଡଳୀ | ନୂଆପଡ଼ା |
| ବ୍ୟକ୍ତିଗତ ସବିଶେଷ | |
| ଜନ୍ମ | ୨୪ ଫେବୃଆରୀ ୧୯୨୦ |
| ମୃତ୍ୟୁ | ୪ ଅକ୍ଟୋବର ୨୦୦୩ (ବୟସ ୮୩) |
| ନାଗରିକତା | ଭାରତୀୟ |
| ଜାତୀୟତା | ଭାରତୀୟ |
| ରାଜନୀତିକ ଦଳ | ଭାରତୀୟ ଜାତୀୟ କଂଗ୍ରେସ |
| ଅନ୍ୟାନ୍ୟ ରାଜନୀତିକ ସମ୍ବନ୍ଧ | ସ୍ୱତନ୍ତ୍ର ପାର୍ଟି, ଉତ୍କଳ କଂଗ୍ରେସ |
| ଜୀବନ ସାଥୀ | ଏସ୍.ଏମ୍. ଦେବୀ |
| ବାପା/ବୋଉ | ରାଜା ଏ.ଟି. ଦେଓ (ବାପା) |
| ବୃତ୍ତି | ରାଜନୀତିଜ୍ଞ |
ଅନୁପ ସିଂହ ଦେଓ (୨୪ ଫେବୃଆରୀ ୧୯୨୦ - ୪ ଅକ୍ଟୋବର ୨୦୦୩) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଆଠ ଥର କାର୍ଯ୍ୟ କରିଛନ୍ତି । ୧୯୫୨, ୧୯୫୭, ୧୯୬୧, ୧୯୬୭, ୧୯୭୧, ୧୯୭୪, ୧୯୮୦ ଓ ୧୯୮୫ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ନୂଆପଡ଼ା ଓ ଖଡ଼ିଆଳ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧ମ, ୨ୟ, ୩ୟ, ୪ର୍ଥ, ୫ମ, ୬ଷ୍ଠ, ୮ମ ଓ ୯ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ଜନ୍ମ, ପରିବାର ଓ ଶିକ୍ଷା
[ସମ୍ପାଦନା]ଅନୁପ ସିଂହ ଦେଓ ୧୯୨୦ ମସିହାର ଫେବୃଆରୀ ୨୪ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ରାଜା ଏ.ଟି. ଦେଓ ଓ ପତ୍ନୀଙ୍କ ନାମ ଏସ୍.ଏମ୍. ଦେବୀ ।[୧]
ରାଜନୈତିକ ଜୀବନ
[ସମ୍ପାଦନା]ଅନୁପ ସିଂହ ଦେଓ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମୀ ଭାବରେ କାର୍ଯ୍ୟ କରୁଛନ୍ତି, ପୂର୍ବରୁ ସେ ସ୍ୱତନ୍ତ୍ର ପାର୍ଟି ଓ ଉତ୍କଳ କଂଗ୍ରେସର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାର ଜଣେ ବିଧାୟକ ଭାବରେ ଆଠ ଥର କାର୍ଯ୍ୟ କରିଛନ୍ତି । ସେ ୧୯୫୨ ମସିହାରୁ ୧୯୫୭ ଯାଏଁ, ୧୯୬୫ରୁ ୧୯୬୭ ଯାଏଁ, ୧୯୮୫ରୁ ୧୯୮୬ ଓ ୧୯୮୯ ମସିହାରୁ ୧୯୯୦ ମସିହାଯାଏଁ ଓଡ଼ିଶା ବିଧାନ ସଭାରେ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ।[୧]
ବିଧାନ ସଭା ସଭ୍ୟ ବିବରଣୀ
[ସମ୍ପାଦନା]| ଆରମ୍ଭ | ଶେଷ | ପଦବୀ | ନିର୍ବାଚନ ମଣ୍ଡଳୀ | ଦଳ |
|---|---|---|---|---|
| ୧୯୫୨ | ୧୯୫୭ | ସଭ୍ୟ, ୧ମ ଓଡ଼ିଶା ବିଧାନ ସଭା | ନୂଆପଡ଼ା | ଭାରତୀୟ ଜାତୀୟ କଂଗ୍ରେସ |
| ୧୯୫୭ | ୧୯୬୧ | ସଭ୍ୟ, ୨ୟ ଓଡ଼ିଶା ବିଧାନ ସଭା | ନୂଆପଡ଼ା | ଭାରତୀୟ ଜାତୀୟ କଂଗ୍ରେସ |
| ୧୯୬୧ | ୧୯୬୭ | ସଭ୍ୟ, ୩ୟ ଓଡ଼ିଶା ବିଧାନ ସଭା | ଖଡ଼ିଆଳ | ସ୍ୱତନ୍ତ୍ର ପାର୍ଟି |
| ୧୯୬୭ | ୧୯୭୧ | ସଭ୍ୟ, ୪ର୍ଥ ଓଡ଼ିଶା ବିଧାନ ସଭା | ଖଡ଼ିଆଳ | ଭାରତୀୟ ଜାତୀୟ କଂଗ୍ରେସ |
| ୧୯୭୧ | ୧୯୭୪ | ସଭ୍ୟ, ୫ମ ଓଡ଼ିଶା ବିଧାନ ସଭା | ଖଡ଼ିଆଳ | କଂଗ୍ରେସ (ଓ) |
| ୧୯୭୪ | ୧୯୭୭ | ସଭ୍ୟ, ୬ଷ୍ଠ ଓଡ଼ିଶା ବିଧାନ ସଭା | ଖଡ଼ିଆଳ | ଉତ୍କଳ କଂଗ୍ରେସ |
| ୧୯୮୦ | ୧୯୮୫ | ସଭ୍ୟ, ୮ମ ଓଡ଼ିଶା ବିଧାନ ସଭା | ଖଡ଼ିଆଳ | ସ୍ୱାଧୀନ |
| ୧୯୮୫ | ୧୯୯୦ | ସଭ୍ୟ, ୯ମ ଓଡ଼ିଶା ବିଧାନ ସଭା | ଖଡ଼ିଆଳ | ଭାରତୀୟ ଜାତୀୟ କଂଗ୍ରେସ |
ମୃତ୍ୟୁ
[ସମ୍ପାଦନା]ଅନୁପ ସିଂହ ଦେଓ ୨୦୦୩ ମସିହାର ଅକ୍ଟୋବର ୪ ତାରିଖରେ ୮୩ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ ।[୧]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ "Shri Anupa Singh Deo". odishaassembly.nic.in. Odisha Assembly. Retrieved 19 June 2021.