ଶ୍ରୀଜଗନ୍ନାଥ ଓ ପଞ୍ଚସଖା ସାହିତ୍ୟ

ଉଇକିପିଡ଼ିଆ‌ରୁ
ଶ୍ରୀଜଗନ୍ନାଥ ଓ ପଞ୍ଚସଖା ସାହିତ୍ୟ  
ଲେଖକନିରଞ୍ଜନ ସାହୁଶ୍ୟାମସୁନ୍ଦର ଦାସ
ଭାଷାଓଡ଼ିଆ
ବିଭାଗଧାର୍ମକ
ପ୍ରକାଶକଅଚ୍ୟୁତବାଣୀ ପ୍ରକାଶନୀ, କଟକ
ପ୍ରକାଶ ତାରିଖ୨୦୧୫
ମାଧ୍ୟମ ପ୍ରକାରଛପାବହି

ଶ୍ରୀଜଗନ୍ନାଥ ଓ ପଞ୍ଚସଖା ସାହିତ୍ୟ ଏକ ଓଡ଼ିଆ ଧର୍ମ ସମ୍ବନ୍ଧିତ ବହି । ଏହା ନିରଞ୍ଜନ ସାହୁ, ଶ୍ୟାମସୁନ୍ଦର ଦାସଙ୍କଦ୍ୱାରା ସଂକଳିତ ତଥା ଅଚ୍ୟୁତବାଣୀ ପ୍ରକାଶନୀ, କଟକରୁ ୱାରା ୨୦୧୫ ମସିହାରେ ପ୍ରକାଶିତ ହୋଇଥିଲା । ପଞ୍ଚସଖା ବଳରାମ ଦାସ, ଜଗନ୍ନାଥ ଦାସ, ଅଚ୍ୟୁତାନନ୍ଦ ଦାସ, ଶିଶୁ ଅନନ୍ତ ଦାସଯଶୋବନ୍ତ ଦାସଙ୍କ ସାହିତ୍ୟିକ ରଚନାବଳୀ, ସାରଳା ଦାସଙ୍କ ପରବର୍ତ୍ତୀ ଓଡ଼ିଆ ସାହିତ୍ୟ ବାବଦରେ ବର୍ଣ୍ଣନା, ପଞ୍ଚସଖାଙ୍କ ସାଧନା, ଜୀବନ ଦର୍ଶନ, ସମାଜ ସଚେତନତା, ଶୂନ୍ୟବାଦୀ ଉପାସନ ଆଦି ଧାର୍ମିକ ବିଶ୍ୱାସ ଆଦିର ସମୀକ୍ଷାକୁ ନେଇ ଏହି ବହିଟି ରଚିତ । ଏଥିରେ ହରିବଂଶ ଓ ଓଡ଼ିଶାର ସାମାଜିକ ଭକ୍ତି ସଂଗଠନ, ପଞ୍ଚସଖା ସାହିତ୍ୟରେ ସଗୁଣ ଓ ନିର୍ଗୁଣର ସମନ୍ୱୟ, ଗୀତଗୋବିନ୍ଦ, ଅଚ୍ୟୁତାନନ୍ଦଙ୍କ ଜୀବନୀ, ଉତ୍କଳର ସନ୍ଥ ଓ ମାଳିକା ସାହିତ୍ୟ, ନାମ ଭଜନ ଆଦିର ସମୀକ୍ଷା, ଓ ପଞ୍ଚସଖାଙ୍କ ବିରଳ ରଚନାଗୁଡ଼ିକ ସମ୍ପର୍କରେ ସୂଚନା ସହ କିଛି ଲୋକପ୍ରିୟ ରଚନା ଏଥିରେ ସ୍ଥାନୀତ ।[୧]

ଆଧାର[ସମ୍ପାଦନା]

  1. "ଶ୍ରୀଜଗନ୍ନାଥ ଓ ପଞ୍ଚସଖା ସାହିତ୍ୟ". ସମାଜ. 1 September 2015. Retrieved 1 September 2015.