ଅକ୍ସକାର୍ବାଜେପିନ

ଉଇକିପିଡ଼ିଆ‌ରୁ
ଅକ୍ସକାର୍ବାଜେପିନ
Clinical data
Pronunciation/ɒks.kɑːrˈbæz.ɪˌpn/
Trade namesTrileptal, Oxtellar XR, others
AHFS/Drugs.commonograph
MedlinePlusa601245
data
Pregnancy
category
  • US: C (Risk not ruled out)
Routes of
administration
By mouth (tablets or liquid)[୧]
Legal status
Legal status
Pharmacokinetic data
Bioavailability>95%
MetabolismLiver (cytosolic enzymes and glucuronic acid)
Elimination half-life1–5 hours (healthy adults)
ExcretionKidney (<1%)[୧]
Identifiers
  • 10,11-dihydro-10-oxo-5H-dibenz(b,f)azepine-5-carboxamide
ECHA InfoCard100.044.702 Edit this at Wikidata
Chemical and physical data
FormulaC15H12N2O2
Molar mass୨୫୨.୨୭ g·mol−1
3D model (JSmol)
  • O=C3c1c(cccc1)N(c2ccccc2C3)C(=O)N
  • InChI=1S/C15H12N2O2/c16-15(19)17-12-7-3-1-5-10(12)9-14(18)11-6-2-4-8-13(11)17/h1-8H,9H2,(H2,16,19) checkY
  • Key:CTRLABGOLIVAIY-UHFFFAOYSA-N checkY
  (verify)

ଅକ୍ସକାର୍ବାଜେପିନ, ଅନ୍ୟମାନଙ୍କ ମଧ୍ୟରେ ଏକ ବ୍ୟବସାୟୀକ ନାମ ଟ୍ରାଇଲେପ୍ଟାଲ, ଏକ ଔଷଧ ଯାହା ଅପସ୍ମାର ଏବଂ ବାଇପୋଲାର ଡିଜଅର୍ଡ଼ର ରୋଗମାନଙ୍କର ଚିକିତ୍ସା ପାଇଁ ବ୍ୟବହୃତ ହୁଏ | [୨] ଏହା ଉଭୟ ସ୍ଥାନୀୟ ଓ ସାଧାରଣ ଧରଣର ଅପସ୍ମାର ପାଇଁ ଦିଆଯାଏ | [୩] ବାଇପୋଲାର ଡିଜଅର୍ଡ଼ର ରୋଗରେ ଯେଉଁ ରୋଗୀମାନେ ଅନ୍ୟ କୌଣସି ଚିକିତ୍ସାରେ ସଫଳତା ପାଇନାହାଁନ୍ତି ସେମାନଙ୍କୁ ଏହା ଏକାକୀ ବା ମିଶ୍ରିତ ଭାବରେ ଦିଆଯାଉଛି, | [୪] [୫] ଏହା ପାଟିରେ ଦିଆଯାଏ | [୫]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଅଇ, ବାନ୍ତି, ମୁଣ୍ଡ ବୁଲାଇବା, ନିଦ୍ରାହୀନତା, ଦ୍ୱିତ ଦୃଷ୍ଟି ଏବଂ ଚାଲିବାରେ ଅସୁବିଧା ହୋଇପାରେ | [୬] ଗମ୍ଭୀର ପାର୍ଶ୍ୱ ପ୍ରତିକ୍ରିୟାରେ ଆନାଫାଇଲକ୍‌ସିସ, ଯକୃତ ସମସ୍ୟା, ଅଗ୍ନାଶୟ ପ୍ରଦାହ, ଆତ୍ମହତ୍ୟା ଏବଂ ଏକ ଅସ୍ୱାଭାବିକ ଅନିୟମିତ ହୃତ୍ ସ୍ପନ୍ଦନ ହୋଇପାରେ | [୭] [୩] ଗର୍ଭାବସ୍ଥାରେ ବ୍ୟବହାର ଶିଶୁର କ୍ଷତି କରିପାରେ କିନ୍ତୁ ବାତ ଅପେକ୍ଷା ଏହାର ବ୍ୟବହାର କମ୍ ବିପଦଜନକ ହୋଇପାରେ | [୮] ସ୍ତନ୍ୟପାନ ସମୟରେ ବ୍ୟବହାର ସୁପାରିଶ କରାଯାଏ ନାହିଁ | [୯] କାର୍ବାମାଜେପିନ ପ୍ରତି ଆଲର୍ଜି ଥିବା ବ୍ୟକ୍ତିଙ୍କଠାରେ ଅକ୍ସକାର୍ବାଜେପିନ ୨୫% ସମସ୍ୟା ହେବାର ଆଶଙ୍କା ଥାଏ | [୭] ଏହା କିପରି କାମ କରେ ତାହା ସଂପୂର୍ଣ୍ଣ ସ୍ପଷ୍ଟ ନୁହେଁ | [୨]

