Jump to content

ଗର୍ଭକାଳୀନ ଉଚ୍ଚ ରକ୍ତଚାପ

ଉଇକିପିଡ଼ିଆ‌ରୁ
Gestational hypertension
Pregnancy-induced hypertension; transient hypertension of pregnancy; chronic hypertension identified in the latter half of pregnancy[]
Micrograph showing hypertrophic decidual vasculopathy, the histomorphologic correlate of gestational hypertension. H&E stain.
ବିଭାଗObstetrics
ଲକ୍ଷଣNone[]
ଆକ୍ରାନ୍ତ ସମୟAfter 20 weeks of pregnancy[]
କାରଣUnclear[]
ବିପଦ କାରକOverweight, anemia, diabetes, older age, first pregnancy, multiple pregnancy[]
ରୋଗ ନିର୍ଣ୍ଣୟ ପଦ୍ଧତିBP>140/90 mmHg, at least 4 hrs apart, which was previously normal[][]
ଚିକିତ୍ସାFrequent checking of blood pressure, blood pressure medication, delivery[][]
ପୁନଃପୌନିକ1.8 and 4.4% of pregnancies[]

ଗର୍ଭକାଳୀନ ଉଚ୍ଚ ରକ୍ତଚାପ, ଯାହା ଗର୍ଭଧାରଣ ନିର୍ମିତ ଉଚ୍ଚ ରକ୍ତଚାପ (ପିଆଇଏଚ/ PIH) ଭାବରେ ମଧ୍ୟ ଜଣାଶୁଣା, ୨୦ ସପ୍ତାହ ଗର୍ଭଧାରଣ ପରେ ଗର୍ଭଧାରଣରେ ନୂତନ ମାପର ଉଚ୍ଚ ରକ୍ତଚାପ ହୁଏ କିନ୍ତୁ ମୂତ୍ରରେ ପୁଷ୍ଟିସାର ଥିବା ଭଳି ପ୍ରି-ଏକ୍ଲାମ୍ପସିଆ ଲକ୍ଷଣ ନ ଥାଏ ।[][][] କୌଣସି ନିର୍ଦ୍ଦିଷ୍ଟ ଲକ୍ଷଣ ଏହାର ନ ଥାଏ ।[] ରୋଗ ଜଟିଳ ହେଲେ ପ୍ରି-ଏକ୍ଲାମ୍ପସିଆ ହୋଇପାରେ; ଯାହା ପ୍ରାୟ ୩୦% କ୍ଷେତ୍ରରେ ଘଟିଥାଏ, ଅନ୍ୟଥା ଫଳାଫଳ ସାଧାରଣତଃ ଭଲ ଅଟେ |[][]

ଏହାର କାରଣ ଅସ୍ପଷ୍ଟ ରହିଛି । [] ଅଧିକ ଓଜନ, ରକ୍ତହୀନତା, ମଧୁମେହ, ବୃଦ୍ଧାବସ୍ଥା, ପ୍ରଥମ ଗର୍ଭଧାରଣ ଏବଂ ଏକାଧିକ ଗର୍ଭଧାରଣ ଭଳି ସଙ୍କଟ ଯୋଗୁ ଏହି ରୋଗ ଆଶଙ୍କା ରହିଛି ।[] ଅତି କମରେ ୪ ଘଣ୍ଟା ବ୍ୟବଧାନରେ ଦୁଇଥର ରକ୍ତଚାପ ୧୪୦/୯୦ ମିମି ଏଚ‌ଜି (mmHg)ରୁ ଅଧିକ ଥିଲେ ଏହି ରୋଗ ନିର୍ଣ୍ଣୟ ଥିବାର ଆଶଙ୍କା କରାଯାଇଛି ।[] [] ଯଦି ୧୫ ମିନିଟ୍ ବ୍ୟବଧାନରେ ରକ୍ତଚାପ ୧୬୦/୧୧୦ ମିମି ଏଚ‌ଜି (mmHg)ରୁ ଅଧିକ, ତେବେ ରୋଗ ନିର୍ଣ୍ଣୟ କରାଯାଇପାରିବ ।[] [୧୦] ପ୍ରସବ ପରେ ୧୨ ସପ୍ତାହରୁ ଅଧିକ ସମୟ ରକ୍ତଚାପ ରହିଲେ ରୋଗ ନିର୍ଣ୍ଣୟ କ୍ରନିକ ଉଚ୍ଚ ରକ୍ତଚାପରେ ହେଉଥିବା ନିର୍ଣ୍ଣୟ କରାଯାଏ ।[୧୧]

