ବାଜେଡୋକ୍ସିଫେନ/କଞ୍ଜୁଗେଟେଡ ଇଷ୍ଟ୍ରୋଜେନ

ଉଇକିପିଡ଼ିଆ‌ରୁ
ବାଜେଡୋକ୍ସିଫେନ/କଞ୍ଜୁଗେଟେଡ ଇଷ୍ଟ୍ରୋଜେନ
Combination of
BazedoxifeneSelective estrogen receptor modulator
Conjugated estrogensEstrogen
Clinical data
Trade namesDuavee, Duavive
AHFS/Drugs.commonograph
MedlinePlusa614004
data
Pregnancy
category
Routes of
administration
By mouth
Legal status
Legal status
  • US: ℞-only
  • EU: Rx-only
  • ℞ (Prescription only)

ବାଜେଡୋକ୍ସିଫେନ/କଞ୍ଜୁଗେଟେଡ ଇଷ୍ଟ୍ରୋଜେନ, ବେପାର ନାମ ଡୁଭେ ଏବଂ ଡୁଭିଭ୍, ଋତୁବନ୍ଦ ସମୟରେ ହେଉଥିବା ଲକ୍ଷଣମାନଏବଂ ପରବର୍ତ୍ତୀ ସମୟରେ ହେଉଥିବା ଓଷ୍ଟିଓପୋରୋସିସ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ଏକ ସ୍ଥିର ମାତ୍ରାର ଔଷଧ ମିଶ୍ରଣ । [୨] ଏହା ପାଟିରେ ଦିଆଯାଏ | [୩] ଏହାକୁ ସ୍ୱଳ୍ପ ମିଆଦି ବ୍ୟବହାର କରାଯିବା ଉଚିତ୍ [୩]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମାଂସପେଶୀ ସ୍ପାଜ୍ମ, ଅଇ, ତରଳ ଝାଡ଼ା, ବୁକୁଜ୍ୱାଳା, ମୁଣ୍ଡ ବୁଲାଇବା ଏବଂ ଯନ୍ତ୍ରଣା ହୋଇପାରେ । [୨] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ରକ୍ତ ଜମାଟ ବାନ୍ଧିବା, ଷ୍ଟ୍ରୋକ ଏବଂ ଏଣ୍ଡୋମେଟ୍ରିଆଲ୍ କର୍କଟ ହୋଇପାରେ। [୨] ଗର୍ଭାବସ୍ଥାରେ ଏହାକୁ ବ୍ୟବହାର କରିବା ଉଚିତ୍ ନୁହେଁ । [୩] ଏଥିରେ ବାଜେଡୋକ୍ସିଫେନ୍ ନାମକ ଏକ ସିଲେକ୍ଟିଭ୍ ଇଷ୍ଟ୍ରୋଜେନ୍ ରିସେପ୍ଟର ମଡ୍ୟୁଲେଟର ଏବଂ କଞ୍ଜୁଗେଟେଡ୍ ଇଷ୍ଟ୍ରୋଜେନ୍ ଥାଏ , [୪]

ଏହି ମିଶ୍ରଣକୁ ୨୦୧୩ ମସିହାରେ ଯୁକ୍ତରାଷ୍ଟ୍ରରେ ଏବଂ ୨୦୧୪ରେ ୟୁରୋପରେ ଚିକିତ୍ସା ପାଇଁ ଅନୁମୋଦନ କରାଯାଇଥିଲା। [୨] [୫] ଯୁକ୍ତରାଷ୍ଟ୍ରରେ ଏକ ମାସର ଔଷଧର ମୂଲ୍ୟ ୨୦୨୨ ସୁଦ୍ଧା ପ୍ରାୟ ୧୮୦ ଡଲାର ଅଟେ [୬]

ଆଧାର[ସମ୍ପାଦନା]

  1. ୧.୦ ୧.୧ "Bazedoxifene / conjugated estrogens (Duavee) Use During Pregnancy". Drugs.com. 16 February 2019. Archived from the original on 26 June 2020. Retrieved 23 June 2020.
  2. ୨.୦ ୨.୧ ୨.୨ ୨.୩ "Selective Estrogen Receptor Modulators". LiverTox: Clinical and Research Information on Drug-Induced Liver Injury. National Institute of Diabetes and Digestive and Kidney Diseases. 2012. Archived from the original on 11 January 2022. Retrieved 8 January 2022.
  3. ୩.୦ ୩.୧ ୩.୨ "DailyMed - DUAVEE- conjugated estrogens/bazedoxifene tablet, film coated". dailymed.nlm.nih.gov. Archived from the original on 10 May 2021. Retrieved 8 January 2022.
  4. "Bazedoxifene Monograph for Professionals". Drugs.com (in ଇଂରାଜୀ). Archived from the original on 19 April 2021. Retrieved 8 January 2022.
  5. "Duavive EPAR". European Medicines Agency (EMA). Archived from the original on 2020-06-10. Retrieved 2020-06-10.
  6. "Conjugated Estrogens and Bazedoxifene Prices, Coupons & Savings Tips - GoodRx". GoodRx. Archived from the original on 16 April 2016. Retrieved 8 January 2022.