ଅକ୍ସକାର୍ବାଜେପିନ ୧୯୬୯ରେ ପେଟେଣ୍ଟ ହୋଇଥିଲା ଏବଂ ୧୯୯୦ ଡାକ୍ତରୀ ବ୍ୟବହାରରେ ଆସିଥିଲା |[୧୦] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ | ଯୁକ୍ତରାଜ୍ୟରେ ଏକ ମାସର ଯୋଗାଣ ୨୦୧୯ ମସିହା ସୁଦ୍ଧା ପ୍ରାୟ ୬.୫୦ ପାଉଣ୍ଡ ଅଟେ। [୩] [୧୧] ଯୁକ୍ତରାଷ୍ଟ୍ରରେ ଏହି ପରିମାଣର ହୋଲସେଲ ମୂଲ୍ୟ ପ୍ରାୟ ୭.୧୫ ଡଲାର ଅଟେ। [୧୨] ୨୦୧୭ରେ ଏହା ଯୁକ୍ତରାଷ୍ଟ୍ରରେ ୨୦୭ତମ ସାଧାରଣ ପ୍ରେସକ୍ରିପସନ ଔଷଧ ଥିଲା, ଯେଉଁଥିରେ ଦୁଇ ଲକ୍ଷରୁ ଅଧିକ ପ୍ରେସକ୍ରିପସନ ରହିଥିଲା | [୧୩] [୧୪]

ଆଧାର[ସମ୍ପାଦନା]

  1. ୧.୦ ୧.୧ "Oxcarbazepine Drug Label". Archived from the original on 2015-12-08. Retrieved 2015-11-04.
  2. ୨.୦ ୨.୧ "Oxcarbazepine Monograph for Professionals". Drugs.com (in ଇଂରାଜୀ). American Society of Health-System Pharmacists. Archived from the original on 30 March 2019. Retrieved 13 April 2019.
  3. ୩.୦ ୩.୧ ୩.୨ British national formulary : BNF 76 (76 ed.). Pharmaceutical Press. 2018. pp. 319–320. ISBN 9780857113382.
  4. Mazza M, Di Nicola M, Martinotti G, Taranto C, Pozzi G, Conte G, Janiri L, Bria P, Mazza S (April 2007). "Oxcarbazepine in bipolar disorder: a critical review of the literature". Expert Opinion on Pharmacotherapy. 8 (5): 649–56. doi:10.1517/14656566.8.5.649. PMID 17376019.
  5. ୫.୦ ୫.୧ "Oxcarbazepine Monograph for Professionals". Drugs.com (in ଇଂରାଜୀ). American Society of Health-System Pharmacists. Archived from the original on 30 March 2019. Retrieved 13 April 2019.
  6. "DailyMed - OXCARBAZEPINE- oxcarbazepine tablet". dailymed.nlm.nih.gov. Archived from the original on 2015-12-08. Retrieved 2015-11-11.
  7. ୭.୦ ୭.୧ "DailyMed - OXCARBAZEPINE- oxcarbazepine tablet". dailymed.nlm.nih.gov. Archived from the original on 2015-12-08. Retrieved 2015-11-11.
  8. "Oxcarbazepine Use During Pregnancy". Drugs.com (in ଇଂରାଜୀ). Archived from the original on 13 April 2019. Retrieved 13 April 2019.
  9. "Oxcarbazepine Use During Pregnancy". Drugs.com (in ଇଂରାଜୀ). Archived from the original on 13 April 2019. Retrieved 13 April 2019.
  10. Fischer, Jnos; Ganellin, C. Robin (2006). Analogue-based Drug Discovery (in ଇଂରାଜୀ). John Wiley & Sons. p. 532. ISBN 9783527607495. Archived from the original on 2019-03-06. Retrieved 2019-03-02.
  11. British national formulary : BNF 76 (76 ed.). Pharmaceutical Press. 2018. pp. 319–320. ISBN 9780857113382.
  12. "NADAC as of 2019-02-27". Centers for Medicare and Medicaid Services (in ଇଂରାଜୀ). Archived from the original on 2019-03-06. Retrieved 3 March 2019. Archived 2019-03-06 at the Wayback Machine.
  13. "The Top 300 of 2020". ClinCalc. Archived from the original on 12 February 2021. Retrieved 11 April 2020.
  14. "Oxcarbazepine - Drug Usage Statistics". ClinCalc. Archived from the original on 28 February 2020. Retrieved 11 April 2020.