ଅଗଝୋଳ
![]() | ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |
ଅଗଝୋଳ | |
---|---|
ଗାଁ | |
ଦେଶ | ଭାରତ |
ରାଜ୍ୟ | ଓଡ଼ିଶା |
ଜିଲ୍ଲା | ଗଞ୍ଜାମ |
ପଞ୍ଚାୟତ ସମିତି | ଭଞ୍ଜନଗର |
ଗ୍ରାମ ପଞ୍ଚାୟତ | ଜିଲୁଣ୍ଡି |
ଭାଷା | ଓଡ଼ିଆ, ଇଂରାଜୀ |
Time zone | IST (+୫.୩୦) |
ଡାକ କୋଡ଼ | ୭୬୧ ୧୨୬ [୧] |
Area code | +୦୬୪୨୧ |
ଯାନବାହାନ ପଞ୍ଚୀକରଣ | OR/07 |
ଅଗଝୋଳ ଗାଁ ଓଡ଼ିଶାର ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ବ୍ଲକ ଅନ୍ତର୍ଗତ ଭଞ୍ଜନଗର ଥାନା ଅଧୀନରେ ଥିବା ଏକ ଗାଆଁ ।[୨]
ଗମନାଗମନ[ସମ୍ପାଦନା]
ଏହା ଭଞ୍ଜନଗର ନିକଟରେ ଅବସ୍ଥିତ । ଏହା ଭଞ୍ଜନଗରଠାରୁ ୩ କି.ମି. ଦୂରରେ ଅବସ୍ଥିତ ।
ବିଶେଷତା[ସମ୍ପାଦନା]
ଏହି ଗାଆଁରେ ଏକ ଅଗ୍ନିଶମ ସେବା କେନ୍ଦ୍ର ଅଛି ।
ଶିକ୍ଷା[ସମ୍ପାଦନା]
ସ୍କୁଲ[ସମ୍ପାଦନା]
ଏହି ଗ୍ରାମରେ ଏକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରହିଛି ।
ଅନ୍ୟାନ୍ୟ[ସମ୍ପାଦନା]
- ଏହି ଗାଆଁର ବାସିନ୍ଦା 'ବିକ୍ରମ କେଶରୀ ଆରୁଖ' ବିଜୁ ଜନତା ଦଳର ବିଧାୟକ ।[୩] ସେ ଓଡ଼ିଶାଆଇନମନ୍ତ୍ରୀ ଭାବେ ପଦଭାର ସମ୍ଭାଳୁଛନ୍ତି ।
ପର୍ଯ୍ୟଟନ[ସମ୍ପାଦନା]
ଏହି ଗାଆଁଠାରୁ ଅଳ୍ପ ଦୂରରେ ରଘୁନାଥ ମନ୍ଦିର ଅଛି । ଏଠାରେ ପ୍ରତିବର୍ଷ ଶ୍ରୀରାମ ନବମୀ ଓ ଠାକୁରାଣୀ ଯାତ୍ରା ଅନୁଷ୍ଠିତ ହୋଇଥାଏ ।
ଆହୁରି ଦେଖନ୍ତୁ[ସମ୍ପାଦନା]
ଆଧାର[ସମ୍ପାଦନା]
- ↑ onefivenine.com
- ↑ Local information for Agajhola, Ganjam
- ↑ "Bikram Keshari Arukha". ganjam.nic.in. 2008. Retrieved 24 April 2012.
Permanent Address : Vill.-Agajhola, P.O.-Baunsalundi, Via.-Bhanjanagar,