ଏହାର ପରିଚାଳନାରେ ବାରମ୍ବାର ରକ୍ତଚାପ ଯାଞ୍ଚ ଏବଂ ୩୭ ସପ୍ତାହ ପର୍ଯ୍ୟନ୍ତ ପ୍ରି-ଏକ୍ଲାମପ୍ସିଆର ଲକ୍ଷଣ ଚେକ କରିବାକୁ ହୁଏ ଯଦିଓ କେତେକ କ୍ଷେତ୍ରରେ ଏହା ୩୪ ସପ୍ତାହ ନିମନ୍ତେ ସୁପାରିଶ କରାଯାଇପାରେ ।[] [୧୦] [୧୨] ଯଦି ବିପି ୧୬୦/୧୧୦ (mmHg) ରୁ ଅଧିକ ତେବେ ଲାବେଟୋଲୋଲ, ହାଇଡ୍ରାଲାଜାଇନ୍ କିମ୍ବା ନିଫେଡିପିନ ଦେଇ ସକ୍ରିୟ ଚିକିତ୍ସା କରିବାକୁ ସୁପାରିଶ କରାଯାଏ ।[] [୧୦] [] ସାଧାରଣତଃ ଏହି ରକ୍ତଚାପ ପ୍ରସବ ପରେ ଚାଲିଯାଏ; ଯଦିଓ ଦୀର୍ଘକାଳୀନ ଉଚ୍ଚ ରକ୍ତଚାପର ଆଶଙ୍କା ବି ଥାଏ ।[୧୩] ଏହା ମୋଟ ଗର୍ଭଧାରଣ ସଂଖ୍ୟାର ୧.୮ରୁ ୪.୪% ମଧ୍ୟରେ ଏହି ବର୍ଦ୍ଧିତ ରକ୍ତଚାପ ହୋଇଥାଏ । []

  1. ୧.୦ ୧.୧ "Hypertension and Pregnancy: Overview, Chronic Hypertension, Differential Diagnosis". 18 July 2022. Archived from the original on 4 April 2019. Retrieved 16 March 2024.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ Luger, RK; Kight, BP (January 2024). "Hypertension In Pregnancy". StatPearls. PMID 28613589. Archived from the original on 31 March 2023. Retrieved 14 March 2024.
  3. ୩.୦ ୩.୧ ୩.୨ ୩.୩ ୩.୪ "Preeclampsia and High Blood Pressure During Pregnancy". www.acog.org (in ଇଂରାଜୀ). Archived from the original on 8 March 2024. Retrieved 14 March 2024.
  4. ୪.୦ ୪.୧ "Gestational Hypertension". healthlibrary.uwmedicine.org (in ଇଂରାଜୀ). Archived from the original on 3 February 2023. Retrieved 16 March 2024.
  5. ୫.୦ ୫.୧ ୫.୨ ୫.୩ Umesawa, M; Kobashi, G (March 2017). "Epidemiology of hypertensive disorders in pregnancy: prevalence, risk factors, predictors and prognosis". Hypertension research : official journal of the Japanese Society of Hypertension. 40 (3): 213–220. doi:10.1038/hr.2016.126. PMID 27682655.
  6. "40". Williams obstetrics (24th ed.). McGraw-Hill Professional. 2014. ISBN 9780071798938.
  7. ୭.୦ ୭.୧ "Preeclampsia and High Blood Pressure During Pregnancy". www.acog.org (in ଇଂରାଜୀ). Archived from the original on 8 March 2024. Retrieved 14 March 2024.
  8. ୮.୦ ୮.୧ Luger, RK; Kight, BP (January 2024). "Hypertension In Pregnancy". StatPearls. PMID 28613589. Archived from the original on 31 March 2023. Retrieved 14 March 2024.
  9. "Hypertension and Pregnancy: Overview, Chronic Hypertension, Differential Diagnosis". 18 July 2022. Archived from the original on 4 April 2019. Retrieved 16 March 2024.
  10. ୧୦.୦ ୧୦.୧ ୧୦.୨ "Gestational Hypertension and Preeclampsia: ACOG Practice Bulletin Summary, Number 222". Obstetrics and gynecology. 135 (6): 1492–1495. June 2020. doi:10.1097/AOG.0000000000003892. PMID 32443077.
  11. Wilkerson, RG; Ogunbodede, AC (May 2019). "Hypertensive Disorders of Pregnancy". Emergency medicine clinics of North America. 37 (2): 301–316. doi:10.1016/j.emc.2019.01.008. PMID 30940374.
  12. Leeman, L; Dresang, LT; Fontaine, P (15 January 2016). "Hypertensive Disorders of Pregnancy". American family physician. 93 (2): 121–7. PMID 26926408.
  13. "High Blood Pressure During Pregnancy". Centers for Disease Control and Prevention (in ଆମେରିକୀୟ ଇଂରାଜୀ). 19 June 2023. Archived from the original on 8 March 2024. Retrieved 14 March 2024.