ଅଗଝୋଳ

ଉଇକିପିଡ଼ିଆ‌ରୁ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

ଅଗଝୋଳ
ଗାଁ
ଦେଶଭାରତ
ରାଜ୍ୟଓଡ଼ିଶା
ଜିଲ୍ଲାଗଞ୍ଜାମ
ପଞ୍ଚାୟତ ସମିତିଭଞ୍ଜନଗର
ଗ୍ରାମ ପଞ୍ଚାୟତଜିଲୁଣ୍ଡି
ଭାଷାଓଡ଼ିଆ, ଇଂରାଜୀ
Time zoneIST (+୫.୩୦)
ଡାକ କୋଡ଼
୭୬୧ ୧୨୬ [୧]
Area code+୦୬୪୨୧
ଯାନବାହାନ ପଞ୍ଚୀକରଣOR/07

ଅଗଝୋଳ ଗାଁ ଓଡ଼ିଶାର ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ବ୍ଲକ ଅନ୍ତର୍ଗତ ଭଞ୍ଜନଗର ଥାନା ଅଧୀନରେ ଥିବା ଏକ ଗାଆଁ ।[୨]

ଗମନାଗମନ[ସମ୍ପାଦନା]

ଏହା ଭଞ୍ଜନଗର ନିକଟରେ ଅବସ୍ଥିତ । ଏହା ଭଞ୍ଜନଗରଠାରୁ ୩ କି.ମି. ଦୂରରେ ଅବସ୍ଥିତ ।

ବିଶେଷତା[ସମ୍ପାଦନା]

ଏହି ଗାଆଁରେ ଏକ ଅଗ୍ନିଶମ ସେବା କେନ୍ଦ୍ର ଅଛି ।

ଶିକ୍ଷା[ସମ୍ପାଦନା]

ସ୍କୁଲ[ସମ୍ପାଦନା]

ଏହି ଗ୍ରାମରେ ଏକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରହିଛି ।

ଅନ୍ୟାନ୍ୟ[ସମ୍ପାଦନା]

  • ଏହି ଗାଆଁର ବାସିନ୍ଦା 'ବିକ୍ରମ କେଶରୀ ଆରୁଖ' ବିଜୁ ଜନତା ଦଳର ବିଧାୟକ ।[୩] ସେ ଓଡ଼ିଶାଆଇନମନ୍ତ୍ରୀ ଭାବେ ପଦଭାର ସମ୍ଭାଳୁଛନ୍ତି ।

ପର୍ଯ୍ୟଟନ[ସମ୍ପାଦନା]

ଏହି ଗାଆଁଠାରୁ ଅଳ୍ପ ଦୂରରେ ରଘୁନାଥ ମନ୍ଦିର ଅଛି । ଏଠାରେ ପ୍ରତିବର୍ଷ ଶ୍ରୀରାମ ନବମୀ ଓ ଠାକୁରାଣୀ ଯାତ୍ରା ଅନୁଷ୍ଠିତ ହୋଇଥାଏ ।

ଆହୁରି ଦେଖନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. onefivenine.com
  2. Local information for Agajhola, Ganjam
  3. "Bikram Keshari Arukha". ganjam.nic.in. 2008. Retrieved 24 April 2012. Permanent Address : Vill.-Agajhola, P.O.-Baunsalundi, Via.-Bhanjanagar,